Headlines

Hit-and-Run: 2 Bike Riders Killed on Khandagiri Overbridge/ଖଣ୍ଡଗିରି ଓଭରବ୍ରିଜ୍‌ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ବାଇକ୍‌ ଆରୋହୀ ମୃତ

ଖଣ୍ଡଗିରି ଓଭରବ୍ରିଜ୍‌ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମୃତ ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଓଭରବ୍ରିଜ୍‌ ଉପରେ ଏକ ଅଜ୍ଞାତ ଗାଡ଼ି ଧକ୍କାରେ ଦୁଇ ଜଣ ମୋଟରସାଇକେଲ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି। ଏକ ଦ୍ରୁତଗାମୀ ଅଜ୍ଞାତ ଗାଡ଼ି ବାଇକ୍‌କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଦୁର୍ଘଟଣା ଯୋଗୁଁ ଉଭୟ ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ…

FIFA World Cup 2026: Spain Beats France to Reach the Final/ଫିଫା ବିଶ୍ୱକପ୍ ୨୦୨୬: ଫ୍ରାନ୍ସକୁ ହରାଇ ଫାଇନାଲ୍‌ରେ ସ୍ପେନ୍

ଫିଫା ବିଶ୍ୱକପ୍ ୨୦୨୬: ଫ୍ରାନ୍ସକୁ ହରାଇ ଫାଇନାଲ୍‌ରେ ସ୍ପେନ୍ ଡାଲାସ: ଫିଫା ବିଶ୍ୱକପ୍ ୨୦୨୬ର ପ୍ରଥମ ସେମିଫାଇନାଲ୍‌ରେ ଶକ୍ତିଶାଳୀ ଫ୍ରାନ୍ସକୁ ୨-୦ ଗୋଲ୍‌ରେ ପରାସ୍ତ କରି ସ୍ପେନ୍ ଗୌରବମୟ ଫାଇନାଲ୍‌ରେ ପ୍ରବେଶ କରିଛି। ଚମତ୍କାର ରଣନୀତି ଏବଂ ମଜଭୁତ ରକ୍ଷଣଭାଗ (ଡିଫେନ୍ସ) ବଳରେ ସ୍ପେନ୍ ଏହି ବିଜୟ ହାସଲ କରିଛି।ସ୍ପେନ୍‌ର ୧୯ ବର୍ଷୀୟ ଖେଳାଳି ଲାମିନ ୟାମାଲ୍‌ଙ୍କୁ ଫ୍ରାନ୍ସ ଡିଫେଣ୍ଡର ବକ୍ସ ଭିତରେ ଫାଉଲ୍ କରିବାରୁ ସ୍ପେନ୍‌କୁ ଏକ ପେନାଲ୍ଟି ମିଳିଥିଲା। ଏହାକୁ ମିକେଲ୍ ଓୟାରଜାବାଲ୍ ସଫଳ…

Passport is Just a Travel Document, Not Conclusive Proof of Citizenship: MEA/ପାସପୋର୍ଟ ହେଉଛି କେବଳ ‘ଯାତ୍ରା ଦସ୍ତାବିଜ’, ନାଗରିକତାର ଚୂଡ଼ାନ୍ତ ପ୍ରମାଣ ନୁହେଁ: ବୈଦେଶିକ ମନ୍ତ୍ରାଳୟ.

ପାସପୋର୍ଟ କଣ ନାଗରିକତାର ପ୍ରମାଣ ନୁହେଁ? ବୈଦେଶିକ ମନ୍ତ୍ରାଳୟର ସଫେଇକୁ ନେଇ ଦେଶରେ ବଡ଼ ବିତର୍କ ନୂଆଦିଲ୍ଲୀ:ଆମ ଦେଶରେ ପାସପୋର୍ଟକୁ ସବୁଠାରୁ ବଡ଼ ଏବଂ ସମ୍ମାନଜନକ ସରକାରୀ ପରିଚୟ ପତ୍ର ଭାବେ ଗ୍ରହଣ କରାଯାଏ। କିନ୍ତୁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ (MEA)ର ଏକ ସ୍ପଷ୍ଟୀକରଣ ଏବେ ସାରା ଦେଶରେ ଏକ ନୂଆ ଆଇନଗତ ଓ ରାଜନୈତିକ ବିବାଦ ସୃଷ୍ଟି କରିଛି। ମନ୍ତ୍ରାଳୟ କହିଛି ଯେ, ପାସପୋର୍ଟ ହେଉଛି କେବଳ ଏକ “ଯାତ୍ରା ଦସ୍ତାବିଜ” (Travel Document), ଯାହା…

Heartbreak to Celebration: Over 100,000 Fans Pack Oslo Streets for Norway’s Heroic World Cup Homecoming/ଓସଲୋରେ ବିପୁଳ ଜନସମୁଦ୍ର; ବିଶ୍ୱକପ୍‌ରୁ ବିଦାୟ ପରେ ବି ନରୱେ ଦଳକୁ ବୀରୋଚିତ ସ୍ୱାଗତ..

ଓସଲୋରେ ବିପୁଳ ଜନସମୁଦ୍ର; ବିଶ୍ୱକପ୍‌ରୁ ବିଦାୟ ପରେ ବି ନରୱେ ଦଳକୁ ବୀରୋଚିତ ସ୍ୱାଗତ ଓସଲୋ, ୧୪ ଜୁଲାଇ (ରିପୋର୍ଟର):ଫିଫା ବିଶ୍ୱକପ୍‌ ୨୦୨୬ରୁ ଦୁଃଖଦାୟକ ଭାବେ ବିଦାୟ ନେଇଥିଲେ ମଧ୍ୟ ନରୱେର ଫୁଟବଲ ଦଳ ନିଜ ଦେଶରେ ଇତିହାସ ରଚିଛନ୍ତି। କ୍ୱାର୍ଟର ଫାଇନାଲ୍‌ରେ ଇଂଲଣ୍ଡଠାରୁ ଏକ୍ସଟ୍ରା-ଟାଇମ୍‌ରେ ୨-୧ ଗୋଲ୍‌ରେ ହାରି ସେମିଫାଇନାଲ୍‌ ଦୌଡ଼ରୁ ବାଦ୍ ପଡ଼ିବା ପରେ ସୋମବାର ଦେଶକୁ ଫେରିଥିଲା ନରୱେ ଦଳ। ତେବେ ପରାଜୟର ଦୁଃଖକୁ ପଛରେ ପକାଇ ରାଜଧାନୀ ଓସଲୋର ରାଜପଥରେ ପ୍ରାୟ…

Supreme Court’s Stern Stance: Fines Imposed on Comedian Samay Raina and Podcaster Ranveer Allahbadia/ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ: କମେଡିଆନ୍ ସମୟ ରୈନା ଓ ପଡକାଷ୍ଟର ରଣବୀର ଆଲ୍ଲାବାଦିଆଙ୍କ ଉପରେ ଜରିମାନା.

ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ: କମେଡିଆନ୍ ସମୟ ରୈନା ଓ ପଡକାଷ୍ଟର ରଣବୀର ଆଲ୍ଲାବାଦିଆଙ୍କ ଉପରେ ଜରିମାନା ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିଜର ପୂର୍ବ ନିର୍ଦ୍ଦେଶକୁ ପାଳନ ନକରିବା ନେଇ କମେଡିଆନ୍ ସମୟ ରୈନା ଏବଂ ପଡକାଷ୍ଟର ରଣବୀର ଆଲ୍ଲାବାଦିଆଙ୍କ ଉପରେ ବର୍ଷିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ସୁପ୍ରିମକୋର୍ଟ ଉଭୟଙ୍କୁ ଦୁଇ ଜଣଙ୍କୁ ୩-୩ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି। ଘଟଣା କଣ? ସମୟ ରୈନାଙ୍କ ଲୋକପ୍ରିୟ ଶୋ ‘ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟ’ (India’s Got Latent) ରେ…