Odisha Links Celebrates 9th Foundation Day with Divine Devotion and Cultural Grandeur/ଓଡ଼ିଶା ଲିଙ୍କ୍ସର ନବମ ସ୍ୱନକ୍ଷତ୍ର: ଭକ୍ତି, ସଂସ୍କୃତି ଓ ସେବାର ଅନନ୍ୟ ସମାଗମ
ସାଧୁସନ୍ଥଙ୍କ ଭବ୍ୟ ଉପସ୍ଥିତି ଓ ଦିବ୍ୟାଙ୍ଗଙ୍କ ‘ଭକ୍ତି ଅର୍ଘ୍ୟ’ରେ ପାଳିତ ହେଲା ଓଡ଼ିଶା ଲିଙ୍କ୍ସର ନବମ ସ୍ୱନକ୍ଷତ୍ର ଭୁବନେଶ୍ୱର: ଭଞ୍ଜକଳା ମଣ୍ଡପରେ ଓଡ଼ିଶା ଲିଙ୍କ୍ସର ନବମ ସ୍ୱନକ୍ଷତ୍ର ଦିବସ ଭକ୍ତି, ସଂସ୍କୃତି ଓ ସମାଜସେବାର ସମନ୍ୱୟରେ ଭବ୍ୟ ଭାବେ ପାଳିତ ହୋଇଛି। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଭକ୍ତି ଅର୍ଘ୍ୟ’ ଦର୍ଶକଙ୍କ ମନକୁ ଆକର୍ଷିତ କରିଥିଲା। କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଥିଲା ଦିବ୍ୟାଙ୍ଗ କଳାକାରମାନଙ୍କ ଦ୍ୱାରା ପରିବେଷିତ ଭକ୍ତିମୟ ସଙ୍ଗୀତ। ସେମାନଙ୍କର…

