News Inshot

Mahanadi is Odisha’s Lifeline: CM Mohan Majhi Assures Protection of State’s Water Rights/ମହାନଦୀ ଆମ ଜୀବନରେଖା: ଓଡ଼ିଶାର ସ୍ୱାର୍ଥ ସହ କୌଣସି ବୁଝାମଣା ନାହିଁ, ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବାର୍ତ୍ତା..

ମହାନଦୀ ଜଳ ବିବାଦ: ଶୀଘ୍ର ଆସିବ ଚୂଡ଼ାନ୍ତ ନିଷ୍ପତ୍ତି, ଉଭୟ ଓଡ଼ିଶା ଓ ଛତିଶଗଡ଼ର ସ୍ୱାର୍ଥକୁ ମିଳିବ ପ୍ରାଧାନ୍ୟ ନୂଆଦିଲ୍ଲୀ / ଭୁବନେଶ୍ୱର: ବହୁ ବର୍ଷରୁ ଚାଲିଆସୁଥିବା ମହାନଦୀ ଜଳ ବିବାଦର ସମାଧାନ ଏବେ ନିକଟତର ହେବାରେ ଲାଗିଛି। ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ…

Salute to Bravery: Moving Sand Art at Puri Beach Wishes Captain Smit Machchhar ‘Get Well Soon’/ ପୁରୀ ବେଳାଭୂମିରେ ବାଲୁକା କଳା: କ୍ୟାପଟେନ୍ ସ୍ମିତ୍ ମାଚ୍ଛାରଙ୍କ ସାହସିକତାକୁ ସଲାମ୍, ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା

କ୍ୟାପଟେନ୍ ସ୍ମିତ୍ ମାଚ୍ଛାରଙ୍କ ସାହସିକତାକୁ ବାଲୁକା କଳା ମାଧ୍ୟମରେ ସଲାମ୍: ପୁରୀ ବେଳାଭୂମିରୁ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା ପୁରୀ : ବିମାନ ଦୁର୍ଘଟଣା ଏବଂ ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଅସାଧାରଣ ସାହସିକତାର ପରିଚୟ ଦେଇଥିବା ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମାଚ୍ଛାରଙ୍କୁ (Captain Smit Machchhar) ସାରା ଦେଶ ସଲାମ୍ କରୁଛି। ଏହି ଅବସରରେ ପୁରୀର ପ୍ରସିଦ୍ଧ ବେଳାଭୂମିରେ ବାଲୁକା କଳା (Sand Art) ମାଧ୍ୟମରେ କ୍ୟାପଟେନ୍ ସ୍ମିତ୍‌ଙ୍କ ବୀରତ୍ୱ ଓ ତ୍ୟାଗକୁ ଗଭୀର…

Odisha Chief Electoral Officer R. S. Gopalan Applies for Voluntary Retirement/ସ୍ଵେଚ୍ଛାକୃତ ଅବସର ଆବେଦନ କଲେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌. ଏସ୍‌. ଗୋପାଳନ୍‌

ସ୍ଵେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌. ଏସ୍‌. ଗୋପାଳନ୍‌ ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ତଥା ୨୦୦୧ ବ୍ୟାଚ୍‌ର ଆଇଏଏସ୍ ଅଫିସର ଆର୍‌. ଏସ୍‌. ଗୋପାଳନ୍ ସରକାରୀ ସେବାରୁ ସ୍ଵେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ରାଜ୍ୟରେ ନିକଟରେ ଶେଷ ହୋଇଥିବା ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ପରେ ପରେ ଗୋପାଳନ୍‌ଙ୍କ ଏହି ନିଷ୍ପତ୍ତି ରାଜନୈତିକ ଏବଂ ପ୍ରଶାସନିକ ସ୍ତରରେ ବେଶ ଚର୍ଚ୍ଚା ସୃଷ୍ଟି…

Form 6 Row: Rahul Gandhi Questions TCS & EC/ଫର୍ମ-୬ ବିବାଦ: TCS ଓ EC କୁ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ..

ଫର୍ମ-୬ ବିବାଦ: EC ଏବଂ TCS କୁ ରାହୁଲ ଗାନ୍ଧୀଙ୍କ ଘନଘନ ପ୍ରଶ୍ନ, ‘ଇଣ୍ଡିଆ’ ମେଣ୍ଟର ବଡ଼ ଆନ୍ଦୋଳନ ଡାକରା ନୂଆଦିଲ୍ଲୀ:ନୂଆ ଭୋଟର ଆବେଦନ ପାଇଁ ବ୍ୟବହୃତ ଅନଲାଇନ୍ ଫର୍ମ-୬ (Form 6) ରେ ବେଆଇନ ଭାବେ ଅଦଳବଦଳ କରାଯାଇଥିବା ଅଭିଯୋଗ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିଶନ (ECI) ଏବଂ ଆଇଟି ସଂସ୍ଥା ଟାଟା କନସଲଟାନ୍ସି ସର୍ଭିସେସ (TCS) ଉପରେ ବାଣ ମାରିଛନ୍ତି। ସେପଟେ ଏହି ମୁଦ୍ଦାକୁ ନେଇ ବିରୋଧୀ ‘ଇଣ୍ଡିଆ’ (INDIA)…

“This Is Not Cricket, Only Batting”: Gautam Gambhir Slams Lifeless Guwahati Pitch/“ଏହା କ୍ରିକେଟ ନୁହେଁ, କେବଳ ବ୍ୟାଟିଂ” — ଗୁଆହାଟୀ ପିଚ୍‌ ଉପରେ ବର୍ଷିଲେ ଗୌତମ ଗମ୍ଭୀର

“ଏହା କ୍ରିକେଟ ନୁହେଁ, କେବଳ ବ୍ୟାଟିଂ” — ଗୁଆହାଟୀ ପିଚ୍‌ ଉପରେ ବର୍ଷିଲେ ଗୌତମ ଗମ୍ଭୀର ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ରନ୍‌ର ବନ୍ୟା ବହିଯାଇଥିଲା। ମ୍ୟାଚ୍‌ରେ ଦୁଇ ଦଳ ମିଶି ମୋଟ ୮୧୧ ରନ୍ ସଂଗ୍ରହ କରିଥିଲେ, ଯାହା ପ୍ରଶଂସକଙ୍କ ପାଇଁ ବେଶ୍‌ ମନୋରଞ୍ଜନପୂର୍ଣ୍ଣ ଥିଲା। କିନ୍ତୁ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏହି ପିଚ୍‌କୁ ନେଇ କଡ଼ା ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୁଆହାଟୀର ବାରସାପାରା ଷ୍ଟାଡିୟମ୍‌ରେ ଖେଳାଯାଇଥିବା…