Headlines

UAE Investment Campaign Concludes: Odisha Secures ₹2.43 Lakh Crore Proposals, Over 6 Lakh Jobs Expected/CM ଙ୍କ ୟୁଏଇ ଗସ୍ତ ଶେଷ: ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ, ସୃଷ୍ଟି ହେବ ୬ ଲକ୍ଷ ନିଯୁକ୍ତି..

ୟୁଏଇ ଗସ୍ତ ଶେଷ: ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ପୁଞ୍ଜି, ସୃଷ୍ଟି ହେବ ୬ ଲକ୍ଷରୁ ଅଧିକ ନିଯୁକ୍ତି ଦୁବାଇ/ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତିନି ଦିନିଆ ୟୁଏଇ (UAE) ଗସ୍ତ ସଫଳତାର ସହ ଶେଷ ହୋଇଛି। ଓଡ଼ିଶାକୁ ଭାରତର ପରବର୍ତ୍ତୀ ପ୍ରମୁଖ ଉତ୍ପାଦନ ଓ ପୁଞ୍ଜିନିବେଶ ପଣ୍ଡ ଦେଶ ଭାବେ ଗଢ଼ି ତୋଳିବା ପାଇଁ ହୋଇଥିବା ଏହି ଅଭିଯାନରୁ ରାଜ୍ୟକୁ ବଡ଼ ସଫଳତା ମିଳିଛି। ଏହି ଗସ୍ତ କାଳରେ ମୋଟ ୨,୪୩,୧୬୨ କୋଟି ଟଙ୍କାର…

Minors Tied to Police Car Bonnet: Human Rights Panel Orders FIR Against Pune Police Chiefs/ପୁଣେ ପୋଲିସର ଅତ୍ୟାଚାର: ନାବାଳକଙ୍କୁ ଗାଡ଼ି ବୋନେଟ୍‌ରେ ବାନ୍ଧିବା ଘଟଣାରେ FIR ନିର୍ଦ୍ଦେଶ

ପୁଣେ ପୋଲିସ ବିରୋଧରେ ଏଫ୍‌ଆଇଆର୍‌ ନିର୍ଦ୍ଦେଶ: ନାବାଳକଙ୍କୁ ଗାଡ଼ି ବୋନେଟ୍‌ରେ ବାନ୍ଧି ବୁଲାଇବା ଘଟଣାରେ ମାନବାଧିକାର କମିଶନଙ୍କ କଠୋର ପଦକ୍ଷେପ ପୁଣେ: ନାବାଳକଙ୍କୁ ପୋଲିସ ଗାଡ଼ି ବୋନେଟ୍‌ରେ ବାନ୍ଧି ରାସ୍ତାରେ ବୁଲାଇବା ଏବଂ ହାଜତରେ ଅତ୍ୟାଚାର କରିବା ଅଭିଯୋଗରେ ପୁଣେ ପୋଲିସର ବରିଷ୍ଠ ଅଧିକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯାଇଛି । ମହାରାଷ୍ଟ୍ର ରାଜ୍ୟ ମାନବାଧିକାର କମିଶନ (MSHRC) ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ପୁଣେ ପୋଲିସ କମିଶନର ଅମିତେଶ କୁମାରଙ୍କ ସମେତ ସମ୍ପୃକ୍ତ ଅଧିକାରୀଙ୍କ…

BMC Team Presents National Clean Air Award to Urban Development Minister Dr. Krushna Chandra Mahapatra/ଜାତୀୟ ସ୍ୱଚ୍ଛ ବାୟୁ ପୁରସ୍କାର: ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. ମହାପାତ୍ରଙ୍କୁ ଭେଟି ଟ୍ରଫି ଦେଖାଇଲା BMC ଟିମ୍

ଜାତୀୟ ସ୍ୱଚ୍ଛ ବାୟୁ ପୁରସ୍କାର: ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ଟ୍ରଫି ଦେଖାଇଲା BMC ଟିମ୍ ଭୁବନେଶ୍ୱର: ଜାତୀୟ ୱାର୍ଡସ୍ତରୀୟ ସ୍ୱଚ୍ଛ-ବାୟୁ ମୂଲ୍ୟାଙ୍କନରେ ଭୁବନେଶ୍ୱର ମହାନଗର ନିଗମ (BMC) ବାଜିମାତ୍ କରିବା ପରେ, ଗୁରୁବାର BMCର ଏକ ପ୍ରତିନିଧି ଦଳ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ କରିଛନ୍ତି। ସରକାରୀ ବାସଭବନରେ ଆୟୋଜିତ ଏହି ସାକ୍ଷାତକାର ସମୟରେ ଟିମ୍ ଜାତୀୟ ସ୍ତରରୁ ମିଳିଥିବା ସମ୍ମାନଜନକ ଟ୍ରଫି,…

Nationwide Bank Strike: Branch Services Impacted; UPI & Digital Banking Operational/ଆଜିଠୁ କ୍ରମାଗତ କେତେକ ଦିନ ବ୍ୟାଙ୍କ ବନ୍ଦ! ଜାଣନ୍ତୁ କେଉଁ ସେବା ମିଳିବ ଏବଂ କେଉଁଟି ନାହିଁ

ଆଜି ସାରା ଦେଶ ସହ ଓଡ଼ିଶାରେ ବି ବ୍ୟାଙ୍କ ସେବା ବାଧାପ୍ରାପ୍ତ: ୫ ଦିନିଆ କାର୍ଯ୍ୟଦିବସ ଦାବିରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଭୁବନେଶ୍ୱର: ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଏବଂ ପେନସନ ସମ୍ବନ୍ଧୀୟ ଦାବିକୁ ନେଇ ଆଜି (୧୧ ସେପ୍ଟେମ୍ବର) ସାରା ଦେଶରେ ବ୍ୟାଙ୍କ କର୍ମଚାରୀମାନେ ଗୋଟିଏ ଦିନିଆ ଧର୍ମଘଟ କରିଛନ୍ତି। ‘ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ’ (UFBU) ର ଆହ୍ୱାନରେ ଆୟୋଜିତ ଏହି ଆନ୍ଦୋଳନ ଯୋଗୁଁ ସରକାରୀ ବ୍ୟାଙ୍କଗୁଡ଼ିକରେ କାମଧାମ ପ୍ରାୟତଃ…

Delhi High Court Dismisses Vinesh Phogat’s Plea for World Championship Trials Exemption/ବିନେଶ ଫୋଗାଟଙ୍କୁ ହାଇକୋର୍ଟଙ୍କ ଝଟ୍‌କା: ୨୦୨୬ ୱାର୍ଲ୍ଡ ଚାମ୍ପିୟନସିପ୍ ଟ୍ରାଏଲ୍‌ରୁ ବାହାର..

World Championship Trials ରୁ ବାଦ୍ ପଡ଼ିଲେ ବିନେଶ ଫୋଗାଟ୍: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ଝଟ୍‌କା ଭାରତର ତାରକା ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ତରଫରୁ ଏକ ବଡ଼ ଝଟ୍‌କା ଲାଗିଛି। ୨୦୨୬ ସିନିୟର ୱାର୍ଲ୍ଡ ରେସଲିଂ ଚାମ୍ପିୟନସିପ୍‌ ପାଇଁ ଆସନ୍ତା ସେପ୍ଟେମ୍ବର ୧୪ରେ ହେବାକୁ ଥିବା ସିଲେକ୍ସନ୍ ଟ୍ରାଏଲ୍‌ରେ ଭାଗ ନେବା ପାଇଁ ସେ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଘଟଣାଟି କ’ଣ? ମାତୃତ୍ୱ ଅବକାଶ (Maternity Leave) ପରେ କୁସ୍ତି…