Delhi High Court Dismisses Vinesh Phogat’s Plea for World Championship Trials Exemption/ବିନେଶ ଫୋଗାଟଙ୍କୁ ହାଇକୋର୍ଟଙ୍କ ଝଟ୍କା: ୨୦୨୬ ୱାର୍ଲ୍ଡ ଚାମ୍ପିୟନସିପ୍ ଟ୍ରାଏଲ୍ରୁ ବାହାର..
World Championship Trials ରୁ ବାଦ୍ ପଡ଼ିଲେ ବିନେଶ ଫୋଗାଟ୍: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ଝଟ୍କା ଭାରତର ତାରକା ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ତରଫରୁ ଏକ ବଡ଼ ଝଟ୍କା ଲାଗିଛି। ୨୦୨୬ ସିନିୟର ୱାର୍ଲ୍ଡ ରେସଲିଂ ଚାମ୍ପିୟନସିପ୍ ପାଇଁ ଆସନ୍ତା ସେପ୍ଟେମ୍ବର ୧୪ରେ ହେବାକୁ ଥିବା ସିଲେକ୍ସନ୍ ଟ୍ରାଏଲ୍ରେ ଭାଗ ନେବା ପାଇଁ ସେ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଘଟଣାଟି କ’ଣ? ମାତୃତ୍ୱ ଅବକାଶ (Maternity Leave) ପରେ କୁସ୍ତି…

