Headlines

Beijing Welcomes PM Modi’s Stance: “India and China Are Partners, Not Rivals”/ଭାରତୀୟ ମାଟିରୁ ଚୀନ୍ ବିରୋଧୀ କାମ ନାହିଁ: ମୋଦୀଙ୍କ ପ୍ରତିଶ୍ରୁତିକୁ ଚୀନର ପ୍ରଶଂସା..

ଭାରତ-ଚୀନ୍ ସମ୍ପର୍କ: ମୋଦୀଙ୍କ ବକ୍ତବ୍ୟକୁ ପ୍ରଶଂସା କଲା ଚୀନ୍, କହିଲା– «ଆମେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ନୁହଁ» ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ ସୁଧାରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦେଖିବାକୁ ମିଳିଛି। ନିକଟରେ ଅନୁଷ୍ଠିତ BRICS ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ଆଲୋଚନା ହୋଇଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ କରିଥିଲେ ଯେ, ଭାରତ ଏକ ସ୍ୱାଧୀନ ବୈଦେଶିକ ନୀତି…

Ahead of Hasina’s Announced Return, Bangladesh Tribunal Sentences 7 Awami League Leaders to Death/ଶେଖ ହସିନାଙ୍କ ଫେରିବା ଘୋଷଣା ଭିତରେ ବାଂଲାଦେଶରେ ବଡ଼ ନିଷ୍ପତ୍ତି: ଆୱାମୀ ଲିଗ୍‌ର ୭ ବରିଷ୍ଠ ନେତାଙ୍କୁ ମୃତ୍ୟୁଦଣ୍ଡ

ଶେଖ ହସିନାଙ୍କ ଫେରିବା ଘୋଷଣା ଭିତରେ ବାଂଲାଦେଶରେ ବଡ଼ ନିଷ୍ପତ୍ତି: ଆୱାମୀ ଲିଗ୍‌ର ୭ ବରିଷ୍ଠ ନେତାଙ୍କୁ ମୃତ୍ୟୁଦଣ୍ଡ ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ଦେଶକୁ ଫେରିବା ନେଇ ଘୋଷଣା କରିଥିବା ବେଳେ, ସେପଟେ ଢାକା ସ୍ୱତନ୍ତ୍ର ଟ୍ରିବ୍ୟୁନାଲ (ICT-2) ଏକ ବଡ଼ ଓ ଐତିହାସିକ ରାୟ ଶୁଣାଇଛନ୍ତି। ୨୦୨୪ର ଛାତ୍ର ଆନ୍ଦୋଳନ ସମୟରେ ହିଂସା ଉସକାଇବା, ସାଧାରଣ ନାଗରିକଙ୍କ ଉପରକୁ ଗୁଳିଚାଳନା କରିବା ଏବଂ ମାନବତା ବିରୋଧୀ ଅପରାଧ ମାମଲାରେ ଆୱାମୀ…

Trump’s $5,000 Plan & Karnataka Guarantees: DK Shivakumar’s Claim/ଟ୍ରମ୍ପଙ୍କ ଘୋଷଣାକୁ ଶିବକୁମାରଙ୍କ ଗ୍ୟାରେଣ୍ଟି କହିବା ହାସ୍ୟାସ୍ପଦ; କଟାକ୍ଷ କଲା ବିଜେପି

‘ଡୋନାଲ୍ଡ ଟ୍ରମ୍ପ ଭାରତର କଂଗ୍ରେସ ମଡେଲକୁ କପି କରୁଛନ୍ତି’: ଡି.କେ. ଶିବକୁମାର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ନିର୍ବାଚନୀ ପ୍ରତିଶ୍ରୁତିକୁ ନେଇ ଏବେ କର୍ଣ୍ଣାଟକ ରାଜନୀତି ଗରମ। ଟ୍ରମ୍ପ ନିକଟରେ ଘୋଷଣା କରିଥିଲେ ଯେ ସେ କ୍ଷମତାକୁ ଆସିଲେ ଆମେରିକାର ପ୍ରତ୍ୟେକ ନାଗରିକଙ୍କୁ $5,000 (ପ୍ରାୟ ୪.୭୯ ଲକ୍ଷ ଟଙ୍କା) ଲେଖାଏଁ ‘ଡିଭିଡେଣ୍ଡ’ ବା ସହାୟତା ରାଶି ଦେବେ। ଏହାକୁ ନେଇ କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଦାବି କରିଛନ୍ତି ଯେ, ଟ୍ରମ୍ପ ସିଧାସଳଖ…

Western Odisha Celebrates Nuakhai with Grandeur; President, PM, and CM Extend Greetings/ପଶ୍ଚିମ ଓଡ଼ିଶାରେ ଧୂମଧାମରେ ପାଳିତ ହେଉଛି ଗଣପର୍ବ ‘ନୂଆଖାଇ’; ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଧୂମଧାମରେ ପାଳିତ ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’, ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଜି ପଶ୍ଚିମ ଓଡ଼ିଶାର କୋଣ-ଅନୁକୋଣରେ ଉତ୍ସବର ମାହୋଲ। ନିଜର ମାଟି, ସଂସ୍କୃତି ଓ ପରମ୍ପରାକୁ ନେଇ ପାଳିତ ହେଉଥିବା ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଗାଁଠୁ ସହର ସବୁଠି ଚଳଚଞ୍ଚଳ। ନିର୍ଦ୍ଧାରିତ ଶୁଭ ଲଗ୍ନରେ ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ନୂଆ ଧାନର ଅନ୍ନ ଗ୍ରହଣ କରିଛନ୍ତି। ଏହାପରେ…

Only 1 Vote! BJP Candidate’s Bizarre Loss in Rajasthan Local Body Elections/ମାତ୍ର ୧ଟି ଭୋଟ୍ ପାଇଲେ BJP ପ୍ରାର୍ଥୀ; କହିଲେ- ‘ମୋତେ ଜଣେ ହିଁ ସପୋର୍ଟ କଲା…

ମାତ୍ର ୧ଟି ଭୋଟ୍ ପାଇଲେ BJP ପ୍ରାର୍ଥୀ; କହିଲେ- ‘ମୋ ଭୋଟ୍ ମୋ ୱାର୍ଡରେ ଥିଲା, ଅନ୍ୟ କିଏ ଜଣେ ମୋତେ ଭୋଟ୍ ଦେଇଛି’ ନୂଆଦିଲ୍ଲୀ / ଜୟପୁର: ରାଜସ୍ଥାନ ପୌର ନିର୍ବାଚନ ଫଳାଫଳ ଆସିବା ପରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଡିଡୱାନା-କୁଚାମନ ଜିଲ୍ଲାର ପରବତସର ପୌରପାଳିକା ୱାର୍ଡ ନଂ ୧୩ରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଜେପି ପ୍ରାର୍ଥୀ କୈଳାସଚନ୍ଦ୍ର ମାତ୍ର ୧ଟି ଭୋଟ୍ ପାଇଛନ୍ତି। ଫଳାଫଳ ପରେ ସେ ସାରା ରାଜ୍ୟରେ ଏବେ ଚର୍ଚ୍ଚାର…