News Inshot

Bank Pensioners Demand Revision in Basic Pension After 28 Years on Par with RBI Pattern/୨୮ ବର୍ଷ ହେଲା ବଦଳିନି ବ୍ୟାଙ୍କ କର୍ମଚାରୀଙ୍କ ମୂଳ ପେନ୍ସନ୍: ଆର.ବି.ଆଇ. ଢାଞ୍ଚାରେ ସଂଶୋଧନ ପାଇଁ ଦାବୀ

୨୮ ବର୍ଷ ହେଲା ବଦଳିନି ବ୍ୟାଙ୍କ କର୍ମଚାରୀଙ୍କ ମୂଳ ପେନ୍ସନ୍: ଆର.ବି.ଆଇ. ଢାଞ୍ଚାରେ ସଂଶୋଧନ ପାଇଁ ଦାବୀ ଭୁବନେଶ୍ୱର: ବ୍ୟାଙ୍କ କ୍ଷେତ୍ରରେ ୧୯୯୫ ମସିହାରୁ ପେନ୍ସନ୍ ଯୋଜନା ଲାଗୁ ହୋଇଥିଲେ ସୁଦ୍ଧା, ଦୀର୍ଘ ୨୮ ବର୍ଷ ବିତିଯାଇଥିଲେ ବି ଅବସରପ୍ରାପ୍ତ କର୍ମଚାରୀଙ୍କ ମୂଳ ପେନ୍ସନରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହି ସମୟ ମଧ୍ୟରେ କାର୍ଯ୍ୟରତ ବ୍ୟାଙ୍କ କର୍ମଚାରୀଙ୍କ ବେତନ ୭ ଥର ସଂଶୋଧିତ ହୋଇସାରିଥିବା ବେଳେ, ପୁରୁଣା ପେନ୍ସନଭୋଗୀମାନେ ମାତ୍ରାଧିକ ତାରତମ୍ୟର ଶିକାର ହେଉଛନ୍ତି। ନିଖିଳ…

Book Flights Stress-Free: MakeMyTrip Introduces Price Drop Refund Feature/ବିମାନ ଟିକେଟ୍‌ର ଦାମ୍‌ କମିଲେ ମିଳିବ ରିଫଣ୍ଡ: MakeMyTrip ର ନୂଆ ଅଫର

ଫ୍ଲାଇଟ୍‌ ଟିକେଟ୍‌ ବୁକିଂ ପରେ ଦାମ୍ କମିଗଲେ ଫେରସ୍ତ ମିଳିବ ପଇସା: MakeMyTrip ଆଣିଲା ନୂଆ ସୁବିଧା ନୂଆଦିଲ୍ଲୀ: ବିମାନ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର। ଅନେକ ସମୟରେ ଆମେ ଆଗରୁ ଫ୍ଲାଇଟ୍‌ ଟିକେଟ୍‌ ବୁକ୍‌ କରିଦେବା ପରେ ଦେଖୁ ଯେ ତା’ର ଦାମ୍‌ କମିଯାଇଛି। ଏହାଦ୍ୱାରା ନିଜକୁ ଠକିହୋଇଗଲା ପରି ଅନୁଭବ ହୁଏ। କିନ୍ତୁ ଏବେ ଆଉ ସେମିତି ହେବନାହିଁ। ଭାରତର ପ୍ରମୁଖ ଟ୍ରାଭେଲ୍‌ ଆପ୍‌ MakeMyTrip ଏକ ନୂଆ ଫିଚର…

Over 2,000 Prominent Citizens Write to CJI Seeking Halt on ECI’s Voter Revision Process/ନିର୍ବାଚନ କମିଶନଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ୨୦୦୦ରୁ ଉର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି, ‘SIR’ ପ୍ରକ୍ରିୟା ରୋକିବାକୁ CJIଙ୍କୁ ଖୋଲା ଚିଠି

ନିର୍ବାଚନ କମିଶନଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୨୦୦୦ରୁ ଉର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି, ‘SIR’ ସ୍ଥଗିତ ରଖିବାକୁ ଦାବି ନୂଆଦିଲ୍ଲୀ: ଦେଶର ନିର୍ବାଚନ ପ୍ରକ୍ରିୟା ଏବଂ ନିର୍ବାଚନ କମିଶନଙ୍କ (ECI) କାର୍ଯ୍ୟଶୈଳୀକୁ ନେଇ ଏବେ ବଡ଼ ବିବାଦ ଛିଡ଼ା ହୋଇଛି। ଭୋଟର ତାଲିକା ସଂଶୋଧନ ପାଇଁ ଚାଲିଥିବା ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍’ (SIR) ପ୍ରକ୍ରିୟାକୁ ତୁରନ୍ତ ରୋକିବା ପାଇଁ ଦେଶର ୨,୦୦୦ରୁ ଉର୍ଦ୍ଧ୍ୱ ପ୍ରମୁଖ ବୁଦ୍ଧିଜୀବୀ ଓ ବିଶିଷ୍ଟ ନାଗରିକ ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟ…

NIC Odisha Celebrates Hindi Fortnight 2026/ NIC ଓଡ଼ିଶାରେ ‘ହିନ୍ଦୀ ପକ୍ଷ’ ଉଦ୍‌ଯାପିତ; ଉନ୍ମୋଚିତ ହେଲା ‘ଦ ଏସେଣ୍ଡର’ର ହିନ୍ଦୀ ସଂସ୍କରଣ

ଏନ୍‌ଆଇସି ଓଡ଼ିଶାରେ ‘ହିନ୍ଦୀ ପକ୍ଷ-୨୦୨୬’ ସମାପନ ଭୁବନେଶ୍ୱର: ସରକାରୀ କାମକାର୍ଯ୍ୟରେ ହିନ୍ଦୀ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏନ୍‌ଆଇସି (NIC) ଓଡ଼ିଶା ପକ୍ଷରୁ ଗତ ସେପ୍ଟେମ୍ବର ୧୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ‘ହିନ୍ଦୀ ପକ୍ଷ-୨୦୨୬’ ଉତ୍ସାହର ସହ ସମ୍ପନ୍ନ ହୋଇଯାଇଛି। ଏହି ଦୁଇ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଅଫିସର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଟାଇପିଂ, ଅନୁବାଦ, ସୃଜନଶୀଳ ଲେଖନ, କବିତା ଆବୃତ୍ତି ଏବଂ ବକ୍ତୃତା ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାସହିତ ଅଂଶଗ୍ରହଣକାରୀମାନେ…

“Protecting Odisha’s Rights”: BJD Holds Massive Agitation in Bhubaneswar Led by Naveen Patnaik/MMDR ଆଇନ୍‌ ବିରୋଧରେ ବିଜେଡିର ବିଶାଳ ପ୍ରତିବାଦ: ‘ଶେଷ ନିଶ୍ୱାସ ଯାଏଁ ଲଢ଼େଇ କରିବି’ କହିଲେ ନବୀନ

MMDR ଆଇନ୍‌ ବିରୋଧରେ ବିଜେଡିର ବିଶାଳ ପ୍ରତିବାଦ: ‘ଶେଷ ନିଶ୍ୱାସ ଯାଏଁ ଲଢ଼େଇ କରିବି’ କହିଲେ ନବୀନ ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସଂଶୋଧିତ MMDR (ଖଣି ଓ ଖଣିଜ ଦ୍ରବ୍ୟ) ଆଇନ୍‌କୁ ବିରୋଧ କରି ଆଜି ଭୁବନେଶ୍ୱରରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମାଷ୍ଟର କ୍ୟାଣ୍ଟିନ୍‌ ଓ ଲୋୟର ପିଏମ୍‌ଜି (ବିଧାନସଭା ସମ୍ମୁଖ) ଅଞ୍ଚଳରେ ହଜାର ହଜାର ବିଜେଡି ନେତା, କର୍ମୀ ଏବଂ ଯୁବସଂଗଠନ…