Indira Gandhi’s Name Removed From 3 Pension Schemes/ ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି:ପେନ୍ସନ୍ ଯୋଜନାରୁ ହଟିଲା ଇନ୍ଦିରା ଗାନ୍ଧୀଙ୍କ ନାଁ
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୩ଟି ପେନ୍ସନ୍ ଯୋଜନାରୁ ହଟିଲା ଇନ୍ଦିରା ଗାନ୍ଧୀଙ୍କ ନାଁ, ଯୋଡ଼ିହେଲା ‘ପ୍ରଧାନମନ୍ତ୍ରୀ’ ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶରେ ଚାଲିଥିବା ‘ରାଷ୍ଟ୍ରୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ’ (NSAP) ଅଧୀନରେ ଥିବା ତିନୋଟି ମୁଖ୍ୟ ପେନ୍ସନ୍ ଯୋଜନାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାଁ ହଟାଇ ଦିଆଯାଇଛି। ଏବେ ଏହି ସମସ୍ତ ଯୋଜନା ‘ପ୍ରଧାନମନ୍ତ୍ରୀ’ ନାମରେ ଜଣାଶୁଣା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର…



