Chaos in Brazil: 51 Red Cards Shown in U-20 Match, Sets World Record/ଫୁଟବଲ୍ ପଡ଼ିଆ ପାଲଟିଲା ରଣକ୍ଷେତ୍ର: ଗୋଟିଏ ମ୍ୟାଚ୍ରେ ୫୧ ରେଡ୍ କାର୍ଡ ଦେଖାଇ ବିଶ୍ବ ରେକର୍ଡ
News Inshot: ବ୍ରାଜିଲର ଏକ ଅଣ୍ଡର-୨୦ ଫୁଟବଲ ମ୍ୟାଚ୍ରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମାମୋରେ (Mamore) ଏବଂ ଉବେରଲାଣ୍ଡିଆ (Uberlandia) ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଗୋଟିଏ କି ଦୁଇଟି ନୁହେଁ, ବରଂ ସମୋଟ ୫୧ଟି ରେଡ୍ କାର୍ଡ (Red Cards) ଜାରି କରାଯାଇ ବିଶ୍ବ ରେକର୍ଡ ସୃଷ୍ଟି ହୋଇଛି। ହିଂସା ଏବଂ ଗୋଷ୍ଠୀ ସଂଘର୍ଷ ଯୋଗୁଁ ମ୍ୟାଚ୍ଟି ୬୦ ମିନିଟ୍ ହେବା ପୂର୍ବରୁ ହିଁ ବାତିଲ କରିବାକୁ ପଡ଼ିଥିଲା। ମ୍ୟାଚ୍ରେ ମାମୋରେ ଦଳ ଗୋଲ୍…



