Nestlé, Coca-Cola & PepsiCo Under Fire for ‘Double Standards’ in India Formulations/Nestlé, Coca-Cola ଓ PepsiCo କୁ ଝଟକା: ଭାରତରେ ପ୍ୟାକେଟ୍ ଖାଦ୍ୟ ଉପରେ ଲାଗିବ ଚିନି-ଫ୍ୟାଟ୍ ଚେତାବନୀ

ଖାଦ୍ୟରେ ଚିନି-ଫ୍ୟାଟ୍ ଚେତାବନୀ: ବଡ଼ କମ୍ପାନୀଙ୍କୁ ଝଟକା, ନିୟମ କଡ଼ାକଡ଼ି କରୁଛନ୍ତି ସରକାର ପ୍ୟାକେଟ୍ ଖାଦ୍ୟରେ ଚିନି, ଫ୍ୟାଟ୍ ଓ ଲୁଣର ପରିମାଣକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ନେସଲେ (Nestlé), କୋକା-କୋଲା (Coca-Cola) ଓ ପେପସିକୋ (PepsiCo) ଭଳି ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ଭାରତ ଏବଂ ୟୁରୋପୀୟ ଦେଶଗୁଡ଼ିକରେ ଗୋଟିଏ ବ୍ରାଣ୍ଡର ସାମଗ୍ରୀ ପାଇଁ ଅଲଗା ଅଲଗା ଫର୍ମୁଲା ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ବିଦେଶରେ କମ୍ପାନୀଗୁଡ଼ିକ ସ୍ୱାସ୍ଥ୍ୟ ସଚେତନତା ପାଇଁ ଖାଦ୍ୟ…

“Zero Tolerance Against Crime”: CM Unveils Smart Policing Blueprint for Safe Odisha/ପୋଲିସକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୧୦ ମାର୍ଗଦର୍ଶନ: ନିଶା ବେପାର ଓ ଦାଦା ବଟି ଉପରେ କଡ଼ା ନଜର

ଭୁବନେଶ୍ୱର: ଓଡ଼ିଶାରେ ସ୍ମାର୍ଟ ପୋଲିସିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଲିସ ବିଭାଗକୁ ୧୦ଟି ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶନ ଦେଇଛନ୍ତି। ରାଜ୍ୟ ସ୍ତରୀୟ ଡିଜିପି-ଆଇଜିପି ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟର ଆଇନ ଶୃଙ୍ଖଳା, ସାଇବର ସୁରକ୍ଷା ଓ ଆଭ୍ୟନ୍ତରୀଣ ସୁରକ୍ଷାର ସମୀକ୍ଷା କରିବା ସହ ଭବିଷ୍ୟତର ବ୍ଲୁ-ପ୍ରିଣ୍ଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ମହିଳାବିରୋଧୀ ହିଂସା ଓ ସଂଗଠିତ ଅପରାଧ ବିରୋଧରେ ‘ଜିରୋ ଟଲରେନ୍ସ’ ନୀତି ଆପଣାଯିବ। ବର୍ତ୍ତମାନ…

Paradip Ship Sinking Incident: 2 Crew Members Rescued After 20 Hours in Sea Share Chilling Ordeal/ଦେଖୁ ଦେଖୁ ସମୁଦ୍ରରେ ବୁଡ଼ିଗଲା ‘ଏମ୍ ଭି ଓସେନ୍ ଓ୍ବିନର୍’; ତଦନ୍ତକାରୀ ସଂସ୍ଥା ଆଗରେ ଭୟାନକ କାହାଣୀ କହିଲେ ୨ ଉଦ୍ଧାର କ୍ରୀୟୁ ସଦସ୍ୟ

ପାରାଦୀପ ସମୁଦ୍ରରେ ଜାହାଜ ବୁଡ଼ିବା ଘଟଣା: ୨୦ ଘଣ୍ଟା ପାଣିରେ ଭାସିବା ପରେ ମୃତ୍ୟୁ ମୁଖରୁ ଫେରିଲେ ୨ କ୍ରୀୟୁ ସଦସ୍ୟ, ବର୍ଣ୍ଣନା କଲେ ସେହି ଭୟାନକ କାହାଣୀ ପାରାଦୀପ: ସମୁଦ୍ରର ଉତ୍ତାଳ ଲହଡ଼ି, ଚାରିଆଡ଼େ ଅନ୍ଧକାର ଆଉ ଆଖି ସାମ୍ନାରେ ମୃତ୍ୟୁ। ପାରାଦୀପ ଉପକୂଳରୁ ପ୍ରାୟ ୨୩୦ ନଟିକାଲ ମାଇଲ ଦୂର ସମୁଦ୍ର ମଝିରେ ‘ଏମ୍ ଭି ଓସେନ୍ ଓ୍ବିନର୍’ ଜାହାଜ ବୁଡ଼ିଯିବା ପରେ ଘଟିଥିବା ସେହି ଛାତିଥରା ଅନୁଭୂତିକୁ ବର୍ଣ୍ଣନା କରିଛନ୍ତି ଉଦ୍ଧାର ହୋଇଥିବା…

Indian Army to Get US Javelin Anti-Tank Missile System Under FMS Agreement/ଆମେରିକାରୁ ଆଣ୍ଟି-ଟ୍ୟାଙ୍କ ‘ଜାଭେଲିନ୍’ ମିସାଇଲ୍ କିଣିବ ଭାରତ: ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ଚୁକ୍ତି ସ୍ୱାକ୍ଷର

ଆମେରିକାରୁ ଆଣ୍ଟି-ଟ୍ୟାଙ୍କ ‘ଜାଭେଲିନ୍’ ମିସାଇଲ୍ କିଣିବ ଭାରତ: ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ଚୁକ୍ତି ସ୍ୱାକ୍ଷର ନୂଆଦିଲ୍ଲୀ: ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇଁ ଆମେରିକା ସହ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର ହୋଇଛି। ଆମେରିକାର ଶକ୍ତିଶାଳୀ ‘ଜାଭେଲିନ୍’ (FGM-148 Javelin) ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ସିଷ୍ଟମ୍ କିଣିବା ପାଇଁ ଭାରତୀୟ ସେନା ‘ଲେଟର ଅଫ୍ ଅଫର ଆଣ୍ଡ ଆକ୍ସେପ୍ଟାନ୍ସ’ (LOA) ସ୍ୱାକ୍ଷର କରିଛି। ଶୁକ୍ରବାର ଦିନ ନୂଆଦିଲ୍ଲୀସ୍ଥିତ ଆମେରିକୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି।…

CM Mohan Charan Majhi Distributes Subhadra Assistance from Lathipada; Announces Sugar Mill & Brutanga Project for Nayagarh/ନୟାଗଡ଼ରୁ ସୁଭଦ୍ରା ଯୋଜନାର ୫ମ କିସ୍ତି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ: ୧ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଆକାଉଣ୍ଟକୁ ଗଲା ୫,୧୬୩ କୋଟି ଟଙ୍କା

ନୟାଗଡ଼ରୁ ସୁଭଦ୍ରା ଯୋଜନାର ୫ମ କିସ୍ତି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ: ୧ କୋଟିରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଗଲା ୫,୧୬୩ କୋଟି ଟଙ୍କା ନୟାଗଡ଼/ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମାର ଶୁଭ ଅବସରରେ ରାଜ୍ୟର ମା’ ଓ ଭଉଣୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି ରାଜ୍ୟ ସରକାର। ନୟାଗଡ଼ ଜିଲ୍ଲା ଲାଠିପଡ଼ାଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ‘ସୁଭଦ୍ରା ଯୋଜନା’ର ପଞ୍ଚମ କିସ୍ତି ଟଙ୍କା ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଜ୍ୟର ୧ କୋଟି…