Headlines

Fuel Outlets Threaten UPI Ban Above ₹2,000 Over New ₹5 Merchant Fee/ପେଟ୍ରୋଲ ପମ୍ପରେ UPI ଝଟକା: ₹୨,୦୦୦ରୁ ଅଧିକ ଦେୟ ପାଇଁ କେବଳ Cash ଗ୍ରହଣ ଚେତାବନୀ

୨,୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟରେ ₹୫ ଶୁଳ୍କ: ପେଟ୍ରୋଲ ପମ୍ପ ମାଲିକଙ୍କ ନଗଦ କାରବାର ଚେତାବନୀ ଗ୍ରାହକମାନଙ୍କ ପାଇଁ ପେଟ୍ରୋଲ ପମ୍ପରେ UPI ମାଧ୍ୟମରେ ତେଲ କିଣିବା ଆଗକୁ କଷ୍ଟକର ହୋଇପାରେ। ₹୨,୦୦୦ରୁ ଅଧିକ ଟଙ୍କାର Digital Payment ଉପରେ ₹୫ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଶୁଳ୍କ ଲାଗୁ କରିବାକୁ NPCI ନିଷ୍ପତ୍ତି ନେବା ପରେ, ସାରା ଦେଶର ପେଟ୍ରୋଲ ପମ୍ପ ଡିଲରମାନେ ଏହାକୁ କଡ଼ା ବିରୋଧ କରିଛନ୍ତି। ‘ଅଲ୍ ଇଣ୍ଡିଆ ପେଟ୍ରୋଲିୟମ୍ ଡିଲର୍ସ…

Major Boost for Western Odisha: CM Inaugurates ‘Make in India’ Doppler Radar in Sambalpur/ସମ୍ବଲପୁରରେ ୯୬୦ କୋଟିର ୫୦ଟି ପ୍ରକଳ୍ପ ସହ ଦେଶର ୫୧ତମ ଡପ୍‌ଲର ରାଡାର୍ ଲୋକାର୍ପିତ

ସମ୍ବଲପୁରରେ ୯୬୦ କୋଟିର ୫୦ଟି ପ୍ରକଳ୍ପ ସହ ଦେଶର ୫୧ତମ ଡପ୍‌ଲର ରାଡାର୍ ଲୋକାର୍ପିତ ସମ୍ବଲପୁର :ପଶ୍ଚିମ ଓଡ଼ିଶାର ବିକାଶ ଯାତ୍ରାରେ ଆଜି ଯୋଡ଼ି ହୋଇଛି ଏକ ନୂଆ ସ୍ୱର୍ଣ୍ଣିମ ଫର୍ଦ୍ଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତ ଅବସରରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ପ୍ରାୟ ୯୬୦ କୋଟି ଟଙ୍କାର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହାସହିତ ପଶ୍ଚିମ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନାକୁ ସୁଦୃଢ଼ କରିବା…

[In Pics] Plastic Threat in Kuakhai & Daya: Post-Ganesh Visarjan River Pollution Raises Severe Concerns in Bhubaneswar/ଭକ୍ତି ନା ପ୍ରଦୂଷଣ? କୃତ୍ରିମ କୁଣ୍ଡ ଥାଉ ଥାଉ ନଦୀରେ ମୂର୍ତ୍ତି ବିସର୍ଜନ; କଡ଼ା ହେବେ କି BMC ଓ ପୋଲିସ୍‌?

  ଗଣେଶ ବିସର୍ଜନ ପରେ ନଦୀର କରୁଣ ସ୍ଥିତି, କେବେ ବଦଳିବ ଆମ ମାନସିକତା? ଭୁବନେଶ୍ୱର:ଗଣେଶ ପୂଜାର ଆନନ୍ଦ ଓ ଆଡ଼ମ୍ବର ପରେ ଏବେ ଧାଡ଼ି ବାନ୍ଧିଛି ପାର୍ବଣ ଋତୁ। ଆଗକୁ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା ଭଳି ବଡ଼ ବଡ଼ ଉତ୍ସବ ଆସୁଛି। ସହରସାରା ଶ୍ରଦ୍ଧା ଓ ଭକ୍ତିର ମାହୋଲ ଖେଳିଯାଇଛି। କିନ୍ତୁ ଏହି ଆନନ୍ଦ ସହିତ ଆରମ୍ଭ ହୋଇଯାଇଛି ପ୍ରକୃତି ପ୍ରଦୂଷଣର ଆଉ ଏକ କାହାଣୀ। ଯେଉଁ ସୃଷ୍ଟିକର୍ତ୍ତାଙ୍କୁ ଆମେ ପୂଜା କରୁଛୁ, ସେହି…

West Bengal IPS Officer Transferred Following Row Over ‘Assalamualaikum’ Video/”ଇନସାଅଲ୍ଲା” କହିବା ସାଜିଲା ଅପରାଧ? IPS ବୁଶରା ବାନୋଙ୍କ ବଦଳିକୁ ନେଇ କାହିଁକି ସାରା ଦେଶରେ ଝଡ଼?

ପଶ୍ଚିମବଙ୍ଗର ଖଡ଼ଗପୁର ଅତିରିକ୍ତ ଏସପି (ASP) ଡ. ବୁଶରା ବାନୋଙ୍କ ବଦଳିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏକ ସୋସିଆଲ ମିଡିଆ ଭିଡିଓରେ ଆଲିଗଡ଼ ମୁସଲିମ୍ ୟୁନିଭରସିଟି (AMU) କୋଚିଂ ଆକାଡେମୀ ବିଷୟରେ କହିବା ବେଳେ ସେ “ଅସଲାମୁ ଅଲାଇକୁମ୍”, “ଇନସାଅଲ୍ଲା” ଓ “ଜଜାକଲ୍ଲା” ଭଳି ଶବ୍ଦ ବ୍ୟବହାର କରିଥିଲେ । ଏହାକୁ ନେଇ କିଛି କଟ୍ଟରପନ୍ଥୀ ସଂଗଠନ ଓ ସୋସିଆଲ ମିଡିଆ ବ୍ୟବହାରକାରୀ କଡ଼ା ଆପତ୍ତି ଜଣାଇଥିଲେ । ପୋଲିସ…

IND vs AFG 2nd T20I: Nitish, Samson Shine as India Cruise to 7-Wicket Win and Clinch Series/ଭାରତ-ଆଫଗାନିସ୍ତାନ ୨ୟ ଟି-୨୦: ନୀତିଶ-ସଞ୍ଜୁଙ୍କ ଧମାକା; ୭ ୱିକେଟରେ ଜିତି ସିରିଜ କବଜା କଲା ଟିମ୍ ଇଣ୍ଡିଆ

ଭାରତ-ଆଫଗାନିସ୍ତାନ ୨ୟ ଟି-୨୦: ନୀତିଶ, ସଞ୍ଜୁଙ୍କ ଧମାକା; ୭ ୱିକେଟରେ ଜିତି ସିରିଜ କବଜା କଲା ଟିମ୍ ଇଣ୍ଡିଆ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଆଫଗାନିସ୍ତାନକୁ ୭ ୱିକେଟରେ ସହଜରେ ପରାସ୍ତ କରିଛି ଭାରତ। ଏହି ଦମଦାର ବିଜୟ ସହ ଟିମ୍ ଇଣ୍ଡିଆ ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ନିଜ ନାମରେ କରିନେଇଛି। ମ୍ୟାଚରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୫୯…