News Inshot

BRICS Summit 2026: India to Convene $1 Trillion Global Sovereign Capital in Delhi/ ୮୫ ଲକ୍ଷ କୋଟି ଟଙ୍କା($1 Trillion)ନିବେଶ ଉପରେ ନଜର: ନୂଆଦିଲ୍ଲୀରେ iBRICS ସମ୍ମିଳନୀ ୨୦୨୬..

ନୂଆଦିଲ୍ଲୀରେ ବସିବ BRICS ର ବିଶାଳ ପୁଞ୍ଜି ନିବେଶ ସମ୍ମିଳନୀ: ୧ ଟ୍ରିଲିୟନ ଡଲାର ସୋଭରେନ୍ କ୍ୟାପିଟାଲ୍ ଉପରେ ରହିବ ନଜର ନୂଆଦିଲ୍ଲୀ: ଭାରତର ଆୟୋଜକତାରେ ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀଠାରେ ୧୮ଶ BRICS ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀ ଅବସରରେ ପ୍ରଥମ ଥର ପାଇଁ ‘iBRICS ସମ୍ମିଳନୀ ୨୦୨୬’ ଆୟୋଜିତ ହେବ, ଯେଉଁଥିରେ ବିଶ୍ୱର ବିଭିନ୍ନ ପ୍ରମୁଖ ସୋଭରେନ୍ ୱେଲଥ୍ ଫଣ୍ଡ, ପେନସନ୍ ଫଣ୍ଡ ଓ ବଡ଼…

336 New Sub-Inspectors Join Odisha Police; CM Mohan Majhi Emphasizes ‘SMART Policing’ at Pass-out Parade/ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ୧୩ତମ ଦୀକ୍ଷାନ୍ତ ସମାରୋହ: ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତ ଅଧିକାରୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଦୁଇ ବର୍ଷର କଠୋର ଇନ୍‌ଡୋର ଓ ଆଉଟ୍‌ଡୋର ପ୍ରଶିକ୍ଷଣ ସଫଳତାର ସହ ଶେଷ କରିଥିବା ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର ଆଜି ଓଡ଼ିଶା ପୋଲିସ…

BCCI & CAB Shock Domestic Cricket: India U19 Star Rohit Yadav Banned for Age Fraud Along With 62 Players/ବୟସ ଜାଲିୟାତି: ଭାରତୀୟ U-19 କ୍ରିକେଟର ରୋହିତ ଯାଦବଙ୍କ ଉପରେ ୨ ବର୍ଷର ବ୍ୟାନ୍, ୬୨ ଖେଳାଳି ଅଯୋଗ୍ୟ

ବୟସ ଜାଲିୟାତି: ଭାରତୀୟ U-19 କ୍ରିକେଟର ରୋହିତ ଯାଦବଙ୍କ ଉପରେ ୨ ବର୍ଷର ବ୍ୟାନ୍, ୬୨ରୁ ଅଧିକ ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନୂଆଦିଲ୍ଲୀ: ବୟସ ଜାଲିୟାତି (Age Fraud) ଅଭିଯୋଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାରତୀୟ ଅଣ୍ଡର-୧୯ ଦଳର ଲେଗ୍‌-ସ୍ପିନର ରୋହିତ ଯାଦବଙ୍କୁ ୨ ବର୍ଷ ପାଇଁ ବ୍ୟାନ୍ କରାଯାଇଛି । ଏଥିସହିତ କ୍ରିକେଟ ଆସୋସିଏସନ୍ ଅଫ୍ ବେଙ୍ଗଲ (CAB) ମଧ୍ୟ କାଗଜପତ୍ରରେ ଗଡ଼ବଡ଼ି କରିଥିବା…

Odisha CM Mohan Majhi Transfers ₹833+ Crore to 41 Lakh Farmers Ahead of Rabi Season/ରବି ଫସଲ ପୂର୍ବରୁ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି:୪୧ ଲକ୍ଷରୁ ଅଧିକ ଚାଷୀ ପରିବାର ହେଲେ ଉପକୃତ

ସି.ଏମ୍-କିଷାନ୍: ୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ରବି ଋତୁ ସହାୟତା, ୮୩୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ରାଜ୍ୟର ଚାଷୀମାନଙ୍କୁ ରବି ଫସଲ ପୂର୍ବରୁ ଆର୍ଥିକ ସମ୍ବଳ ଯୋଗାଇଦେବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଭୁବନେଶ୍ୱରସ୍ଥିତ ଓୟୁଏଟି (OUAT) କୃଷି ଶିକ୍ଷା ସଦନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ସି.ଏମ୍-କିଷାନ୍’ ଯୋଜନାର ରବି ୨୦୨୬-୨୭ ପାଇଁ ପଞ୍ଚମ କିସ୍ତି ସହାୟତା ପ୍ରଦାନ କରିଛନ୍ତି।…

Janmashtami Celebrated with Religious Fervor at Saraswati Shishu Vidya Mandir, Unit-8/ ୟୁନିଟ୍-୮ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ: କୃଷ୍ଣବେଶରେ ମନ ମୋହିଲେ ଶିଶୁ..

ୟୁନିଟ୍-୮ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ଭୁବନେଶ୍ଵର :  ୟୁନିଟ୍-୮ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳୁ ବିଦ୍ୟାଳୟ ପରିସରରେ ସାମୁହିକ ଭାଗବତ ପାଠ, ଯଜ୍ଞ, ପୂଜାର୍ଚ୍ଚନା ଓ ନାମ ସଂକୀର୍ତ୍ତନ କରାଯାଇଥିଲା। ଏହାପରେ କୋମଳମତି ଶିଶୁମାନଙ୍କ ମଧ୍ୟରେ ଏକ ଆକର୍ଷଣୀୟ ଶ୍ରୀକୃଷ୍ଣବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଛୋଟ ଛୋଟ ପିଲାମାନେ କୃଷ୍ଣ ବେଶରେ…