News Inshot

Mahatma Gandhi Movie First Look Out: Manoj Bajpayee’s Stunning Transformation Shock Fans/ଗାନ୍ଧୀଜୀଙ୍କ ଭୂମିକାରେ ମନୋଜ ବାଜପେୟୀ, ରିଲିଜ୍ ହେଲା ଫିଲ୍ମର ପ୍ରଥମ ଝଲକ

ମହାତ୍ମା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ ମନୋଜ ବାଜପେୟୀ, ସାମ୍ନାକୁ ଆସିଲା ପ୍ରଥମ ଲୁକ୍ ଭୁବନେଶ୍ୱର: ବଲିଉଡର ଜଣାଶୁଣା ଅଭିନେତା ମନୋଜ ବାଜପେୟୀ ପ୍ରଥମ ଥର ପାଇଁ ପରଦାରେ ମହାତ୍ମା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ବିଶିଷ୍ଟ ନିର୍ଦ୍ଦେଶକ ସୁଧୀର ମିଶ୍ରଙ୍କ ଏହି ଆଗାମୀ ଐତିହାସିକ ସିନେମାରେ ସେ ଗାନ୍ଧୀଜୀଙ୍କ ଅବତାରରେ ଦେଖାଦେବେ। ନିକଟରେ ଫିଲ୍ମରୁ ତାଙ୍କର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି, ଯେଉଁଥିରେ ସେ ସମ୍ପୂର୍ଣ୍ଣ ଭିନ୍ନ ରୂପରେ ନଜର ଆସୁଛନ୍ତି। ଏହି ଫିଲ୍ମଟି…

‘15% Population Eliminated’: Former CEC SY Quraishi Takes a Dig at Election Commission/‘ନିର୍ବାଚନ ଆୟୋଗ ୧୫% ଜନସଂଖ୍ୟା ଗାଏବ କରିଦେଲେ’: SIR ଅଭିଯାନକୁ ନେଇ କୁରୈଶୀଙ୍କ ସାଂଘାତିକ କଟାକ୍ଷ

ଭୋଟର ତାଲିକା ସଂଶୋଧନକୁ ନେଇ ନିର୍ବାଚନ ଆୟୋଗଙ୍କୁ ତୀବ୍ର କଟାକ୍ଷ କଲେ ପୂର୍ବତନ ସିଇସି ଏସ.ୱାଇ. କୁରୈଶୀ ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କୁ (ECI) ତୀବ୍ର କଟାକ୍ଷ କରିଛନ୍ତି ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଏସ.ୱାଇ. କୁରୈଶୀ। ସେ ବ୍ୟଙ୍ଗାତ୍ମକ ଢଙ୍ଗରେ କହିଛନ୍ତି ଯେ, ଏହି ପ୍ରକ୍ରିୟା ଜରିଆରେ ନିର୍ବାଚନ ଆୟୋଗ ଦେଶର ପ୍ରାୟ ୧୪ ରୁ ୧୫ କୋଟି ଭୋଟରଙ୍କୁ (୧୫ ପ୍ରତିଶତ ଜନସଂଖ୍ୟା)…

Duleep Trophy Final: 21-Year-Old Shikhar Mohan Outshines Vaibhav Sooryavanshi on Debut/ଦୁଲୀପ ଟ୍ରଫି ଫାଇନାଲ: ବୈଭବଙ୍କୁ ପଛରେ ପକାଇ ଚର୍ଚ୍ଚାରେ ଝାଡ଼ଖଣ୍ଡର ଶିଖର ମୋହନ

ଦୁଲୀପ ଟ୍ରଫି ଫାଇନାଲ: ବୈଭବ ସୂର୍ଯ୍ୟବଂଶୀଙ୍କୁ ପଛରେ ପକାଇ ଚର୍ଚ୍ଚାକୁ ଆସିଲେ ଝାଡ଼ଖଣ୍ଡର ୨୧ ବର୍ଷୀୟ ଶିଖର ମୋହନ ଦୁଲୀପ ଟ୍ରଫି ଫାଇନାଲ ମ୍ୟାଚ୍‌ରେ ୧୫ ବର୍ଷୀୟ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସମସ୍ତଙ୍କ ନଜର ଥିଲା। ସେ ମାତ୍ର ୩୭ ବଲ୍‌ରୁ ୪୪ ରନ୍‌ର ଏକ ଆକ୍ରମଣାତ୍ମକ ଇନିଂସ ଖେଳି ଦଳକୁ ଭଲ ଆରମ୍ଭ ମଧ୍ୟ ଦେଇଥିଲେ। କିନ୍ତୁ ମ୍ୟାଚ୍‌ର ପ୍ରକୃତ ହିରୋ ସାଜିଥିଲେ ଝାଡ଼ଖଣ୍ଡର ୨୧ ବର୍ଷୀୟ ବାମହାତୀ ବ୍ୟାଟର ଶିଖର ମୋହନ।…

ISRO Privatisation Concerns: 5,000 Staff Write to Chairman Seeking Clarification/ISRO ଘରୋଇକରଣ ଆଶଙ୍କା: ୫000 କର୍ମଚାରୀଙ୍କ ଅନିଶ୍ଚିତ ଭବିଷ୍ୟତକୁ ନେଇ ପ୍ରଶ୍ନ..

ଘରୋଇକରଣ ଚିନ୍ତା: ଭବିଷ୍ୟତକୁ ନେଇ ଇସ୍ରୋ (ISRO) କର୍ମଚାରୀଙ୍କ ନିକଟରେ ବଢ଼ୁଛି ଆଶଙ୍କା, ଅଧ୍ୟକ୍ଷଙ୍କୁ ଚିଠି ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ISRO) ର ଘରୋଇକରଣ ପ୍ରକ୍ରିୟାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଓ ଆଶଙ୍କା ପ୍ରକାଶ ପାଇଛି। ପ୍ରାୟ ୫,୦୦୦ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ୯ଟି କର୍ମଚାରୀ ସଂଘ ମିଳିତ ଭାବେ ଇସ୍ରୋ ଅଧ୍ୟକ୍ଷ ତଥା ଅନ୍ତରୀକ୍ଷ ବିଭାଗର ସଚିବ ଭି. ନାରାୟଣନଙ୍କୁ ଏକ ପଞ୍ଚପୃଷ୍ଠାର ଚିଠି ଲେଖିଛନ୍ତି। ଅସନ୍ତୋଷର ମୁଖ୍ୟ କାରଣ: ‘ଇନ୍-ସ୍ପେସ୍’ (IN-SPACe)…

Govardhan Peeth Seeks District Administration’s Intervention Against Liquor Outlet Near Mutt/ପୁରୀରେ ମଦ ଦୋକାନକୁ ନେଇ ଅସନ୍ତୋଷ: ଶଙ୍କରାଚାର୍ଯ୍ୟଙ୍କ କାର୍ଯ୍ୟାଳୟ ପକ୍ଷରୁ କଠୋର ପଦକ୍ଷେପ

ଗୋବର୍ଦ୍ଧନ ପୀଠ ନିକଟରେ ମଦ ଦୋକାନକୁ ବିରୋଧ: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ଶଙ୍କରାଚାର୍ଯ୍ୟଙ୍କ କାର୍ଯ୍ୟାଳୟ ପୁରୀ: ପୁରୀର ପବିତ୍ର ଗୋବର୍ଦ୍ଧନ ପୀଠ ନିକଟରେ ଏକ ମଦ ଦୋକାନ ଖୋଲିବା ପ୍ରସ୍ତାବକୁ ନେଇ ଆରମ୍ଭ ହୋଇଛି ତୀବ୍ର ବିରୋଧ। ଶ୍ରୀମଦ୍ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ କାର୍ଯ୍ୟାଳୟ ଓ ସ୍ଥାନୀୟ ଗୌଡ଼ବାଡ଼ ସାହିର ବାସିନ୍ଦା ଏହାକୁ କଡ଼ା ଭାବେ ବିରୋଧ କରିଛନ୍ତି। ଧାର୍ମିକ ପବିତ୍ରତା, ଶାନ୍ତିଶୃଙ୍ଖଳା ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ମଦ ଦୋକାନ…