‘Lawrence Bishnoi Sahab’: Abhijeet Dipke Questions Delhi Police Priority After Resurfaced Video/“ଆନ୍ଦୋଳନକାରୀଙ୍କୁ ନିର୍ଯାତନା, ଅପରାଧୀଙ୍କୁ ସମ୍ମାନ!” ଦିଲ୍ଲୀ ପୁଲିସକୁ କଡ଼ା ସମାଲୋଚନା କଲେ ଅଭିଜିତ
ଦିଲ୍ଲୀ ପୁଲିସକୁ ଅଭିଜିତ ଦିପକେଙ୍କ ଟାଙ୍ଗା: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ‘ସାହେବ’ ସମ୍ବୋଧନକୁ ନେଇ ପ୍ରଶ୍ନ ଦିଲ୍ଲୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ‘ସାହେବ’ ବୋଲି ସମ୍ବୋଧନ କରିବା ନେଇ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଓ ସମାଲୋଚନା ଦେଖିବାକୁ ମିଳୁଛି। ଏହି ପ୍ରସଙ୍ଗରେ କକ୍ରୋଚ୍ ଜନତା ପାର୍ଟି (CJP) ର ପ୍ରତିଷ୍ଠାତା ଅଭିଜିତ ଦିପକେ ଦିଲ୍ଲୀ ପୁଲିସର କାର୍ଯ୍ୟଶୈଳୀକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ…



