News Inshot

Grand Closing Ceremony of 5th State-Level Photo Exhibition at Jayadev Bhawan/ଜୟଦେବ ଭବନରେ ଉଦଯାପିତ ହେଲା ୫ମ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ

ଜୟଦେବ ଭବନରେ ୫ମ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ: ନବିନ ସୂତ୍ରଧର ପ୍ରତିଭା ସମ୍ମାନ ପ୍ରଦାନ ଭୁବନେଶ୍ୱର:ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ‘ନୂତନ ଭବିଷ୍ୟତ ନିର୍ମାଣ ର ସୂତ୍ରଧର ଟ୍ରଷ୍ଟ’ ପକ୍ଷରୁ ଆୟୋଜିତ ୫ମ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀର ଉଦଯାପନୀ ଉତ୍ସବ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ବିଶିଷ୍ଟ ଯୋଗଦାନ ପାଇଁ ପ୍ରତିଭାବାନ ବ୍ୟକ୍ତିବିଶେଷ ଓ ଫଟୋଗ୍ରାଫରମାନଙ୍କୁ ସମ୍ମାନିତ କରାଯାଇଛି। ପୁରସ୍କାର ଓ ସମ୍ମାନ: * ବେଷ୍ଟ ଫଟୋ ସମ୍ମାନ: ଉଦୟନ ସାରଥୀ,…

End of an Era: Veteran Playback Singer Pranab Patnaik Dies at 88/ ମନେପଡ଼ନ୍ତି ପ୍ରଣବ ପଟ୍ଟନାୟକ: ଓଡ଼ିଆ ଶ୍ରୋତାଙ୍କ ହୃଦୟରେ ଅମର ହୋଇରହିବ ତାଙ୍କର ଅଭୁଲା ସ୍ୱର…

ଆରପାରିରେ ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ: ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅନ୍ତ ଘଟିଛି। ନିଜର ସୁମଧୁର ଓ ଭାବପୂର୍ଣ୍ଣ କଣ୍ଠସ୍ୱରରେ ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟ ଜିତିଥିବା ବର୍ଷୀୟାନ ପ୍ରଚ୍ଛଦପଟ୍ଟ ଗାୟକ ପ୍ରଣବ ପଟ୍ଟନାୟକଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ସାରା ଓଡ଼ିଶା ସମେତ କଳା ଓ ସଂସ୍କୃତି ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି। ୧୯୩୮ ଜାନୁଆରୀ ୨୦ରେ ଜନ୍ମଗ୍ରହଣ କରିଥିବା ପ୍ରଣବ…

Historic Comeback: Treesa Jolly & Gayatri Gopichand Guarantee Medal at World Championships/ବିଶ୍ୱ ବ୍ୟାଡମିଣ୍ଟନ୍‌ରେ ଇତିହାସ: ୧୫ ବର୍ଷ ପରେ ଓମେନ୍ସ ଡବଲ୍ସରେ ଭାରତକୁ ମିଳିବ ମେଡାଲ୍, ସେମିଫାଇନାଲ୍‌ରେ ତ୍ରିସା-ଗାୟତ୍ରୀ

ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍‌ସିପ୍: ୧୫ ବର୍ଷ ପରେ ଓମେନ୍ସ ଡବଲ୍ସରେ ଭାରତକୁ ମିଳିବ ମେଡାଲ୍, ଇତିହାସ ରଚିଲେ ତ୍ରିସା-ଗାୟତ୍ରୀ ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଓ ଖୁସିର ଖବର। ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍‌ସିପ୍‌ରେ ଭାରତର ଯୁବ ମହିଳା ଯୋଡ଼ି ତ୍ରିସା ଜଲି (Treesa Jolly) ଓ ଗାୟତ୍ରୀ ଗୋପୀଚାନ୍ଦ (Gayatri Gopichand) ଇତିହାସ ରଚିଛନ୍ତି। ମହିଳା ଡବଲ୍ସର କ୍ୱାଟରଫାଇନାଲ୍‌ରେ ଚୀନ୍‌ର ଶକ୍ତିଶାଳୀ ଯୋଡ଼ିଙ୍କୁ ହରାଇ ଏହି ଭାରତୀୟ ଯୋଡ଼ି ସେମିଫାଇନାଲ୍‌ରେ ପ୍ରବେଶ କରିବା…

Rahul Gandhi Protests Outside Police Station; Delhi Police Register FIR in Student Pellet Gun Case/ରାହୁଲ ଗାନ୍ଧୀଙ୍କ ବିକ୍ଷୋଭ ପରେ ଚେତିଲା ଦିଲ୍ଲୀ ପୋଲିସ: ଛାତ୍ରଙ୍କ ଆଖିରେ ପେଲେଟ୍ ମାଡ଼ ଅଭିଯୋଗରେ ଏଫଆଇଆର୍ ରୁଜୁ

ରାହୁଲ ଗାନ୍ଧୀଙ୍କ ବିକ୍ଷୋଭ ପରେ ଚେତିଲା ଦିଲ୍ଲୀ ପୋଲିସ: ଛାତ୍ର ଆନ୍ଦୋଳନରେ ପେଲେଟ୍ ମାଡ଼ ଅଭିଯୋଗରେ ଏଫଆଇଆର୍ ରୁଜୁ ନୂଆଦିଲ୍ଲୀ:ଗତ ଜୁଲାଇ 20 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ‘ସଂସଦ ଚାଲୋ’ ଛାତ୍ର ଆନ୍ଦୋଳନ ସମୟରେ ଜଣେ ୧୯ ବର୍ଷୀୟ ଯୁବକ ପେଲେଟ୍ ମାଡ଼ରେ ଗୁରୁତର ଆହତ ହେବା ଘଟଣାରେ ଅନ୍ତତଃ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି । ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଜେ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନ୍ ସମ୍ମୁଖରେ ଧାରଣାରେ…

Sugar Prices Hit ₹70/kg in Odisha: Ethanol Diversion and Supply Crunch Trigger Massive Spike/ଇଥାନୋଲ୍ ନୀତି ଯୋଗୁଁ ଚିନି ଦର ନିଆଁ: ଓଡ଼ିଶାରେ କିଲୋ ୭୦ ଟଙ୍କା, ଚିନ୍ତାରେ ଖାଉଟି

ଇଥାନୋଲ୍ ନୀତି ଯୋଗୁଁ ରାଜ୍ୟରେ ଚିନି କ୍ରାଇସିସ୍: କିଲୋ ୭୦ ଟଙ୍କା ଛୁଇଁଲା ଦର, ଶୋଚନୀୟ ହେଲାଣି ସାଧାରଣ ଖାଉଟିଙ୍କ ବଜେଟ୍ ଭୁବନେଶ୍ୱର: ରାଜ୍ୟରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଛି। ବିଶେଷ କରି ଖୋଲା ବଜାରରେ ଚିନି ଦର ହଠାତ୍‌ ଆକାଶଛୁଆଁ ହୋଇ କିଲୋ ପ୍ରତି ୬୫ରୁ ୭୦ ଟଙ୍କାରେ ପହଞ୍ଚିଛି। ବ୍ରହ୍ମପୁର, ଜୟପୁର, କଟକ ଓ ଭୁବନେଶ୍ୱର ଭଳି ପ୍ରମୁଖ ସହରଗୁଡ଼ିକରେ କେତେକ ସ୍ଥାନରେ ଚିନି ଦର କିଲୋ ପିଛା…