Headlines

Indian-Origin NASA Astronaut Dr. Anil Menon Set for Historic First Space Mission to ISS/ମହାକାଶ ଅଭିମୁଖେ ଭାରତୀୟ ପୁଅ: ନାସା ମହାକାଶଚାରୀ ଅନିଲ ମେନନ୍‌ଙ୍କ ପ୍ରଥମ ସ୍ପେସ୍ ମିଶନ..

ମହାକାଶକୁ ଉଡ଼ାଣ ଭରିବେ ଭାରତୀୟ ବଂଶୋଦ୍ଭବ ଅନିଲ ମେନନ୍: ମଙ୍ଗଳବାର ଆଇଏସଏସ ଅଭିମୁଖେ ଯାତ୍ରା ନୂଆଦିଲ୍ଲୀ:ଭାରତୀୟ ବଂଶୋଦ୍ଭବ ତଥା ନାସା (NASA) ମହାକାଶଚାରୀ ଡାକ୍ତର ଅନିଲ ମେନନ୍‌ଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଆସନ୍ତା ମଙ୍ଗଳବାର ଦିନ ସେ ନିଜ ଜୀବନର ପ୍ରଥମ ମହାକାଶ ଯାତ୍ରା ଆରମ୍ଭ କରିବେ। ରୁଷିଆର ମହାକାଶ ସଂସ୍ଥା ରୋସକସମୋସ (Roscosmos) ର ‘ସୋୟୁଜ୍ MS-29’ (Soyuz MS-29) ମହାକାଶ ଯାନ ଜରିଆରେ ସେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ…

Indian Epic ‘Ramayana’ Heads to San Diego Comic-Con 2026; Trailer Launch on July 23!/ଆମେରିକା ‘କମିକ୍-କନ୍’ରେ ଧମାଲ୍ କରିବ ଭାରତୀୟ ସିନେମା ‘ରାମାୟଣ’, ଜୁଲାଇ ୨୩ରେ ଟ୍ରେଲର୍ ଲଞ୍ଚ

ଆନ୍ତର୍ଜାତୀୟ ମଞ୍ଚ ‘Comic-Con’ରେ ଧମାଲ୍ କରିବ ନିତେଶ ତିୱାରୀଙ୍କ ‘ରାମାୟଣ’: ରିଲିଜ୍ ହେବ ପ୍ରଥମ ଝଲକ ମୁମ୍ବାଇ: ଭାରତୀୟ ସିନେମା ଜଗତର ସବୁଠାରୁ ବଡ଼ ପ୍ରୋଜେକ୍ଟ କୁହାଯାଉଥିବା ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ ଏବେ ବିଶ୍ୱ ଦରବାରରେ ନିଜର ଜଲୱା ଦେଖାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆମେରିକାର ପ୍ରସିଦ୍ଧ ‘ San Diego Comic-Con (SDCC) ୨୦୨୬’ର ଅଫିସିଆଲ୍ ଲାଇନଅପ୍‌ରେ ଏହି ଫିଲ୍ମ ସ୍ଥାନ ପାଇଛି। ଚଳିତ ଜୁଲାଇ ୨୩ ତାରିଖରେ ଏହି ଆନ୍ତର୍ଜାତୀୟ ମଞ୍ଚରେ ଫିଲ୍ମର…

Bangkok Pub Inferno: 27 Dead, 63 Injured in Nightclub Fire/ବ୍ୟାଙ୍କକକ୍‌ ପବ୍‌ରେ ଭୟାବହ ଅଗ୍ନିକାଣ୍ଡ: ୨୭ ମୃତ, ୬୩ ଆହତ…

ବ୍ୟାଙ୍କକକ୍‌ ପବ୍‌ରେ ଭୟାବହ ଅଗ୍ନିକାଣ୍ଡ: ୨୭ ମୃତ, ୬୩ ଆହତ ବ୍ୟାଙ୍କକକ୍‌, ୧୩ ଜୁଲାଇ  ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକକ୍‌ରେ ଗତ ସୋମବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଅଘଟଣ ଘଟିଯାଇଛି। ସହରର ଉତ୍ତର ଭାଗରେ ଥିବା ପ୍ରସିଦ୍ଧ ‘ନା ଲାଡ୍‌ପ୍ରାଓ’ (Na Ladprao) ପବ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ଅତିକମରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୩ ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ଅତ୍ୟନ୍ତ…

Why Doesn’t PM Modi Hold Press Meets? Indian Diplomat Answers Foreign Journalist/ବିଦେଶ ମାଟିରେ ପୁଣି ସେହି ସମାନ ପ୍ରଶ୍ନ: “ମୋଦୀ ପ୍ରେସ ମିଟ୍ କାହିଁକି କରୁନାହାନ୍ତି?” ଭାରତୀୟ କୂଟନୀତିଜ୍ଞଙ୍କ ମେଡ୍ ଇନ୍ ଇଣ୍ଡିଆ ଜବାବ!

ପୁଣି ଥରେ ବିଦେଶୀ ଗଣମାଧ୍ୟମର ସେହି ସମାନ ପ୍ରଶ୍ନ: “ମୋଦୀ କାହିଁକି ପ୍ରେସ ମିଟ୍ କରୁନାହାନ୍ତି?” ଉତ୍ତର ଦେଲେ ଭାରତୀୟ କୂଟନୀତିଜ୍ଞ ନୂଆଦିଲ୍ଲୀ: ବିଦେଶ ମାଟିରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ବାଦିକ ସମ୍ମିଳନୀ (Press Conference) ନକରିବା ପ୍ରସଙ୍ଗ। ପ୍ରଧାନମନ୍ତ୍ରୀଙ୍କ ନିଉଜିଲ୍ୟାଣ୍ଡ ଗସ୍ତ ସମୟରେ ଜଣେ ବିଦେଶୀ ସାମ୍ବାଦିକ ଏଭଳି ପ୍ରଶ୍ନ ପଚାରିବା ପରେ, ସେଠାରେ ଉପସ୍ଥିତ ଥିବା ଭାରତୀୟ କୂଟନୀତିଜ୍ଞଙ୍କ ଉତ୍ତର ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ…

Veteran Playback Singer S. Janaki Passes Away at 88/କଣ୍ଠଶିଳ୍ପୀ ଏସ୍. ଜାନକୀଙ୍କ ପରଲୋକ: ସଙ୍ଗୀତ ଜଗତରେ ଶୋକର ଛାୟା

ଦକ୍ଷିଣ ଭାରତର କୋକିଳକଣ୍ଠୀ ତଥା ବିଶିଷ୍ଟ ଭେଟେରାନ କଣ୍ଠଶିଳ୍ପୀ ଏସ୍. ଜାନକୀଙ୍କର (୮୮ ବର୍ଷ) ବୟସରେ କର୍ଣ୍ଣାଟକର ମହୀଶୁରଠାରେ ପରଲୋକ ହୋଇଯାଇଛି। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଶନିବାର ସକାଳେ ତାଙ୍କୁ ମହୀଶୁରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ଯୋଗୁଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ନାତୁଣୀ ଅପ୍ସରା ବୈଦ୍ୟୁଲା ସୋସିଆଲ ମିଡିଆରେ ଏହି ଦୁଃଖଦ ଖବର ନିଶ୍ଚିତ କରିଛନ୍ତି। ୬ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ସୁମଧୁର…