FIFA World Cup 2026: Sudarsan Pattnaik Welcomes the Finale with a Stunning Sand Trophy at Puri Beach/ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ବାଲୁକା କଳା: ଫିଫା ବିଶ୍ୱକପ୍ ଟ୍ରଫି ସହ ଶୋଭା ପାଉଛନ୍ତି ମେସି.
ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ବାଲୁକା କଳା: ଫିଫା ବିଶ୍ୱକପ୍ ଟ୍ରଫି ସହ ଶୋଭା ପାଉଛନ୍ତି ମେସି ଓଡ଼ିଶା: ବିଶ୍ୱପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଫିଫା ବିଶ୍ୱକପ୍ ଟ୍ରଫିର ଏକ ୮ ଫୁଟ ଉଚ୍ଚର ବାଲୁକା କଳା ନିର୍ମାଣ କରିଛନ୍ତି, ଯେଉଁଥିରେ ସ୍ପେନ୍ ଓ ଆର୍ଜେଣ୍ଟିନାର ଜାତୀୟ ପତାକା ସହିତ “ଫିଫା ବିଶ୍ୱକପ୍ ୨୦୨ ୬ – ଫାଇନାଲ୍ ପାଇଁ ଶୁଭେଚ୍ଛା” ବାର୍ତ୍ତା ସ୍ଥାନ ପାଇଛି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ୱକପ୍…

