Rahul Gandhi & INDIA Bloc vs ECI: Supreme Court Issues Notice to CEC Gyanesh Kumar Over SIR Exercise/’ଇଣ୍ଡିଆ’ ମେଣ୍ଟର ଯାଚିକା: ECI ଓ ସିଇସି ଜ୍ଞାନେଶ କୁମାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଭୋଟର ତାଲିକାରୁ ନାଁ କଟା ଅଭିଯୋଗ: ନିର୍ବାଚନ ଆୟୋଗ ଓ ଜ୍ଞାନେଶ କୁମାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍’ (SIR) ପ୍ରକ୍ରିୟା ଏବଂ ଦେଶସାରା ଲକ୍ଷ ଲକ୍ଷ ଭୋଟରଙ୍କ ନାଁ କଟାଯିବା ଅଭିଯୋଗକୁ ନେଇ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିରୋଧୀ I ଏହି ମାମଲାରେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗ (ECI), ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ଅନ୍ୟ ଦୁଇ ଆୟୁକ୍ତଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି…

Major Relief for BJD Leader Pratap Jena as Supreme Court Grants Clean Chit in Mahanga Case/ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱାସନା; ବିଜେଡି କହିଲା— ‘ସତ୍ୟ ଓ ଆଇନର ବିଜୟ’

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍, ସ୍ୱାଗତ କଲା ବିଜେଡି ଭୁବନେଶ୍ୱର (ନ୍ୟୁଜ୍ ଇନ୍‌ସଟ୍): ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ଥା ବିଜେଡି ନେତା ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ କ୍ଲିନଚିଟ୍ ମିଳିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ପରେ ମାମଲାର ସମ୍ପୂର୍ଣ୍ଣ ଆଇନଗତ ସ୍ଥିତି ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, ୨୦୨୧ ଜାନୁଆରୀ ୨ ତାରିଖରେ ମାହାଙ୍ଗାରେ ବିଜେପି ନେତା କୁଳମଣି ବାରିକ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ…

Hotel Cuts Power at Wedding Over Extra Guest Dispute, Fined Rs 3.20 Lakh by Consumer Court/ବାହାଘରରେ ଲାଇଟ୍ କାଟିବା ହୋଟେଲକୁ ପଡ଼ିଲା ଭାରି: ୩.୨୦ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ..

ବାହାଘରରେ ବାଉନ୍ସର ପଶାଇ ଲାଇଟ୍ ବନ୍ଦ କଲେ ହୋଟେଲ ମାଲିକ: ଗ୍ରାହକ ଅଦାଲତ ଗଣିଲେ ୩.୨୦ ଲକ୍ଷ ଟଙ୍କାର ଜରିମାନା ପୁଅ ବାହାଘର ପାଇଁ ବୁକ୍ ହୋଇଥିଲା ମଣ୍ଡପ। କିନ୍ତୁ ବାହାଘର ଚାଲିଥିବା ସମୟରେ ଅତିରିକ୍ତ ପଇସା ଦାବି କରି ହୋଟେଲ ମାଲିକ ରୀତିମତ ଗୁଣ୍ଡାଗିରି କଲେ । ସେତିକିରେ ମନ ବୁଝିଲାନି, ବାଉନ୍ସର ପଶାଇ ବାହାଘର ଲାଇଟ୍ ବନ୍ଦ କରିଦେଲେ! ଏଭଳି ଏକ ଅଭାବନୀୟ ଘଟଣାରେ ଗୁରୁଗ୍ରାମ ଜିଲ୍ଲା ଗ୍ରାହକ ଅଦାଲତ (Consumer Court) ହୋଟେଲ…

Rs 18 Water Bottle Sold for Rs 20: Restaurant Fined Rs 1.06 Lakh by Consumer Court/ମାତ୍ର ୨ ଟଙ୍କା ଅଧିକ ନେବା ପଡ଼ିଲା ମହଙ୍ଗା! ରେଷ୍ଟୋରାଣ୍ଟ ଗଣିଲା ୧ ଲକ୍ଷ ୬ ହଜାର ଟଙ୍କା..

୧୮ ଟଙ୍କାର ପାଣି ବୋତଲକୁ ୨୦ ଟଙ୍କାରେ ବିକିଲେ; ରେଷ୍ଟୋରାଣ୍ଟକୁ ୧ ଲକ୍ଷ ୬ ହଜାର ଟଙ୍କା ଜରିମାନା ନୂଆଦିଲ୍ଲୀ: ମାତ୍ର ୨ ଟଙ୍କା ଅଧିକ ନେବା ଗୋଟିଏ ରେଷ୍ଟୋରାଣ୍ଟକୁ ମହଙ୍ଗା ପଡ଼ିଛି। MRP (ସର୍ବାଧିକ ବିକ୍ରି ମୂଲ୍ୟ) ଠାରୁ ଅଧିକ ଟଙ୍କା ଆଦାୟ କରିବା ଅଭିଯୋଗରେ ଉତ୍ତର ପ୍ରଦେଶର ଏକ ରେଷ୍ଟୋରାଣ୍ଟ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉପଭୋକ୍ତା ଆଦାଲତ (Consumer Court)। ଘଟଣାଟି କ’ଣ? ମାର୍ଚ୍ଚ ୧୧, ୨୦୨୬ରେ ଜଣେ ଗ୍ରାହକ ହାଥରସ…

“Double Engine Govt Has Failed Everyone, Gen Z’s Future Is Dark”: Naveen Patnaik Slams Govt at BJD Padayatra/ଡବଲ ଇଞ୍ଜିନ ସରକାରରେ ସମସ୍ତେ ହଇରାଣ: ଭୁବନେଶ୍ୱର ପଦଯାତ୍ରାରେ ବର୍ଷିଲେ ନବୀନ..

ଡବଲ ଇଞ୍ଜିନ ସରକାରରେ ସମସ୍ତେ ହଇରାଣ, Gen Z ର ଭବିଷ୍ୟତ ଅନ୍ଧାର: ଭୁବନେଶ୍ୱର ପଦଯାତ୍ରାରେ ବର୍ଷିଲେ ନବୀନ ଭୁବନେଶ୍ୱର (ନ୍ୟୁଜ୍ ଡେସ୍କ): ରାଜ୍ୟର ବର୍ତ୍ତମାନର ଡବଲ ଇଞ୍ଜିନ ସରକାରଙ୍କୁ ସୋଜାସୋଜି ଟାର୍ଗେଟ୍ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ଦଳର ଜନସମ୍ପର୍କ ପଦଯାତ୍ରାରେ ଯୋଗଦେଇ ସେ ସରକାରଙ୍କ ଅପାରଗତା ନେଇ କଡ଼ା ସମାଲୋଚନା କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ, ଆମ ସରକାର ସମୟରେ…