Totalisers in EVM Counting: Supreme Court Issues Notice to Centre and Election Commission/EVM ଭୋଟ ଗଣତିରେ ‘ଟୋଟଲାଇଜର୍’: କେନ୍ଦ୍ର ଓ ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମ୍ କୋର୍ଟ
ଇଭିଏମ୍ ଭୋଟ୍ ଗଣତିରେ ‘ଟୋଟଲାଇଜର୍’ ବ୍ୟବହାର: କେନ୍ଦ୍ର ଓ ନିର୍ବାଚନ କମିଶନଙ୍କ ଜବାବ ମାଗିଲେ ସୁପ୍ରିମ୍ କୋର୍ଟ ନୂଆଦିଲ୍ଲୀ: ଇଭିଏମ୍ (EVM) ଗଣତି ପ୍ରକ୍ରିୟାରେ ‘ଟୋଟଲାଇଜର୍’ (Totaliser) ମେସିନ୍ ବ୍ୟବହାର କରାଯିବ କି ନାହିଁ, ସେ ନେଇ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା ମାଗିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ…

