India to Get First Plastic Currency Notes Next Financial Year: RBI Governor/କାଗଜ ନୁହେଁ, ଏବେ ଆସିବ ପ୍ଲାଷ୍ଟିକ୍ ଟଙ୍କା: ପ୍ରଥମ ପର୍ଯ୍ୟାୟରେ ଛପାହେବ ୨୦୦ କୋଟି ନୋଟ୍

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦେଶରେ ପ୍ରଥମ ଥର ପାଇଁ ପ୍ଲାଷ୍ଟିକ୍ (ପଲିମର) ନୋଟ୍ ପ୍ରଚଳନ କରିବାକୁ ବଡ଼ ପଦକ୍ଷେପ ନେଇଛି। ସବୁକିଛି ଯୋଜନା ମୁତାବକ ଚାଲିଲେ, ଆସନ୍ତା ଆର୍ଥିକ ବର୍ଷର ଆରମ୍ଭରୁ (ଅପ୍ରେଲ ମାସରୁ) ହିଁ ନୂଆ ପ୍ଲାଷ୍ଟିକ୍ ନୋଟ୍ ସାଧାରଣ ଲୋକଙ୍କ ହାତରେ ପହଞ୍ଚିବ ବୋଲି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ସ୍ପଷ୍ଟ କରିଛନ୍ତି। ପ୍ରାରମ୍ଭିକ ପରୀକ୍ଷଣ (Pilot Project) ଭାବେ ଶୁଭାରମ୍ଭ ମୋନିଟାରୀ ପଲିସି (MPC) ବୈଠକ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଆରବିଆଇ…

CM Mohan Charan Majhi Conducts Aerial Survey of Flood-Hit Areas: 8 Lakh Affected, ₹26 Crore Relief Released/ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ: ୩ ଦିନରେ କ୍ଷୟକ୍ଷତି ରିପୋର୍ଟ ପରେ ସହାୟତା ପ୍ୟାକେଜ୍‌

ବନ୍ୟାଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଆକାଶମାର୍ଗ ପରିଦର୍ଶନ: ୮ ଲକ୍ଷ ପ୍ରଭାବିତ, ରିଲିଫ୍‌ ପାଇଁ ୨୬ କୋଟି ମଞ୍ଜୁର ଭୁବନେଶ୍ୱର (ବ୍ୟୁରୋ): ରାଜ୍ୟରେ ସୃଷ୍ଟ ବନ୍ୟା ପରିସ୍ଥିତି ସଂକ୍ରାନ୍ତରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଶନିବାର ସେ ଆକାଶମାର୍ଗରୁ ୫ଟି ଜିଲ୍ଲାର ୧୨ରୁ ଊର୍ଦ୍ଧ୍ୱ ପ୍ରଭାବିତ ବ୍ଲକର ସ୍ଥିତି ସମୀକ୍ଷା କରିଛନ୍ତି। ବନ୍ୟା ଜଳ ହ୍ରାସ ପାଇବାର ୩ ଦିନ ମଧ୍ୟରେ କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।…

[Photo Essay] The Raw Impact of Mahanadi Floods in Puri & Khordha:

ବନ୍ୟା ସ୍ଥିତି ସଙ୍ଗୀନ: ଫୁଲୁଛି ମହାନଦୀର ଶାଖାନଦୀ; ପୁରୀ ଓ ଖୋର୍ଦ୍ଧାର ବହୁ ତଳି ଅଞ୍ଚଳ ଜଳମଗ୍ନ, ଜିଲ୍ଲା ପ୍ରଶାସନ ଆଲର୍ଟ ଖୋର୍ଦ୍ଧା/ପୁରୀ: ଉପରିମୁଣ୍ଡରେ ଲଗାଣ ବର୍ଷା ଏବଂ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ଯୋଗୁଁ ମହାନଦୀ ସମେତ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଦୟା, ଭାର୍ଗବୀ, କୁଶଭଦ୍ରା ଏବଂ ଦେବୀ ନଦୀର ଜଳସ୍ତର ବିପଦ ସଙ୍କେତ…

Odisha Medical PG Exam Paper Leaked on WhatsApp/ଓଡ଼ିଶା ମେଡିକାଲ୍ ପିଜି ପରୀକ୍ଷା: ଚାଲୁଥିବା ବେଳେ ଭାଇରାଲ୍ ହେଲା ପ୍ରଶ୍ନ ଓ ଉତ୍ତର, ତଦନ୍ତ ଆରମ୍ଭ

ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ବିବାଦ ମଧ୍ୟରେ ପରୀକ୍ଷା ଚାଲିଥିବା ବେଳେ ହ୍ୱାଟସ୍‌ଆପ୍‌ରେ ଭାଇରାଲ୍ ହେଲା ଓଡ଼ିଶା ମେଡିକାଲ୍ ପିଜି ପରୀକ୍ଷା ପ୍ରଶ୍ନପତ୍ର.ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାର ପ୍ରଶ୍ନପତ୍ର ଲିକ୍ ବିରୋଧୀ ବିଲ୍ ପାରିତ କରିଥିବା ବେଳେ, ଜୁଲାଇ ୨୭ ତାରିଖରେ ଲିଖିତ ପରୀକ୍ଷା ଚାଲିଥିବା ସମୟରେ ‘ଅଲ୍ ଓଡ଼ିଶା ମେଡିକାଲ୍ ପିଜି’ ପରୀକ୍ଷାର ପ୍ରଶ୍ନପତ୍ର ହ୍ୱାଟସ୍‌ଆପ୍‌ରେ ଘୁରି ବୁଲିଥିଲା।ଅଧିକାରୀମାନଙ୍କ କହିବା ଅନୁଯାୟୀ, ୨୦୨୩-୨୬ ବ୍ୟାଚ୍‌ର MS/MD ପାଠ୍ୟକ୍ରମର ଜେନେରାଲ୍ ସର୍ଜରୀ (General Surgery)…

Odisha Medical PG Exam Paper Leaked on WhatsApp/ଓଡ଼ିଶା ମେଡିକାଲ୍ ପିଜି ପରୀକ୍ଷା: ଚାଲୁଥିବା ବେଳେ ଭାଇରାଲ୍ ହେଲା ପ୍ରଶ୍ନ ଓ ଉତ୍ତର, ତଦନ୍ତ ଆରମ୍ଭ

ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ବିବାଦ ମଧ୍ୟରେ ପରୀକ୍ଷା ଚାଲିଥିବା ବେଳେ ହ୍ୱାଟସ୍‌ଆପ୍‌ରେ ଭାଇରାଲ୍ ହେଲା ଓଡ଼ିଶା ମେଡିକାଲ୍ ପିଜି ପରୀକ୍ଷା ପ୍ରଶ୍ନପତ୍ରଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାର ପ୍ରଶ୍ନପତ୍ର ଲିକ୍ ବିରୋଧୀ ବିଲ୍ ପାରିତ କରିଥିବା ବେଳେ, ଜୁଲାଇ ୨୭ ତାରିଖରେ ଲିଖିତ ପରୀକ୍ଷା ଚାଲିଥିବା ସମୟରେ ‘ଅଲ୍ ଓଡ଼ିଶା ମେଡିକାଲ୍ ପିଜି’ ପରୀକ୍ଷାର ପ୍ରଶ୍ନପତ୍ର ହ୍ୱାଟସ୍‌ଆପ୍‌ରେ ଘୁରି ବୁଲିଥିଲା।ଅଧିକାରୀମାନଙ୍କ କହିବା ଅନୁଯାୟୀ, ୨୦୨୩-୨୬ ବ୍ୟାଚ୍‌ର MS/MD ପାଠ୍ୟକ୍ରମର ଜେନେରାଲ୍ ସର୍ଜରୀ (General Surgery)…