UN Concerned Over Mass Detentions in Delhi Protests, Calls for Instant Release/ଦିଲ୍ଲୀ ବିକ୍ଷୋଭକୁ ନେଇ ଜାତିସଂଘର ଉଦ୍ବେଗ: ଗିରଫ ଆନ୍ଦୋଳନକାରୀଙ୍କୁ ତୁରନ୍ତ ଛାଡ଼ିବାକୁ ଦାବି
ଦିଲ୍ଲୀ ବିକ୍ଷୋଭକୁ ନେଇ ଜାତିସଂଘର ଉଦ୍ବେଗ: ଗିରଫ ଆନ୍ଦୋଳନକାରୀଙ୍କୁ ତୁରନ୍ତ ଛାଡ଼ିବାକୁ ଦାବି ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ଏବଂ ଏହାକୁ ନେଇ ହୋଇଥିବା ଗଣ-ଗିରଫଦାରୀକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛି ଜାତିସଂଘ। ସାଧାରଣ ନାଗରିକଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାର ଅଧିକାରକୁ ସୁରକ୍ଷା ଦେବା ସହ ଅଟକ ରଖାଯାଇଥିବା ସମସ୍ତ ବିକ୍ଷୋଭକାରୀଙ୍କୁ ତୁରନ୍ତ ଏବଂ ବିନା ସର୍ତ୍ତରେ ଛାଡ଼ିବାକୁ ଜାତିସଂଘ ମାନବାଧିକାର ଆୟୋଗ (OHCHR) ଭାରତ ସରକାରଙ୍କୁ ଅନୁରୋଧ କରିଛି। ମୁଖ୍ୟ…



