News Inshot

Indian Photographer O.P. Sharma Gave Us World Photography Day/ଭାରତୀୟ ଫଟୋଗ୍ରାଫର ଓ.ପି. ଶର୍ମାଙ୍କ ଯୋଗୁଁ ଆଜି ପାଳନ ହେଉଛି ‘ବିଶ୍ୱ ଫଟୋଗ୍ରାଫି ଦିବସ’…

ବିଶ୍ୱ ଫଟୋଗ୍ରାଫି ଦିବସ ପଛରେ ରହିଛି ଜଣେ ଭାରତୀୟଙ୍କ ଯୋଗଦାନ: ଜାଣନ୍ତୁ କିଏ ଏହି ଓ.ପି. ଶର୍ମା? ପ୍ରତିବର୍ଷ ଅଗଷ୍ଟ ୧୯ ତାରିଖରେ ସାରା ବିଶ୍ୱରେ ‘ବିଶ୍ୱ ଫଟୋଗ୍ରାଫି ଦିବସ’ (World Photography Day) ବେଶ୍ ଉତ୍ସାହର ସହ ପାଳନ କରାଯାଏ। ଆଜିର ଡିଜିଟାଲ ଯୁଗରେ ସ୍ମାର୍ଟଫୋନ୍‌ରେ ଗୋଟିଏ କ୍ଲିକ୍ କରି ଆମେ ମୁହୂର୍ତ୍ତକ ମଧ୍ୟରେ ଫଟୋ ଉଠାଇ ନେଉଛୁ। ହେଲେ ଆପଣ ଜାଣନ୍ତି କି, ଏହି ଦିନଟିକୁ ବିଶ୍ୱସ୍ତରରେ ମାନ୍ୟତା ଦେବା ପଛରେ ରହିଛି ଜଣେ…

Odisha Flood Relief: CM Mohan Majhi Announces ₹1,000 Crore 10-Point Package/”ଅର୍ଥ ବାଧକ ସାଜିବନି”: ବନ୍ୟାଞ୍ଚଳ ପାଇଁ ୧୦୦୦ କୋଟିର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବନ୍ୟା ପ୍ରଭାବିତଙ୍କ ପାଇଁ ୧୦୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ରାଜ୍ୟରେ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ୍ୟା ପ୍ରଭାବିତଙ୍କ ପାଇଁ ୧୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଗତକାଲି ଯାଜପୁର ଓ ଭଦ୍ରକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ପରେ, ଆଜି ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ ଏହି…

Dilip Tirkey Breaks Silence On Skipping FIH World Cup In Netherlands/ବିଶ୍ୱକପ୍‌ ଗସ୍ତକୁ ନେଇ କ୍ରୀଡ଼ା ମହଲରେ ଚର୍ଚ୍ଚା: ଅନୁପସ୍ଥିତିର କାରଣ ସ୍ପଷ୍ଟ କଲେ ଦିଲୀପ ତିର୍କୀ…

FIH World Cup ନ ଯିବାକୁ ନେଇ ଚର୍ଚ୍ଚା: ସ୍ପଷ୍ଟୀକରଣ ଦେଲେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ନେଦରଲ୍ୟାଣ୍ଡସରେ ଚାଲିଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌କୁ ହକି ଇଣ୍ଡିଆ (ଏଚ୍‌ଆଇ) ସମ୍ପାଦକ ଭୋଲା ନାଥ ସିଂହ ଓ ନିର୍ଦ୍ଦେଶକ ଆର.କେ. ଶ୍ରୀବାସ୍ତବ ଗସ୍ତ କରିଥିବା ବେଳେ ସଭାପତି ଦିଲୀପ ତିର୍କୀ ନ ଯିବାକୁ ନେଇ କ୍ରୀଡ଼ା ମହଲରେ ନାନା ଚର୍ଚ୍ଚା ଆରମ୍ଭ ହୋଇଥିଲା। ସଂଘ ଭିତରେ ଚାଲିଥିବା କଳହ ଓ ଜର୍ସି ରଙ୍ଗ ବଦଳାଇବା ବିବାଦକୁ…

Shatrughan Sinha Backs Daughter Sonakshi, Blames BJP IT Cell for Trolling/ଝିଅ ସୋନାକ୍ଷୀଙ୍କ ସପକ୍ଷରେ ବାହାରିଲେ ଶତ୍ରୁଘ୍ନ ସିହ୍ନା; କହିଲେ– ‘ଟ୍ରୋଲିଂ ପଛରେ ବିଜେପି IT ସେଲ୍‌ର ହାତ’…

ଝିଅ ସୋନାକ୍ଷୀଙ୍କ ସପକ୍ଷରେ ବାହାରିଲେ ଶତ୍ରୁଘ୍ନ ସିହ୍ନା; କହିଲେ- ‘ଟ୍ରୋଲିଂ ପଛରେ ବିଜେପି IT ସେଲ୍‌ର ହାତ’ ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ସୋସିଆଲ ମିଡିଆରେ ମିଳୁଥିବା କ୍ରମାଗତ ଟ୍ରୋଲିଂକୁ ନେଇ ଏବେ ମୁହଁ ଖୋଲିଛନ୍ତି ତାଙ୍କ ବାପା ବରିଷ୍ଠ ଅଭିନେତା-ରାଜନେତା ଶତ୍ରୁଘ୍ନ ସିହ୍ନା। ଝିଅର ସପକ୍ଷରେ ବାହାରି ସେ ସିଧାସଳଖ ବିଜେପି IT ସେଲ୍‌ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ସାକ୍ଷାତକାରରେ ଶତ୍ରୁଘ୍ନ ସିହ୍ନା କହିଛନ୍ତି ଯେ, ସୋନାକ୍ଷୀଙ୍କ ବିରୋଧରେ ହେଉଥିବା ଏହି…

Over 40 Injured as Private Bus Plunges Off Nayagarh Bypass; 3 Critical Rushed to Bhubaneswar/ଦାରିଙ୍ଗବାଡ଼ିରୁ ଭୁବନେଶ୍ୱର ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ: ୩ ଗୁରୁତର,

ନୟାଗଡ଼ ବାଇପାସ୍‌ରେ ଭୟଙ୍କର ସଡ଼କ ଦୁର୍ଘଟଣା: ୨୦ ଫୁଟ୍ ଖାଲକୁ ଖସିଲା ବସ୍, ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହାତ ନୟାଗଡ଼: ନୟାଗଡ଼ ବାଇପାସ୍‌ ରାସ୍ତାରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦାରିଙ୍ଗବାଡ଼ିରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ‘ଓମ୍ ଶ୍ରୀ ଚକାଡୋଳା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼ର ପ୍ରାୟ ୨୦ ଫୁଟ୍ ତଳେ ଥିବା ବିଲକୁ ଖସି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କ…