ସକାଳ ୬ଟାରେ ମୋଦିଙ୍କୁ ଫୋନ୍ କରିବାକୁ ଚାହୁଁଥିଲେ ଟ୍ରମ୍ପ
ଭାରତରେ ପୂର୍ବତନ ଆମେରିକୀୟ ରାଜଦୂତ କେନେଥ ଜଷ୍ଟର ଏକ ରୋଚକ ଘଟଣା ସେୟାର କରିଛନ୍ତି। ସେ କହିଛନ୍ତି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଥରେ ସକାଳ ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରିବାକୁ ଚାହୁଁଥିଲେ। ଟ୍ରମ୍ପ କହିଥିଲେ, “ସେ ଘୁମନ୍ତି ନାହିଁ, ସେ ମୋ ପରି,” ଏବଂ ମୋଦିଙ୍କୁ ନିଜର “ବନ୍ଧୁ” ବୋଲି ବର୍ଣ୍ଣନା କରିଥିଲେ। ଏହି ଘଟଣା ଦୁଇ ନେତାଙ୍କ ଘନିଷ୍ଠ ସମ୍ପର୍କକୁ ପୁଣିଥରେ ଚର୍ଚ୍ଚାରେ ଆଣିଛି। You may be interestedVK Pandian…

