4.4 Magnitude Earthquake Hits Koraput; No Damage Reported/କୋରାପୁଟ ଓ ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପ: ଭୟରେ ଘରୁ ବାହାରି ଆସିଲେ ଲୋକେ…

କୋରାପୁଟ ଓ ମାଲକାନଗିରିରେ ମୃଦୁ ଭୂକମ୍ପ: ଭୟରେ ଘରୁ ବାହାରି ଆସିଲେ ଲୋକେ କୋରାପୁଟ: ଦକ୍ଷିଣ ଓଡ଼ିଶାର କୋରାପୁଟ ଓ ଏହାର ଆଖପାଖ ଅଞ୍ଚଳରେ ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଥିବା ଜଣାପଡ଼ିଛି। ବିଳମ୍ବିତ ରାତିରେ ହଠାତ୍ ଭୂମି କମ୍ପିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (NCS) ର ସୂଚନା ଅନୁଯାୟୀ, ରାତି ପ୍ରାୟ ୧୧ଟା ୩୧ ମିନିଟ୍…

Odisha Flood Relief: CM Mohan Majhi Announces ₹1,000 Crore 10-Point Package/”ଅର୍ଥ ବାଧକ ସାଜିବନି”: ବନ୍ୟାଞ୍ଚଳ ପାଇଁ ୧୦୦୦ କୋଟିର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବନ୍ୟା ପ୍ରଭାବିତଙ୍କ ପାଇଁ ୧୦୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ରାଜ୍ୟରେ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ୍ୟା ପ୍ରଭାବିତଙ୍କ ପାଇଁ ୧୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଗତକାଲି ଯାଜପୁର ଓ ଭଦ୍ରକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ପରେ, ଆଜି ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ ଏହି…

Over 40 Injured as Private Bus Plunges Off Nayagarh Bypass; 3 Critical Rushed to Bhubaneswar/ଦାରିଙ୍ଗବାଡ଼ିରୁ ଭୁବନେଶ୍ୱର ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ: ୩ ଗୁରୁତର,

ନୟାଗଡ଼ ବାଇପାସ୍‌ରେ ଭୟଙ୍କର ସଡ଼କ ଦୁର୍ଘଟଣା: ୨୦ ଫୁଟ୍ ଖାଲକୁ ଖସିଲା ବସ୍, ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହାତ ନୟାଗଡ଼: ନୟାଗଡ଼ ବାଇପାସ୍‌ ରାସ୍ତାରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦାରିଙ୍ଗବାଡ଼ିରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ‘ଓମ୍ ଶ୍ରୀ ଚକାଡୋଳା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼ର ପ୍ରାୟ ୨୦ ଫୁଟ୍ ତଳେ ଥିବା ବିଲକୁ ଖସି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କ…

CM Mohan Majhi Inspects Flood-Affected Kasapa and Tarapada Panchayats, Interacts with Villagers/ଯାଜପୁର ବନ୍ୟା: କସପା ଓ ତରପଡା ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ, ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ…

ଯାଜପୁର ବନ୍ୟାଞ୍ଚଳରେ ମୁଖ୍ୟମନ୍ତ୍ରୀ: ଦଶରଥପୁର ବ୍ଲକର ବିପନ୍ନଙ୍କ ସହ ସିଧାସଳଖ ଆଲୋଚନା, ରିଲିଫ୍ କାର୍ଯ୍ୟର ତଦାରଖ ଯାଜପୁର:ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପହଞ୍ଚି ବନ୍ୟା ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି। ବ୍ଲକ୍‌ ଅନ୍ତର୍ଗତ କସପା ଓ ତରପଡା ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ଦେଖିବା ସହ ବନ୍ୟା ବିପନ୍ନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହି ପରିଦର୍ଶନ କାଳରେ ମୁଖ୍ୟମନ୍ତ୍ରୀ ରାମଚନ୍ଦ୍ରପୁର, ବାଲଦା ଏବଂ ଦୋଭାବିଲ୍…

Floodwaters Bring Crocodile Terror to Bhadrak’s Tihidi; Stray Dog Dragged Away/ତିହିଡ଼ିରେ ବନ୍ୟା ସହ କୁମ୍ଭୀର ଭୟ: ବୁଲା କୁକୁରକୁ ଶିକାର କଲା କୁମ୍ଭୀର…

ବନ୍ୟା ପାଣିରେ କୁମ୍ଭୀର ଆତଙ୍କ: ଭଦ୍ରକ ତିହିଡ଼ିରେ ବୁଲା କୁକୁରକୁ ଟାଣିନେଲା କୁମ୍ଭୀର, ରାସ୍ତା ଉପରେ ଚାଲିଛି ପାଣି ଭଦ୍ରକ:ରାଜ୍ୟରେ ବନ୍ୟା ପରିସ୍ଥିତି ଜଟିଳ ହେଉଥିବା ବେଳେ ଏବେ ଗାଁ ଗାଁରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବୋଡ଼କ ପଞ୍ଚାୟତ ଅଞ୍ଚଳରେ ଏକ ଭୟାନକ ଦୃଶ୍ୟ ସାମ୍ନାକୁ ଆସିଛି। ରେବା ନଦୀର ବନ୍ୟା ପାଣିରେ ଏକ କୁମ୍ଭୀର ଚାଲିଆସି ଗୋଟିଏ ବୁଲା କୁକୁରକୁ ଟାଣିନେଇଥିବା ଖବର ମିଳିଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ,…