Major Blow for India: Neeraj Chopra Ruled Out of 2026 Asian Games Due to Injury/ଗୋଡ଼ରେ ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରୁ ବାଦ୍ ପଡ଼ିଲେ ନୀରଜ ଚୋପ୍ରା, ୨୦୨୬ ସିଜନ୍ ଶେଷ..
ଗୋଡ଼ରେ ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରୁ ବାଦ୍ ପଡ଼ିଲେ ନୀରଜ ଚୋପ୍ରା, ୨୦୨୬ ସିଜନ୍ ଶେଷ ନୂଆଦିଲ୍ଲୀ: ଭାରତର ତାରକା ଜାଭେଲିନ୍ ଫିଙ୍ଗାଳି ତଥା ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଲାଗିଛି ବଡ଼ ଝଟ୍କା। ଗୋଡ଼ର ଗୋଡ଼ିଆ (Ankle) ରେ ଲିଗାମେଣ୍ଟ୍ ଆଘାତ (Ligament tear) ଯୋଗୁଁ ସେ ୨୦୨୬ର ଆଗାମୀ ଏସୀୟ କ୍ରୀଡ଼ା (Asian Games) ଏବଂ ଡାଏମଣ୍ଡ ଲିଗ୍ ଫାଇନାଲରୁ ବାଦ୍ ପଡ଼ିଛନ୍ତି। ଏହା ସହିତ ତାଙ୍କର ଚଳିତ ବର୍ଷର ସିଜନ୍…



