Taxi Fare War Escalates: Online Drivers’ Forum Calls 12-Hour Odisha Bandh/ଓଡ଼ିଶା ଟ୍ୟାକ୍ସି ବନ୍ଦ: ଆଜି ବନ୍ଦ ରହିବ ଅନ୍ଲାଇନ୍ କ୍ୟାବ୍ ଓ ଅଟୋ ସେବା…
ଅନ୍ଲାଇନ୍ କ୍ୟାବ୍ ସେବାର ଦର ବିବାଦ ଉଗ୍ର: ଓଡ଼ିଶା ଚାଳକ ମିଳିତ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ବନ୍ଦ ଡାକରା ଭୁବନେଶ୍ୱର : ଓଡ଼ିଶାରେ ଅନ୍ଲାଇନ୍ ଟ୍ୟାକ୍ସି ଓ ଆପ୍-ଆଧାରିତ ପରିବହନ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ମଧ୍ୟରେ ଦର କାଟୁଥିବା ପ୍ରତିଯୋଗିତା (Fare War) ଏବେ ଉଗ୍ର ରୂପ ନେଇଛି। ଆପ୍-ଆଧାରିତ ସଂସ୍ଥାଗୁଡ଼ିକର ମନମୁଖୀ ଦର ନୀତି ଓ ଚାଳକଙ୍କ ପ୍ରତି ହେଉଥିବା ଶୋଷଣ ବିରୋଧରେ ‘ଓଡ଼ିଶା ଅନ୍ଲାଇନ୍ ଚାଳକ ମିଳିତ ମଞ୍ଚ’ ପକ୍ଷରୁ ୧୨…

