Headlines

“Victim of Gen-Z”: Dharmendra Pradhan Speaks Out On Resignation & NEET/ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ବିବାଦ: ଇସ୍ତଫା ପରେ ମୁହଁ ଖୋଲିଲେ ଧର୍ମେନ୍ଦ୍ର, କହିଲେ— “Gen-Zଙ୍କୁ ବିଭ୍ରାନ୍ତ କରାଯାଇଥିଲା”

ନିଟ୍‌ ପେପର ଲିକ୍‌ ବିବାଦ: ଇସ୍ତଫା ପରେ ପ୍ରଥମ ଥର ମୁହଁ ଖୋଲିଲେ ଧର୍ମେନ୍ଦ୍ର, କହିଲେ— “Gen-Zଙ୍କୁ ବିଭ୍ରାନ୍ତ କରିବାକୁ ହୋଇଥିଲା ଉଦ୍ୟମ” ସମ୍ବଲପୁର:ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ବିବାଦ ଏବଂ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଦୁଇ ସପ୍ତାହ ପରେ ପ୍ରଥମ ଥର ପାଇଁ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଜେପିର ବରିଷ୍ଠ ନେତା তথা ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁର ଗସ୍ତ ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ…

FCRA Bill 2026: National Security vs. Civil Society Concerns/FCRA ବିଲକୁ ନେଇ NGO ଗୋଷ୍ଠୀଙ୍କ ଚିନ୍ତା

କେନ୍ଦ୍ର ସରକାର ଆସନ୍ତା ସପ୍ତାହରେ ଲୋକସଭାରେ ‘ବୈଦେଶିକ ଅଂଶଦାନ (ନିୟନ୍ତ୍ରଣ) ସଂଶୋଧନ ବିଲ୍, ୨୦୨୬’ (FCRA Amendment Bill 2026) ଆଗତ କରିବାର ସମ୍ଭାବନା ରହିଛି, ଯାହା ବେସରକାରୀ ସଂସ୍ଥା (NGO) ଏବଂ ଧାର୍ମିକ ଅନୁଷ୍ଠାନଗୁଡ଼ିକ ଦ୍ୱାରା ପ୍ରାପ୍ତ ବୈଦେଶିକ ଆର୍ଥିକ ଅନୁଦାନର ନିୟନ୍ତ୍ରଣକୁ ନେଇ ଏକ ନୂତନ ବିତର୍କ ସୃଷ୍ଟି କରିଛି। କେତେକ ଚର୍ଚ୍ଚ ଏବଂ ଖ୍ରୀଷ୍ଟିଆନ୍ ସଂଗଠନ ଏହି ପ୍ରସ୍ତାବିତ ଆଇନକୁ ଦୃଢ଼ ବିରୋଧ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏହାର କେତେକ ପ୍ରାବଧାନ…

No Indians Allowed: 6 Hidden Places Across India Restricted Only To Foreign Nationals/ଭାରତରେ ଅଛି ଏପରି ୬ଟି ସ୍ଥାନ, ଯେଉଁଠି ଭାରତୀୟଙ୍କୁ ନାହିଁ ପ୍ରବେଶ ଅନୁମତି! ଜାଣନ୍ତୁ କାରଣ…

ନିଜ ଦେଶରେ ହିଁ ଅସ୍ୱୀକୃତ: ଭାରତର ଏହି ୬ଟି ସ୍ଥାନ, ଯେଉଁଠି ଭାରତୀୟଙ୍କ ପ୍ରବେଶ ଉପରେ ରହିଛି ବାରଣ ବିଶେଷ ରିପୋର୍ଟ: ଭାରତ ଏକ ବିବିଧତାପୂର୍ଣ୍ଣ ଦେଶ। ଭାରତୀୟ ସମ୍ବିଧାନ ନାଗରିକମାନଙ୍କୁ ଦେଶର ଯେକୌଣସି ସ୍ଥାନକୁ ଭ୍ରମଣ କରିବା ଏବଂ ବସବାସ କରିବାର ମୌଳିକ ଅଧିକାର ପ୍ରଦାନ କରିଛି। ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ନିଜ ଦେଶ ଭାରତ ଭିତରେ ହିଁ ଏପରି କିଛି ସ୍ଥାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି, ଯେଉଁଠି ଭାରତୀୟ ନାଗରିକଙ୍କ…

US Senate Passes Russia Sanctions Bill Seeking 100% Tariffs on India, China, and Others/ରୁଷିଆରୁ ତେଲ କିଣୁଥିବା ଭାରତ ଓ ଚୀନ୍‌ ସହ ୫ ଦେଶ ଉପରେ ୧୦୦% ଶୁଳ୍କ କଟକଣା: ଆମେରିକା ସେନେଟ୍‌ରେ ବିଲ୍‌ ପାରିତ

ରୁଷିଆରୁ ତେଲ କିଣୁଥିବା ଦେଶଙ୍କ ଉପରେ ଚାପ: ଆମେରିକା ସେନେଟ୍‌ର ବଡ଼ ନିଷ୍ପତ୍ତି ରୁଷିଆ-ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ମସ୍କୋର ଆର୍ଥିକ ଶକ୍ତିକୁ ଦୁର୍ବଳ କରିବା ପାଇଁ ଆମେରିକା ସେନେଟ୍‌ ଏକ ନୂଆ ବିଲ୍‌ ଗୃହୀତ କରିଛି। ଏହି ନିୟମ ଅନୁସାରେ, ରୁଷିଆରୁ ସବୁଠାରୁ ଅଧିକ ଜାଳେଣି ତେଲ ଓ ଗ୍ୟାସ୍ ଆମଦାନୀ କରୁଥିବା ଶୀର୍ଷ ୫ଟି ଦେଶ—ଯେଉଁଥିରେ ଭାରତ, ଚୀନ୍, ଆଜରବାଇଜାନ୍, ହଙ୍ଗେରୀ ଓ ସ୍ଲୋଭାକିଆ ସାମିଲ ଅଛନ୍ତି—ସେମାନଙ୍କ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୦୦%…

Desi Jugaad to Drone Tech: Flying Car Built in Uttarakhand!/ପାହାଡ଼ି ଆକାଶରେ ଉଡ଼ିଲା ‘ଫ୍ଲାଇଂ କାର୍’: ଉତ୍ତରାଖଣ୍ଡ ଯୁବକ ରବି ଟମ୍ଟାଙ୍କ ବଡ଼ ନବସୃଜନ!

ଉତ୍ତରାଖଣ୍ଡ ଯୁବକଙ୍କ କମାଲ: ଆକାଶରେ ଉଡ଼ିଲା ‘ଫ୍ଲାଇଂ କାର୍’, ୯୦ ମିନିଟର ଯାତ୍ରା ଏବେ ମାତ୍ର ୧୦ ମିନିଟରେ! ଅଲମୋଡ଼ା: ପାହାଡ଼ିଆ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଓ ଆଙ୍କିବଙ୍କି ରାସ୍ତାରେ ଯାତାୟାତ କରିବାର ଦିନ ବୋଧହୁଏ ଶେଷ ହେବାକୁ ଯାଉଛି। ଉତ୍ତରାଖଣ୍ଡ ଅଲମୋଡ଼ା ଜିଲ୍ଲାର ଜଣେ ପ୍ରତିଭାବାନ ଯୁବକ ରବି ଟମ୍ଟା (Ravi Tamta) ଭାରତର ନିଜସ୍ୱ ‘ପର୍ସନାଲ ଫ୍ଲାଇଂ ଭେହିକିଲ’ (Personal Flying Vehicle) ବା ଉଡ଼ନ୍ତା କାର୍‌ର ସଫଳ ପରୀକ୍ଷଣ କରି…