Tragedy at Puri Rath Yatra: 2 Dead, Nearly 300 Hospitalized Following Crowd Chaos/ପୁରୀ ରଥଯାତ୍ରାରେ ଅଘଟଣ: ପ୍ରବଳ ଭିଡ଼ ଯୋଗୁଁ ଦୁଇଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, 3୦୦ରୁ ଅଧିକ ଆହତ.
ପୁରୀ ରଥଯାତ୍ରାରେ ଗହଳି ଯୋଗୁଁ ଅଘଟଣ: ଦୁଇଜଣ ମୃତ, 300ରୁ ଅଧିକ ଅସୁସ୍ଥ ପୁରୀ: ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ପ୍ରବଳ ଜନଗହଳି ଯୋଗୁଁ ଏକ ଦୁଃଖଦ ଅଘଟଣ ଘଟିଛି। ଭିଡ଼ ଭିତରେ ଶ୍ବାସରୁଦ୍ଧ ହୋଇ ଦୁଇଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 300ରୁ ଅଧିକ ଭକ୍ତ ଆହତ ଓ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ 150 ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ପ୍ରଶାସନ ପକ୍ଷରୁ ଏହାକୁ ଦଳାଚକଟା ନୁହେଁ, ବରଂ ଅତ୍ୟଧିକ ଗହଳି…

