Cyclone Arnab

[In Pics] Cyclone Arnab Wreaks Havoc in Bhubaneswar: Waterlogging, Blocked Roads & Rescue Ops Underway! / ବାତ୍ୟା ‘ଅର୍ଣ୍ଣବ’ର କାୟା: ଜଳମଗ୍ନ ରାଜଧାନୀ, ରାସ୍ତା ଉପରେ ଗଛ ପଡ଼ି ଯାତାୟାତ ଠପ୍..

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ପ୍ରବଳ ବର୍ଷାରେ ଜଳମଗ୍ନ ଭୁବନେଶ୍ୱର, ଗଛ ପଡ଼ି ବହୁ ରାସ୍ତା ଅବରୋଧ; ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କାମ ଜାରି ​ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ (Cyclone Arnab) ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ଲାଗିରହିଛି କାଳଜ୍ଞାନହୀନ ବର୍ଷା। ତୁହାକୁ ତୁହା ପ୍ରବଳ ବର୍ଷା ଯୋଗୁଁ ସହରର ବିଭିନ୍ନୋନ୍ନ ଅଞ୍ଚଳରେ ଆଣ୍ଟୁଏ ପାଣି ଜମି ରହିଥିବାବେଳେ ବାତ୍ୟାର ପ୍ରଚଣ୍ଡ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ରାସ୍ତା ଉପରେଙ୍ଗ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି।  …

Holy Month of Kartik in Odisha

[In Pics] From Kartika Brata to Boita Bandana: The Spiritual Odyssey of Odisha/କାର୍ତ୍ତିକ ବ୍ରତରୁ ବୋଇତ ବନ୍ଦାଣ: ଓଡ଼ିଶାର ଆଧ୍ୟାତ୍ମିକ ପର୍ବ…

ଓଡ଼ିଶାର ସଂସ୍କୃତିରେ ପବିତ୍ର କାର୍ତ୍ତିକ ମାସ: ମାହାତ୍ମ୍ୟ, ନୀତିକାନ୍ତି ଓ ବୋଇତ ବନ୍ଦାଣ ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ କାର୍ତ୍ତିକ ମାସ ହେଉଛି ସବୁଠାରୁ ପବିତ୍ର ଓ ଫଳଦାୟୀ ମାସ। ପଦ୍ମ ପୁରାଣ ଅନୁସାରେ, ଏହି ମାସରେ କରାଯାଉଥିବା ଧର୍ମଚର୍ଚ୍ଚା, ପୂଜାପାଠ ଓ ଭକ୍ତିପୂର୍ଣ୍ଣ କାର୍ଯ୍ୟରୁ ଅନ୍ୟ ସାଧାରଣ ଦିନ ଅପେକ୍ଷା ଅନେକ ଗୁଣ ଅଧିକ ଆଧ୍ୟାତ୍ମିକ ଫଳ ମିଳିଥାଏ। ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଶ୍ୱାସ କରାଯାଏ ଯେ, ଏହି ସମୟରେ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ କିରଣରୁ…

[In Pics] Bhubaneswar: Uncleaned Kuakhai Immersion artificial Ponds Spark Outrage; BMC Begins Emergency Cleanup/ଭସାଣି ପୂର୍ବରୁ କୁଆଖାଇ କୁତ୍ରିମ ପୋଖରୀର ଶୋଚନୀୟ ଅବସ୍ଥା: ଅସନ୍ତୋଷ ପରେ ଆରମ୍ଭ ହେଲା ଜୋରଦାର ସଫେଇ..

ଭୁବନେଶ୍ୱର କୁଆଖାଇ ରେ ପ୍ରସ୍ତୁତ କୁତ୍ରିମ ପୋଖରୀ ରୁ ନର୍ଦମା ପାଣି ପରିକା ବାହାରୁଥିଲା ଦୁର୍ଗନ୍ଧ; ଶ୍ରଦ୍ଧାଳୁଙ୍କ ଅଭିଯୋଗ ପରେ ଆକ୍ସନ ମୋଡ୍‌ରେ BMC ଭୁବନେଶ୍ୱର (ନ୍ୟୁଜ୍ ଇନସଟ୍): ରାଜଧାନୀରେ ଦୁର୍ଗାପୂଜା ଶେଷ ହେବା ପରେ ଆରମ୍ଭ ହୋଇଛି ମା’ଙ୍କ ପ୍ରତିମା ବିସର୍ଜନ। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ କୁଆଖାଇ ନଦୀ ପଠାରେ କୁତ୍ରିମ ପୋଖରୀ ନିର୍ମାଣ କରାଯାଇଛି। ମାତ୍ର ବିସର୍ଜନ ପୂର୍ବରୁ ଏହି ପୋଖରୀଗୁଡ଼ିକର ଶୋଚନୀୟ…

[In Pics] Dreams to Fly, But No Wings: While Nations Celebrate Festivals, Millions of Street Children Struggle for Identity/ଉଡ଼ିବାର ସ୍ୱପ୍ନ, କିନ୍ତୁ ଡେଣା ବନ୍ଧା ଶ୍ରମର ଶିକୁଳିରେ: ରାସ୍ତା କଡ଼ର ସେହି ଆଖି, ଯାହା ଖୋଜୁଛି ନିଜର ପରିଚୟ…

ଉଡ଼ିବାର ସ୍ୱପ୍ନ, କିନ୍ତୁ ଡେଣା ନାହିଁ: ଦୁର୍ଗାପୂଜା ବା ପର୍ବପର୍ବାଣୀରେ ଦେଖିବାକୁ ମିଳେ ଏହି ପିଲାମାନଙ୍କୁ, ଯାହାଙ୍କ ପାଇଁ ଖୁସି କେବଳ ଏକ ଅଜଣା ଶବ୍ଦ! ଭୁବନେଶ୍ୱର/ ଚତୁର୍ଦ୍ଦିଗରେ ଆଲୋକର ମାଳା, ନୂଆ ପୋଷାକର ବାସ୍ନା, ଘରେ ଘରେ ଉତ୍ସବର ମାହୋଲ ଏବଂ ମାଆ ଦୁର୍ଗାଙ୍କ ଆଗମନରେ ସାରା ଦେଶ ଆନନ୍ଦରେ ବିଭୋର। ସମସ୍ତେ ଯେତେବେଳେ ନିଜ ପରିବାର ସହିତ ପର୍ବପର୍ବାଣୀକୁ ଉପଭୋଗ କରୁଥାଆନ୍ତି, ଠିକ୍ ସେହି ସମୟରେ ଦୁର୍ଗାପୂଜା ବା ପର୍ବପର୍ବାଣୀରେ ଦେଖିବାକୁ ମିଳେ ଏହି…

[In Pics] A Glimpse of Beautiful Durga Idols Across Capital Pandals/ଝଟକୁଛି ରାଜଧାନୀ, ଜମୁଛି ଭିଡ଼: ଭୁବନେଶ୍ୱର ପୂଜା ମଣ୍ଡପଗୁଡ଼ିକରୁ ଦେଖନ୍ତୁ ମା’ଙ୍କ ଅପୂର୍ବ ଦର୍ଶନ

ଉତ୍ସବମୁଖର ରାଜଧାନୀ: ୧୯୫ଟି ମଣ୍ଡପରେ ଶୋଭା ପାଉଛନ୍ତି ମା’ ଦୁର୍ଗା, ଜମୁଛି ଭକ୍ତଙ୍କ ଭିଡ଼ ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ପାଇଁ ଏବେ ଉତ୍ସବମୁଖର ପାଲଟିଛି ସମ୍ପୂର୍ଣ୍ଣ ରାଜଧାନୀ। ଧୂପ-ଦୀପ, ଚନ୍ଦନ ଏବଂ ଘଣ୍ଟ-ଶଙ୍ଖର ନାଦରେ ସହରର ଗଳିକନ୍ଦି ମୁଖରିତ ହୋଇଉଠିଛି। କମିଶନରେଟ୍ ପୋଲିସର ସୂଚନା ଅନୁସାରେ, ଏଥର ଭୁବନେଶ୍ୱରର ପ୍ରାୟ ୧୯୫ଟି ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କର ଆକର୍ଷଣୀୟ ଓ ଦିବ୍ୟ ପ୍ରତିମୂର୍ତ୍ତି ଶୋଭା ପାଉଛି, ଯାହାକୁ ଦେଖିବା ପାଇଁ ସଞ୍ଜ ନମୁଣୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼…