Ranji Trophy Shock: Dressing Room Locked, Police Called as Meghalaya MCA Factions Clash/ରାତିରାତି ବଦଳିଗଲା ପୁରା ରଣଜୀ ଟିମ୍: ଡ୍ରେସିଂ ରୁମ୍ରେ ତାଲା, ପଡ଼ିଆରେ ପୋଲିସ
ରଣଜୀ ଟ୍ରଫିରେ ବଡ଼ ହାଇଡ୍ରାମା: ରାତିରାତି ବଦଳିଗଲେ ପୁରା ଟିମ୍, ପୋଲିସ ଡକାଗଲା, ତାଲା ପଡ଼ିଲା ଡ୍ରେସିଂ ରୁମ୍ରେ! ରଣଜୀ ଟ୍ରଫି ଇତିହାସରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ନାଗାଲାଣ୍ଡ ବିପକ୍ଷ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ହେଉଥିବା ମେଘାଳୟ ଦଳର ପୁରା ଖେଳାଳିଙ୍କୁ ରାତିବିତାଉ ବାହାର କରି ଦିଆଯାଇଛି। କେବଳ ସେତିକି ନୁହେଁ, ପୁରୁଣା ଖେଳାଳିମାନେ ଷ୍ଟାଡିୟମ୍ରେ ପହଞ୍ଚିବା ପରେ ଡ୍ରେସିଂ ରୁମ୍ରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ…



