Neglect of Odisha Hockey: BJD Slams Double Engine Government/ସଙ୍କଟରେ ଓଡ଼ିଶା ହକିର ଗୌରବ!
ଓଡ଼ିଶା ହକିକୁ ନେଇ ବଢ଼ିଲା ରାଜନୀତି: ହକି ଇଣ୍ଡିଆର ‘କାରଣ ଦର୍ଶାଅ’ ନୋଟିସକୁ ନେଇ ସରକାରଙ୍କୁ ଘେରିଲା ବିଜେଡି ଭୁବନେଶ୍ୱର: ଓଡ଼ିଶାରେ ହକି କେବଳ ଗୋଟିଏ ଖେଳ ନୁହେଁ, ବରଂ ଏହା ପ୍ରତ୍ୟେକ ଓଡ଼ିଆଙ୍କ ଆବେଗ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଓଡ଼ିଶା ଭାରତୀୟ ହକିର ମୁଖ୍ୟ ପ୍ରାୟୋଜକ (Sponsor) ସାଜି ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ହେଲେ ବର୍ତ୍ତମାନ ରାଜ୍ୟରେ ଶାସନ ପରିବର୍ତ୍ତନ ପରେ ଓଡ଼ିଶା ହକିର ସ୍ଥିତିକୁ ନେଇ…



