News Inshot

World Athletics Continental Tour Silver Meet 2026 Begins with Grand Showcase of Odisha’s Cultural Heritage/ୱାର୍ଲ୍ଡ ଆଥଲେଟିକ୍ସ ସିଲଭର ମିଟ୍‌: କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶାର ସଂସ୍କୃତି ଓ କ୍ରୀଡ଼ାର ମହାସଙ୍ଗମ..

ୱାର୍ଲ୍ଡ ଆଥଲେଟିକ୍ସ ସିଲଭର ମିଟ୍‌: କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶାର ସଂସ୍କୃତି ଓ କ୍ରୀଡ଼ାର ମହାସଙ୍ଗମ ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପ୍ରସିଦ୍ଧ ‘ୱାର୍ଲ୍ଡ ଆଥଲେଟିକ୍ସ କଂଟିନେଣ୍ଟାଲ୍ ଟୁର୍ ସିଲଭର ମିଟ୍ ୨୦୨୬’ର ଉଦ୍‌ଘାଟନୀ ସମାରୋହରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଆନ୍ତର୍ଜାତିକ କ୍ରୀଡ଼ା ଆବେଶର ଏକ ଅପୂର୍ବ ସଙ୍ଗମ ଦେଖିବାକୁ ମିଳିଛି। ବିଶ୍ୱସ୍ତରୀୟ ଆଥଲେଟିକ୍ସ ପ୍ରତିଯୋଗିତା ସହିତ ରାଜ୍ୟର ପରମ୍ପରା, ନୃତ୍ୟ ଓ କଳାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବା ପାଇଁ ଏହି ଉଦ୍‌ଘାଟନୀ ଉତ୍ସବ…

CM Mohan Majhi Inaugurates ‘Garima’ Exhibition in Bhubaneswar/’ଗରିମା’ ପ୍ରଦର୍ଶନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସଫେଇ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନ ଆମର ପ୍ରାଥମିକତା: ‘ଗରିମା’ ପ୍ରଦର୍ଶନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର:ସଫେଇ କର୍ମଚାରୀମାନଙ୍କୁ ସମାଜରେ ଉଚିତ ସମ୍ମାନ, ସୁରକ୍ଷା ଓ ସ୍ୱାଭିମାନର ସହ ଜୀବନଜୀବିକା ଯୋଗାଇଦେବା ଆମ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ “ଗରିମା – ଦ୍ୱିତୀୟ ଜାତୀୟ କର୍ମଶାଳା”ର ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୁଖ୍ୟ…

“Odia Girl Killed in Hyderabad Car Crash; Andhra MP’s Son Booked for Rash Driving”/ହାଇଦ୍ରାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସାଂସଦଙ୍କ ପୁଅଙ୍କ କାର୍‌ ଧକ୍କାରେ ଓଡ଼ିଆ ଯୁବତୀ ମୃତ୍ୟୁ..

ହାଇଦ୍ରାବାଦରେ ଦୁର୍ଘଟଣା: ସାଂସଦଙ୍କ ପୁଅଙ୍କ ଦ୍ରୁତଗାମୀ କାର୍‌ ଧକ୍କାରେ ଓଡ଼ିଆ ଝିଅ ଭାରତୀ ମୁଖୀଙ୍କ ମୃତ୍ୟୁ ହାଇଦ୍ରାବାଦ:ହାଇଦ୍ରାବାଦର ମାଧାପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ସଡ଼କ ଦୁର୍ଘଟଣା। ଆନ୍ଧ୍ରପ୍ରଦେଶର ଜନସେନା ପାର୍ଟି ରାଜ୍ୟସଭା ସାଂସଦ ଲିଙ୍ଗମାନେନି ରମେଶଙ୍କ ପୁଅଙ୍କ ଦ୍ରୁତଗାମୀ ଆଷ୍ଟନ ମାର୍ଟିନ୍ କାର୍‌ ଧକ୍କାରେ ଜଣେ ୨୬ ବର୍ଷୀୟା ଓଡ଼ିଆ ଯୁବତୀଙ୍କ ଜୀବନ ଯାଇଛି। ମୃତ ଯୁବତୀ ଜଣକ ହେଲେ ଓଡ଼ିଶାର ଭାରତୀ ମୁଖୀ। ମିଳିଥିବା ସୂଚନା ଅନୁଯାୟୀ, ଭାରତୀ ହାଇଦ୍ରାବାଦର ଇନଓରବିଟ୍ ମଲ୍‌ସ୍ଥିତ ‘ଲାଇଫଷ୍ଟାଇଲ୍’…

3 New Indian Smartphone Brands Coming Soon, Confirms IT Minister/ଚୀନ୍-ବିଦେଶୀ ଫୋନକୁ ଟକ୍କର ଦେବେ ୩ ଭାରତୀୟ ବ୍ରାଣ୍ଡ୍; ବଡ଼ ଘୋଷଣା କଲେ ଅଶ୍ୱିନୀ ବୈଷ୍ଣବ

୧୦-୧୪ ମାସ ମଧ୍ୟରେ ଭାରତକୁ ମିଳିବ ୩ଟି ଦେଶୀ ସ୍ମାର୍ଟଫୋନ୍ ବ୍ରାଣ୍ଡ୍: ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ:ଖୁବଶୀଘ୍ର ଭାରତୀୟ ବଜାରରେ ଦେଖିବାକୁ ମିଳିବ ଭାରତରେ ତିଆରି ନିଜସ୍ୱ ସ୍ମାର୍ଟଫୋନ୍। ଆଗାମୀ ୧୦ ରୁ ୧୪ ମାସ ମଧ୍ୟରେ ଦେଶରେ ତିନୋଟି ନୂଆ ଭାରତୀୟ ସ୍ମାର୍ଟଫୋନ୍ କମ୍ପାନୀ ସାମ୍ନାକୁ ଆସିପାରନ୍ତି। କେନ୍ଦ୍ର ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସରକାରଙ୍କ ନୂଆ ‘ମୋବାଇଲ୍ ଫୋନ୍ ମାନୁଫାକ୍ଚରିଂ ସ୍କିମ୍’ (MPMS) ମାଧ୍ୟମରେ ଦେଶୀ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହିତ…

Tragedy over Mobile Demand: Teen Leaps Off Cliff, Parents Perish Trying to Save Him/ମୋବାଇଲ୍ ପାଇଁ ଜିଦ୍ ନେଲା ତିନି ଜୀବନ: ପାହାଡ଼ରୁ ଡେଇଁ ପୁଅ ମୃତ, ବଞ୍ଚାଇବାକୁ ଯାଇ ଆଖି ବୁଜିଲେ ବାପା-ମା’…

ମୋବାଇଲ୍ ପାଇଁ ଜିଦ୍ ନେଲା ତିନି ଜୀବନ: ପାହାଡ଼ରୁ ଡେଇଁ ପୁଅ ମୃତ, ବଞ୍ଚାଇବାକୁ ଯାଇ ଆଖି ବୁଜିଲେ ବାପା-ମା’ ଛତ୍ରପତି ସମ୍ଭାଜୀନଗର:ଏକ ସ୍ମାର୍ଟଫୋନ୍ ପାଇଁ ଗୋଟିଏ ହସୁଥିବା ପରିବାର ଏମିତି ଛାରଖାର ହୋଇଯିବ, ତାହା କେହି କେବେ କଳ୍ପନା ସୁଦ୍ଧା କରିନଥିଲେ। ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲ୍ଲା ଅନ୍ତର୍ଗତ ତିସଗାଁ ଅଞ୍ଚଳରେ ଥିବା ଖାବଡ଼ା ପାହାଡ଼ (ଖାବଡ଼ା ଡୋଙ୍ଗର) ନିକଟରେ ଏକ ଅତ୍ୟନ୍ତ ଦୁଃଖଦ ଓ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି। ମୋବାଇଲ୍ ଫୋନ୍ କିଣିବାକୁ…