“Odia Girl Killed in Hyderabad Car Crash; Andhra MP’s Son Booked for Rash Driving”/ହାଇଦ୍ରାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସାଂସଦଙ୍କ ପୁଅଙ୍କ କାର୍ ଧକ୍କାରେ ଓଡ଼ିଆ ଯୁବତୀ ମୃତ୍ୟୁ..
ହାଇଦ୍ରାବାଦରେ ଦୁର୍ଘଟଣା: ସାଂସଦଙ୍କ ପୁଅଙ୍କ ଦ୍ରୁତଗାମୀ କାର୍ ଧକ୍କାରେ ଓଡ଼ିଆ ଝିଅ ଭାରତୀ ମୁଖୀଙ୍କ ମୃତ୍ୟୁ ହାଇଦ୍ରାବାଦ:ହାଇଦ୍ରାବାଦର ମାଧାପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ସଡ଼କ ଦୁର୍ଘଟଣା। ଆନ୍ଧ୍ରପ୍ରଦେଶର ଜନସେନା ପାର୍ଟି ରାଜ୍ୟସଭା ସାଂସଦ ଲିଙ୍ଗମାନେନି ରମେଶଙ୍କ ପୁଅଙ୍କ ଦ୍ରୁତଗାମୀ ଆଷ୍ଟନ ମାର୍ଟିନ୍ କାର୍ ଧକ୍କାରେ ଜଣେ ୨୬ ବର୍ଷୀୟା ଓଡ଼ିଆ ଯୁବତୀଙ୍କ ଜୀବନ ଯାଇଛି। ମୃତ ଯୁବତୀ ଜଣକ ହେଲେ ଓଡ଼ିଶାର ଭାରତୀ ମୁଖୀ। ମିଳିଥିବା ସୂଚନା ଅନୁଯାୟୀ, ଭାରତୀ ହାଇଦ୍ରାବାଦର ଇନଓରବିଟ୍ ମଲ୍ସ୍ଥିତ ‘ଲାଇଫଷ୍ଟାଇଲ୍’…

