FIH Hockey World Cup 2026: India Beat Pakistan 5-3 to Stay Alive in Semi-Final Race/ପାକିସ୍ତାନକୁ ୫-୩ ରେ ହରାଇଲା ଭାରତ, ହକି ବିଶ୍ୱକପ୍ ସେମିଫାଇନାଲ୍ ରେସ୍ରେ କାଏମ୍
ପାକିସ୍ତାନକୁ ୫-୩ ରେ ହରାଇଲା ଭାରତ, ହକି ବିଶ୍ୱକପ୍ ସେମିଫାଇନାଲ୍ ରେସ୍ରେ କାଏମ୍ ଆମଷ୍ଟେଲଭିନ୍ (ନେଦରଲ୍ୟାଣ୍ଡସ): ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୬ରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ ଜାରି ରହିଛି। ବୁଧବାର ନେଦରଲ୍ୟାଣ୍ଡସର ଆମଷ୍ଟେଲଭିନ୍ଠାରେ ଖେଳାଯାଇଥିବା ହାଇ-ଭୋଲ୍ଟେଜ୍ ମ୍ୟାଚ୍ରେ ଭାରତୀୟ ଦଳ ନିଜର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫-୩ ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ପୁଲ୍-ଡି (Pool D) ର ଦ୍ୱିତୀୟ ସ୍ଥାନରେ ରହି ନେକ୍ସଟ୍ ରାଉଣ୍ଡ ବା ସେମିଫାଇନାଲ୍ ଦୌଡ଼ରେ ନିଜ…

