[In Pics] Plastic Threat in Kuakhai & Daya: Post-Ganesh Visarjan River Pollution Raises Severe Concerns in Bhubaneswar/ଭକ୍ତି ନା ପ୍ରଦୂଷଣ? କୃତ୍ରିମ କୁଣ୍ଡ ଥାଉ ଥାଉ ନଦୀରେ ମୂର୍ତ୍ତି ବିସର୍ଜନ; କଡ଼ା ହେବେ କି BMC ଓ ପୋଲିସ୍‌?

  ଗଣେଶ ବିସର୍ଜନ ପରେ ନଦୀର କରୁଣ ସ୍ଥିତି, କେବେ ବଦଳିବ ଆମ ମାନସିକତା? ଭୁବନେଶ୍ୱର:ଗଣେଶ ପୂଜାର ଆନନ୍ଦ ଓ ଆଡ଼ମ୍ବର ପରେ ଏବେ ଧାଡ଼ି ବାନ୍ଧିଛି ପାର୍ବଣ ଋତୁ। ଆଗକୁ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା ଭଳି ବଡ଼ ବଡ଼ ଉତ୍ସବ ଆସୁଛି। ସହରସାରା ଶ୍ରଦ୍ଧା ଓ ଭକ୍ତିର ମାହୋଲ ଖେଳିଯାଇଛି। କିନ୍ତୁ ଏହି ଆନନ୍ଦ ସହିତ ଆରମ୍ଭ ହୋଇଯାଇଛି ପ୍ରକୃତି ପ୍ରଦୂଷଣର ଆଉ ଏକ କାହାଣୀ। ଯେଉଁ ସୃଷ୍ଟିକର୍ତ୍ତାଙ୍କୁ ଆମେ ପୂଜା କରୁଛୁ, ସେହି…

[In Pics] Over 100 Students Join Special Vedic Ganesh Worship at Unit-8 School in Bhubaneswar/ୟୁନିଟ୍-୮ ଶିଶୁ ବିଦ୍ୟା ମନ୍ଦିରରେ ନିଷ୍ଠାର ସହ ଶତାଧିକ ଛାତ୍ରଛାତ୍ରୀ କଲେ ଗଣେଶ ପୂଜା…

  ୟୁନିଟ୍-୮ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବୈଦିକ ରୀତିରେ ଗଣେଶ ପୂଜା ଅନୁଷ୍ଠିତ ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍-୮ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗଣେଶ ପୂଜା ବେଶ୍ ଆଡ଼ମ୍ବର ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ପିଲାମାନଙ୍କର ବ୍ୟକ୍ତିଗତ ପୂଜାର୍ଚ୍ଚନା। ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ନିଜ ନିଜର ପୂଜା ସାମଗ୍ରୀ ଧରି ସମ୍ପୂର୍ଣ୍ଣ ନିଷ୍ଠାର ସହ ବୈଦିକ ରୀତିନୀତିରେ ପ୍ରଭୁ ଗଜାନନଙ୍କ ପୂଜାରେ ସାମିଲ ହୋଇଥିଲେ।…

[In Pics] Why is Lord Ganesha Covered in Vermilion (Sindoor)?/ମନ୍ଦିରମାନଙ୍କରେ କାହିଁକି ଗଣେଶଙ୍କୁ ବୋଳାଯାଏ ସିନ୍ଦୂର? ଜାଣନ୍ତୁ ଏହାର ପୌରାଣିକ କଥା ଓ ଶ୍ରୀମନ୍ଦିରର ଇତିହାସ

ରଲଂ ଲମ୍ବୋଦରଂ ଶୂର୍ପକର୍ଣ୍ଣକଂ କଂ ରକ୍ତୱାସସମ୍ । ରକ୍ତଗନ୍ଧାନୁଲିପ୍ତା ଲିପ୍ତାଙ୍ଗ ରକ୍ତପୁଷ୍ପୀ ସୁପୂଜିତମ୍ ॥ [ରକ୍ତବର୍ଣ୍ଣ, ଲମ୍ବୋଦର, ଗଜକର୍ଣକ ଓ ରକ୍ତାମ୍ବରଧାରୀ, ରକ୍ତଚନ୍ଦନଲେପିତ ଓ ରକ୍ତପୁଷ୍ପରେ ସୁଶୋଭିତ ପ୍ରଭୁଙ୍କୁ ପ୍ରଣାମ କରୁଛି]   ମନ୍ଦିରମାନଙ୍କରେ କାହିଁକି ଗଣେଶଙ୍କୁ ବୋଳାଯାଏ ସିନ୍ଦୂର? ଜାଣନ୍ତୁ ଏହାର ରହସ୍ୟ, ପୌରାଣିକ କଥା ଓ ଶ୍ରୀମନ୍ଦିରର ସ୍ୱତନ୍ତ୍ର ଇତିହାସ ସାଧାରଣତଃ ଆମେ ମନ୍ଦିର ବା ପୂଜା ମଣ୍ଡପଗୁଡ଼ିକରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତିରେ ସିନ୍ଦୂର ବା ନାରଙ୍ଗୀ (କମଳା) ରଙ୍ଗର ଲେପ ଦେଖିବାକୁ ପାଇଥାଉ।…

[In Pics]Festive Vibes in Capital: High Demand for Ganesha Idols Ahead of Ganesh Puja/ପୂଜା ପାଇଁ ଉତ୍ସବମୁଖର ରାଜଧାନୀ: ବଜାରରେ ବୃଦ୍ଧି ପାଉଛି ଗଣେଶ ମୂର୍ତ୍ତିର ଚାହିଦା..

ଗଣେଶ ପୂଜା ପାଇଁ ରାଜଧାନୀରେ ଚଳଚଞ୍ଚଳ ବଜାର: ମୂର୍ତ୍ତି ତିଆରି ଓ ବେପାର ଜୋରସୋର ଭୁବନେଶ୍ୱର: ପବିତ୍ର ଗଣେଶ ପୂଜା ପାଇଁ ରାଜଧାନୀ ଭୁବନେଶ୍ୱର ଚଳଚଞ୍ଚଳ ହୋଇଉଠିଛି। ଚାରିଆଡ଼େ ଉତ୍ସବର ମାହୋଲ ଥିବା ବେଳେ ବଜାରରେ ଗଣେଶ ମୂର୍ତ୍ତି ବିକ୍ରି ଓ କାରବାର ଜୋରସୋରରେ ଆରମ୍ଭ ହୋଇଗଲାଣି। ୟୁନିଟ-୧, ରସୁଲଗଡ଼, ଓଲଡ଼ ଟାଉନ ଏବଂ ସାହିଦ ନଗର ପରି ବିଭିନ୍ନ ପ୍ରମୁଖ ସ୍ଥାନରେ କାରିଗରମାନେ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ ଅଛନ୍ତି। ପୂଜା ମଣ୍ଡପଗୁଡ଼ିକ ସହିତ…

Mysterious History of Bhubaneswar’s Parasurameswara Temple: The Secret Behind Ganesha’s Missing Mouse/ପରଶୁରାମେଶ୍ୱର ମନ୍ଦିର ଏବଂ ପ୍ରଭୁ ଗଣେଶଙ୍କ ମୂଷିକ ବାହନ ପଛର ପ୍ରାଚୀନ ରହସ୍ୟ..

  ଭୁବନେଶ୍ୱରର ପ୍ରାଚୀନ ପରଶୁରାମେଶ୍ୱର ମନ୍ଦିରରୁ ସାମ୍ନାକୁ ଆସିଲା ବଡ଼ ତଥ୍ୟ: ୭ମ ଶତାବ୍ଦୀ ପୂର୍ବରୁ ଗଣେଶଙ୍କ ସହ କାହିଁକି ନଥିଲେ ମୂଷିକ? ଭୁବନେଶ୍ୱର: ସନାତନ ଧର୍ମରେ ପ୍ରଭୁ ଶ୍ରୀଗଣେଶଙ୍କୁ ବିଘ୍ନହର୍ତ୍ତା ଓ ପ୍ରଥମ ପୂଜ୍ୟ ଦେବତା ଭାବେ ଗ୍ରହଣ କରାଯାଏ। ଯେକୌଣସି ପୂଜାର୍ଚ୍ଚନା କିମ୍ବା ଶୁଭ କାର୍ଯ୍ୟ ଗଣପତିଙ୍କ ଆବାହନ ବିନା ଅସମ୍ପୂର୍ଣ୍ଣ। ଆମେ ସମସ୍ତେ ଗଣପତିଙ୍କ ସହ ତାଙ୍କ ବାହନ ‘ମୂଷିକ’ (ମୂଷା)କୁ ଦେଖିବାରେ ଅଭ୍ୟସ୍ତ। କିନ୍ତୁ ଆପଣ ଜାଣନ୍ତି କି, ଓଡ଼ିଶାର ଐତିହାସିକ…