Big Win for Odia Cinema: Ganda Bhairav Wins 13 Awards at IIFF/ଓଡ଼ିଆ ସିନେମା ପାଇଁ ଗର୍ବ: ‘ଗଣ୍ଡ ଭୈରବ’କୁ ମିଳିଲା ୧୩ଟି ବଡ଼ ପୁରସ୍କାର

ଇଣ୍ଡିଆନ୍‌ ଇଣ୍ଡିପେଣ୍ଡେଣ୍ଟ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ‘ଗଣ୍ଡ ଭୈରବ’ର କମାଲ୍‌: ହାତେଇଲା ୧୩ଟି ପ୍ରସିଦ୍ଧ ପୁରସ୍କାର ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ବଡ଼ ଖୁସି ଓ ଗର୍ବର ଖବର। ସମ୍ମାନଜନକ ‘ଇଣ୍ଡିଆନ୍‌ ଇଣ୍ଡିପେଣ୍ଡେଣ୍ଟ୍‌ ଫିଲ୍ମ ଫେଷ୍ଟିଭାଲ୍‌’ (Indian Independent Film Festival)ରେ ଓଡ଼ିଆ ସିନେମା ‘ଗଣ୍ଡ ଭୈରବ’ (Ganda Bhairav) ସଫଳତାର ନୂଆ ଇତିହାସ ରଚିଛି। ଫିଲ୍ମଟି ଏକାସାଙ୍ଗରେ ୧୩ଟି ପ୍ରସିଦ୍ଧ ପୁରସ୍କାର ଜିତି ଓଡ଼ିଶା ତଥା ଓଡ଼ିଆ ସିନେମାର ନାଁକୁ ବିଶ୍ୱ ଦରବାରରେ ଉଜ୍ଜ୍ୱଳ କରିଛି।…

Bigg Boss 20: Salman Khan Charges ₹120 Crore; Season Premieres September 6/ବିଗ୍ ବସ୍ ୨୦ ପାଇଁ ସଲମାନ ଖାନ ନେବେ ୧୨୦ କୋଟି..

ବିଗ୍ ବସ୍ ୨୦ ପାଇଁ ସଲମାନ ଖାନ ନେବେ ୧୨୦ କୋଟି: ଜାଣନ୍ତୁ ନୂଆ ସିଜନ୍‌ର ସମସ୍ତ ଅପଡେଟ୍‌ ଭୁବନେଶ୍ୱର: ଦେଶର ସବୁଠାରୁ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ ବସ୍’ ନିଜର ୨୦ତମ ସିଜନ୍ ସହ ପୁଣି ଥରେ ଫେରୁଛି। ଚଳିତ ସିଜନ୍‌ରେ ମଧ୍ୟ ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କୁ ହୋଷ୍ଟ ଭାବେ ଦେଖିବାକୁ ମିଳିବ। ଖବର ଅନୁଯାୟୀ, ବିଗ୍ ବସ୍ ୨୦ ପାଇଁ ସଲମାନ ଖାନ ପ୍ରାୟ ୧୨୦ କୋଟି ଟଙ୍କାର ମୋଟା ଅଙ୍କର ପାରିଶ୍ରମିକ…

Sonam Wangchuk vs Aamir Khan: The 3 Idiots Phunsuk Wangdu Debate/’ଗଜନୀ’ ଆଉଟଫିଟ୍‌ରେ ଥିବାରୁ ଆମିର ଆମ ସାକ୍ଷାତ କଥା ଭୁଲିଯାଇଥାଇପାରନ୍ତି: ସୋନମ ୱାଙ୍ଗଚୁକ୍..

ଆମିରଙ୍କ ‘ସର୍ଟ-ଟର୍ମ ମେମୋରୀ ଲସ୍’ ହୋଇଯାଇଥିଲା! ‘୩ ଇଡିଅଟ୍ସ’ ବିବାଦକୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ରସାଳ ଜବାବ ‘୩ ଇଡିଅଟ୍ସ’ ଫିଲ୍ମର ଚର୍ଚ୍ଚିତ ଚରିତ୍ର ‘ଫୁନସୁଖ ୱାଙ୍ଗଡୁ’ କାହା ଉପରେ ଆଧାରିତ? ଏହାକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ନିକଟରେ ଅଭିନେତା ଆମିର ଖାନ୍‌ କହିଥିଲେ ଯେ, ଫିଲ୍ମ ତିଆରି ହେବା ସମୟରେ ସେ କିମ୍ବା ନିର୍ଦ୍ଦେଶକ ରାଜକୁମାର ହିରାନୀ, ଲଦାଖର ପ୍ରସିଦ୍ଧ ଶିକ୍ଷାବିତ୍‌ ତଥା ଆକ୍ଟିଭିଷ୍ଟ ସୋନମ ୱାଙ୍ଗଚୁକ୍‌ଙ୍କ ବିଷୟରେ କିଛି ଜାଣିନଥିଲେ।…

Legal Trouble for ‘Toxic’: Producers Send Notices to YouTubers Over Negative Reviews/’ଟକ୍ସିକ୍’ ରିଭ୍ୟୁ ପାଇଁ ୟୁଟ୍ୟୁବର୍‌ଙ୍କୁ ନୋଟିସ୍: ଅଦାଲତ ପହଞ୍ଚିଲେ ୟଶଙ୍କ ଫିଲ୍ମ ନିର୍ମାତା

ଖରାପ ରିଭ୍ୟୁ ଦେବାରୁ ୟୁଟ୍ୟୁବର୍‌ଙ୍କୁ ଆଇନଗତ ନୋଟିସ୍: ସାଉଥ୍ ଫିଲ୍ମ ‘ଟକ୍ସିକ୍’କୁ ନେଇ ବଢ଼ିଲା ବିବାଦ ସାଉଥ୍ ସୁପରଷ୍ଟାର୍ ୟଶଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଟକ୍ସିକ୍: ଏ ଫେୟାରୀ ଟେଲ୍ ଫର୍ ଗ୍ରୋନ୍-ଅପ୍ସ’ ପ୍ରେକ୍ଷାଳୟକୁ ଆସିବା ମାତ୍ରେ ବିବାଦରେ ଛନ୍ଦି ହୋଇପଡ଼ିଛି। ଫିଲ୍ମଟି ରିଲିଜ୍ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଅନେକ ୟୁଟ୍ୟୁବର୍ ଓ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କୁ ଫିଲ୍ମର ନିର୍ମାତାମାନଙ୍କ ତରଫରୁ ଆଇନଗତ ନୋଟିସ୍ ପଠାଯାଇଥିବା ଅଭିଯୋଗ ହୋଇଛି। ଫିଲ୍ମ ବିଷୟରେ ନକାରାତ୍ମକ କିମ୍ବା ଖରାପ…

“KBC Was the Worst Idea Ever”: The Wild Gamble That Saved Star Plus & Amitabh Bachchan/ସବୁଠୁ ‘ଖରାପ ଆଇଡିଆ’ରୁ ଟିଭି ଇତିହାସ: KBC କୁ ନେଇ ସମୀର ନାୟାରଙ୍କ ବଡ଼ ଖୁଲାସା

ଆରମ୍ଭରୁ ‘ସବୁଠୁ ଖରାପ ଆଇଡିଆ’ କୁହାଯାଉଥିବା KBC କିପରି ସୃଷ୍ଟି କଲା ଇତିହାସ? ସମୀର ନାୟାର କଲେ ବଡ଼ ଖୁଲାସା ଆଜି ଭାରତୀୟ ଟେଲିଭିଜନ ଜଗତର ସବୁଠାରୁ ସଫଳ ଗେମ୍ ଶୋ’ ଭାବେ ‘କୌନ ବନେଗା କରୋଡ଼ପତି’ (KBC) ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ମାତ୍ର ଏହି ଶୋ’ ଆରମ୍ଭ ହେବା ପୂର୍ବରୁ ଏହାକୁ “ସବୁଠାରୁ ଖରାପ ଆଇଡିଆ” ବୋଲି କୁହାଯାଉଥିଲା। ନିକଟରେ ଏକ ସାକ୍ଷାତକାରରେ ଏହି ସଞ୍ଚାଳନାତ୍ମକ ରିସ୍କ ଏବଂ ଶୋ’ର ସଫଳତା…