News Inshot

Pocket Pinch for Consumers: OMFED Announces Milk Price Hike Across Odisha/ଓମ୍‌ଫେଡ୍ କ୍ଷୀର ଦର ବୃଦ୍ଧି: ଲିଟର ପିଛା ୪ ଟଙ୍କା ପର୍ଯ୍ୟନ୍ତ ବଢ଼ିଲା ଦାମ୍

ଓଡ଼ିଶାରେ ଆସନ୍ତା ୪ ଅକ୍ଟୋବରରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଜାଣନ୍ତୁ କେତେ ଟଙ୍କା ମହଙ୍ଗା ହେଲା ଆସନ୍ତା ଅକ୍ଟୋବର ୪ ତାରିଖରୁ ସାରା ଓଡ଼ିଶାରେ ଓମ୍‌ଫେଡ୍ (OMFED) କ୍ଷୀର ଦର ବୃଦ୍ଧି ପାଇବାକୁ ଯାଉଛି। ଗୋଖାଦ୍ୟର ବଦଳୁଥିବା ଦାମ୍ ଓ ପରିବହନ ଖର୍ଚ୍ଚ ବଢ଼ିବା ଯୋଗୁଁ ଓମ୍‌ଫେଡ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ନୂଆ ଦର ଅନୁସାରେ, ଟୋନ୍‌ଡ୍ ମିଲ୍କ (Toned Milk) ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇ ୫୮…

Odisha Assembly Honours Mahatma Gandhi & Lal Bahadur Shastri on Their Birth Anniversaries/ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ: ବାପୁ ଓ ଶାସ୍ତ୍ରୀଜୀଙ୍କୁ ସ୍ମରଣ କଲେ ଓଡ଼ିଶା ବିଧାନସଭା

ବିଧାନସଭାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଆଜି ଓଡ଼ିଶା ବିଧାନସଭା ପରିସରରେ ଏକ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ଯୋଗଦେଇ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ…

“Software Can’t Strip Voting Rights”: Bombay HC Slams Poll Body Over Voter Deletions/ନିର୍ବାଚନ ଆୟୋଗଙ୍କୁ ବମ୍ବେ ହାଇକୋର୍ଟଙ୍କ କଡ଼ା ଚେତାବନୀ: ‘ସଫ୍ଟୱେର୍ ଆଳରେ ଭୋଟରଙ୍କ ନାଁ କାଟିପାରିବେନି’

‘ନାଗରିକଙ୍କୁ ଭୋଟ୍ ଦେବାର ସୁଯୋଗ ଦେବା ନିର୍ବାଚନ ଆୟୋଗଙ୍କ ମୁଖ୍ୟ କାମ’: ନିର୍ବାଚନ ଆୟୋଗଙ୍କୁ ବମ୍ବେ ହାଇକୋର୍ଟଙ୍କ କଡ଼ା ସମାଲୋଚନା ପାଣାଜୀ: ନିର୍ବାଚନ ଆୟୋଗ (ECI) ଙ୍କ ପ୍ରଶାସନିକ କାର୍ଯ୍ୟଶୈଳୀ ଓ ଭୋଟର ତାଲିକାରୁ ନାଁ କାଟିବା ପ୍ରକ୍ରିୟାକୁ ନେଇ ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଶୁଣାଇଛନ୍ତି। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଦେଶର ନାଗରିକମାନେ ଯେପରି ସହଜରେ ଭୋଟ୍ ଦେଇପାରିବେ, ତାହା ନିଶ୍ଚିତ କରିବା ନିର୍ବାଚନ ଆୟୋଗଙ୍କର ପ୍ରାଥମିକ ଦାୟିତ୍ୱ।…

Why Gandhi Wasn’t the Original Choice for Indian Notes/ସ୍ୱାଧୀନତା ପରେ ନୋଟ୍‌ରେ ଗାନ୍ଧୀଜୀ ନଥିଲେ ପ୍ରଥମ ପସନ୍ଦ!

ଭାରତୀୟ ନୋଟ୍‌ରେ ଗାନ୍ଧୀଜୀ ନଥିଲେ ପ୍ରଥମ ପସନ୍ଦ! ଜାଣନ୍ତୁ ନୋଟ୍‌ରେ କିପରି ସ୍ଥାନ ପାଇଲେ ‘ଜାତିର ଜନକ’ ଆଜି ଆମ ହାତରେ ଥିବା ପ୍ରତ୍ୟେକ ଭାରତୀୟ ନୋଟ୍‌ରେ ମହାତ୍ମା ଗାନ୍ଧୀଙ୍କ ହସୁଥିବା ଫଟୋ ଦେଖିବାକୁ ମିଳେ । କିନ୍ତୁ ଆପଣ ଜାଣନ୍ତି କି? ସ୍ୱାଧୀନତା ପରେ ନୋଟ୍‌ରେ ସ୍ଥାନ ପାଇବା ପାଇଁ ଗାନ୍ଧୀଜୀ ଆଦୌ ପ୍ରଥମ ପସନ୍ଦ ନଥିଲେ। ଗାନ୍ଧୀଜୀଙ୍କ ବଦଳରେ କାହାକୁ ମିଳିଥିଲା ସ୍ଥାନ? ୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ବ୍ରିଟିଶ ରାଜା ଜର୍ଜ…

ICC World Cup 2027 Schedule Out: India Face Australia On Oct 7, Pakistan On Oct 10 In High-Octane Clashes!/ଟିମ୍ ଇଣ୍ଡିଆର ମିଶନ୍ ୨୦୨୭: ଅକ୍ଟୋବର ୭ରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ, ଦେଖନ୍ତୁ ଭାରତର ପୂରା ସୂଚୀ

୨୦୨୭ ଓଡ଼ିଆଇ ବିଶ୍ୱକପ୍ ସୂଚୀ ପ୍ରକାଶ: ଅକ୍ଟୋବର ୭ରେ ଅଷ୍ଟ୍ରେଲିଆ ଓ ୧୦ରେ ପାକିସ୍ତାନ ସହ ଲଢ଼ିବ ଭାରତ ଖେଳ ପ୍ରେମୀଙ୍କ ପାଇଁ ବଡ଼ ଖବର! ଆଇସିସି (ICC) ପକ୍ଷରୁ ୨୦୨୭ ପୁରୁଷ ଓଡ଼ିଆଇ କ୍ରିକେଟ ବିଶ୍ୱକପର ସମ୍ପୂର୍ଣ୍ଣ ସୂଚୀ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଏଥର ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆ ମିଳିତ ଭାବେ ଏହି ବଡ଼ ଟୁର୍ନାମେଣ୍ଟର ଆୟୋଜନ କରୁଛନ୍ତି। ସମୁଦାୟ ୧୪ଟି ଟିମ୍‌କୁ ନେଇ ଅକ୍ଟୋବର ୨ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ…