Grand Finale of ‘Sri Sathya Sai Run and Ride’ Held at Prasanthi Nilayam; Over 20,000 Participate/ ସୁସ୍ଥ ଶରୀର ଓ ଆଧ୍ୟାତ୍ମିକତାର ମହାସଙ୍ଗମ: ପ୍ରଶାନ୍ତି ନିଲୟମ୍ରେ ‘ଶ୍ରୀ ସତ୍ୟ ସାଇ ରନ୍ ଆଣ୍ଡ୍ ରାଇଡ୍…
Grand Finale of “Sri Sathya Sai Run & Ride” InPic ଭାରତ ସରକାରଙ୍କ ‘ଫିଟ୍ ଇଣ୍ଡିଆ’ ଅଭିଯାନ ପ୍ରେରଣାରେ ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଦ୍ୱାରା ଆୟୋଜିତ ଦେଶବ୍ୟାପୀ ‘ଶ୍ରୀ ସତ୍ୟ ସାଇ ରନ୍ ଆଣ୍ଡ୍ ରାଇଡ୍’ର ମହାସମାରୋହ (ଗ୍ରାଣ୍ଡ୍ ଫିନାଲେ) ପ୍ରଶାନ୍ତି ନିଲୟମ୍ରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏଥିରେ ପ୍ରାୟ ୨୦,୦୦୦ରୁ ଅଧିକ ଶ୍ରଦ୍ଧାଳୁ ଓ ପ୍ରତିଯୋଗୀ ଭାଗ ନେଇ ସୁସ୍ଥତା ଓ ଏକତାର ସନ୍ଦେଶ ଦେଇଛନ୍ତି। ଦେଶର ୪୬ଟି…

