Duleep Trophy Final: 21-Year-Old Shikhar Mohan Outshines Vaibhav Sooryavanshi on Debut/ଦୁଲୀପ ଟ୍ରଫି ଫାଇନାଲ: ବୈଭବଙ୍କୁ ପଛରେ ପକାଇ ଚର୍ଚ୍ଚାରେ ଝାଡ଼ଖଣ୍ଡର ଶିଖର ମୋହନ
ଦୁଲୀପ ଟ୍ରଫି ଫାଇନାଲ: ବୈଭବ ସୂର୍ଯ୍ୟବଂଶୀଙ୍କୁ ପଛରେ ପକାଇ ଚର୍ଚ୍ଚାକୁ ଆସିଲେ ଝାଡ଼ଖଣ୍ଡର ୨୧ ବର୍ଷୀୟ ଶିଖର ମୋହନ ଦୁଲୀପ ଟ୍ରଫି ଫାଇନାଲ ମ୍ୟାଚ୍ରେ ୧୫ ବର୍ଷୀୟ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସମସ୍ତଙ୍କ ନଜର ଥିଲା। ସେ ମାତ୍ର ୩୭ ବଲ୍ରୁ ୪୪ ରନ୍ର ଏକ ଆକ୍ରମଣାତ୍ମକ ଇନିଂସ ଖେଳି ଦଳକୁ ଭଲ ଆରମ୍ଭ ମଧ୍ୟ ଦେଇଥିଲେ। କିନ୍ତୁ ମ୍ୟାଚ୍ର ପ୍ରକୃତ ହିରୋ ସାଜିଥିଲେ ଝାଡ଼ଖଣ୍ଡର ୨୧ ବର୍ଷୀୟ ବାମହାତୀ ବ୍ୟାଟର ଶିଖର ମୋହନ।…

