Fading Colors of Tradition: Twin City Clay Artisans Face Severe Pre-Festive Crisis/ମାଟି ନାହିଁ, ଶୁଖୁନି ମୂର୍ତ୍ତି: ଟ୍ୱିନ୍ ସିଟିର ମୂର୍ତ୍ତି କାରିଗରଙ୍କ ସାମ୍ନାରେ ବଡ଼ ଚ୍ୟାଲେଞ୍ଜ..

ପାର୍ବଣ ଋତୁରେ ଚିନ୍ତାରେ ମୂର୍ତ୍ତି କାରିଗର: କଞ୍ଚାମାଲ ଦରବୃଦ୍ଧି ଓ ଅସମୟ ବର୍ଷା ଆଗରେ ହାର୍ ମାନୁଛି ମାଟି କଳା ଖୋର୍ଦ୍ଧା/କଟକ: ଗଣେଶ ପୂଜାରୁ ଆରମ୍ଭ କରି ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା ପର୍ଯ୍ୟନ୍ତ—ସାରା ଓଡ଼ିଶାରେ ଏବେ ଉତ୍ସବମୁଖର ପରିବେଶ। ପୂଜା ମଣ୍ଡପଗୁଡ଼ିକୁ ଆଲୋକିତ କରିବା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ, ଯେଉଁ କାରିଗରମାନେ ନିଜ ହାତର ଯାଦୁରେ ମାଟିରେ ଜୀବନ୍ୟାସ ଦିଅନ୍ତି, ସେମାନଙ୍କ ଆଖିରେ ଏବେ ଲୁହ। ବର୍ଷସାରା ଏହି ପୂଜା ଋତୁକୁ ଚାହିଁ…

“Empathy is Our Core Policy”: CM Mohan Majhi Holds 20th Public Grievance Hearing/ଲୋକଙ୍କ ସମସ୍ୟା ସମାଧାନ ଆମର ପ୍ରଥମ ପ୍ରାଥମିକତା: ୨୦ତମ ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀ

୯୫% ଅଭିଯୋଗର ସମାଧାନ: ୨୦ତମ ଶୁଣାଣିରେ ୧୬ ଜଣ ଦୂରାରୋଗ୍ୟ ପୀଡ଼ିତଙ୍କୁ ମିଳିଲା ସହାୟତା ଭୁବନେଶ୍ୱର: ଲୋକଙ୍କ ସମସ୍ୟା ଶୁଣିବା ଓ ତା’ର ତୁରନ୍ତ ସମାଧାନ କରିବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସୋମବାର ଭୁବନେଶ୍ୱର ୟୁନିଟ-୨ ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଆୟୋଜିତ ୨୦ତମ ରାଜ୍ୟସ୍ତରୀୟ ଶୁଣାଣି କାର୍ଯ୍ୟକ୍ରମରେ ସେ ଏହା ପ୍ରକାଶ କରିଛନ୍ତି। ସକାଳୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ପ୍ରଥମେ ବାହାରେ ଅପେକ୍ଷା କରିଥିବା…

Grand Closing Ceremony of 5th State-Level Photo Exhibition at Jayadev Bhawan/ଜୟଦେବ ଭବନରେ ଉଦଯାପିତ ହେଲା ୫ମ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ

ଜୟଦେବ ଭବନରେ ୫ମ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ: ନବିନ ସୂତ୍ରଧର ପ୍ରତିଭା ସମ୍ମାନ ପ୍ରଦାନ ଭୁବନେଶ୍ୱର:ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ‘ନୂତନ ଭବିଷ୍ୟତ ନିର୍ମାଣ ର ସୂତ୍ରଧର ଟ୍ରଷ୍ଟ’ ପକ୍ଷରୁ ଆୟୋଜିତ ୫ମ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀର ଉଦଯାପନୀ ଉତ୍ସବ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ବିଶିଷ୍ଟ ଯୋଗଦାନ ପାଇଁ ପ୍ରତିଭାବାନ ବ୍ୟକ୍ତିବିଶେଷ ଓ ଫଟୋଗ୍ରାଫରମାନଙ୍କୁ ସମ୍ମାନିତ କରାଯାଇଛି। ପୁରସ୍କାର ଓ ସମ୍ମାନ: * ବେଷ୍ଟ ଫଟୋ ସମ୍ମାନ: ଉଦୟନ ସାରଥୀ,…

NIC Bhubaneswar Hosts Awareness Session Under ‘Nasha Mukt Bharat Abhiyaan’/“ନିଶା ମୁକ୍ତ ଯୁବା – ବିକଶିତ ଭାରତ”: NIC ଓଡ଼ିଶାରେ ବିଶେଷ ସଚେତନତା ଶିବିର ଅନୁଷ୍ଠିତ

NIC ଭୁବନେଶ୍ୱରରେ ‘ନିଶାମୁକ୍ତ ଭାରତ ଅଭିଯାନ’ ସଚେତନତା କାର୍ଯ୍ୟକ୍ରମ: ଯୁବପିଢ଼ିଙ୍କୁ ପ୍ରେରଣା ଦେଲେ ବ୍ରହ୍ମାକୁମାରୀ ଲୀନା ଭୁବନେଶ୍ୱର (ବ୍ୟୁରୋ): ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏକ ସୁସ୍ଥ, ସକାରାତ୍ମକ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (NIC), ଭୁବନେଶ୍ୱର ଠାରେ ‘ନିଶାମୁକ୍ତ ଭାରତ ଅଭିଯାନ’ ସମ୍ପର୍କିତ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ସଂଗଠନର ରାଜଯୋଗିନୀ ବ୍ରହ୍ମାକୁମାରୀ ଲୀନା ମୁଖ୍ୟ ବକ୍ତା…

Online Drivers Turn Violent: Buses & Private Cars Smashed, Police Lathi-Charge/ସୀମା ପାର ହେଲା ଆନ୍ଦୋଳନ: ‘ଆମ ବସ୍’ ସହ ସାଧାରଣ ଜନତାଙ୍କ ଗାଡ଼ି ନଷ୍ଟ, ରାଜରାସ୍ତାରେ ରଣକ୍ଷେତ୍ର..

ଅନଲାଇନ୍ ଗାଡ଼ି ଚାଳକଙ୍କ ଉଗ୍ର ଆନ୍ଦୋଳନ: ‘ଆମ ବସ୍’ ସହ ସାଧାରଣ ଲୋକଙ୍କ କାର୍‌ ଭଙ୍ଗାରୁଜା, ରାଜଧାନୀ : ଅନଲାଇନ୍ ଆପ୍‌-ଭିତ୍ତିକ କ୍ୟାବ୍‌ ଓ ଅଟୋ ଚାଳକମାନଙ୍କ ଆନ୍ଦୋଳନ ଆଜି ଅତି ଉଗ୍ର ରୂପ ନେଇଛି। ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିବା ଚାଳକମାନେ ଉତ୍ତେଜିତ ହୋଇ ହିଂସାକାଣ୍ଡ ଘଟାଇବା ସହ ସାରା ସହରରେ ଆତଙ୍କ ସୃଷ୍ଟି କରିଛନ୍ତି। ଆନ୍ଦୋଳନକାରୀମାନେ କେବଳ ସରକାରୀ ‘ଆମ ବସ୍’ ଗୁଡ଼ିକୁ ଅଟକାଇ ଭଙ୍ଗାରୁଜା କରିନାହାନ୍ତି, ବରଂ ରାସ୍ତାରେ ଯାଉଥିବା ସାଧାରଣ…