Food Costs ₹26, Tax Costs ₹30! Swiggy’s Bizarre Bill Sparking Social Media Buzz/ଖାଦ୍ୟ ଦାମ୍ଠୁ ଟିକସ ଅଧିକ! ୨୬ ଟଙ୍କାର ଅର୍ଡରରେ ୩୦ ଟଙ୍କା GST କାଟିଲା Swiggy’s…
୨୬ ଟଙ୍କାର ଅର୍ଡରରେ ୩୦ ଟଙ୍କା GST! ସ୍ୱିଗିର ହିସାବ ଶୁଣି ହସିବେ ନା କାନ୍ଦିବେ? ଆଜିକାଲି ଅନଲାଇନ୍ରେ ଖାଦ୍ୟ ମଗାଇବା ଏକ ସାଧାରଣ କଥା ହୋଇଗଲାଣି। କିନ୍ତୁ ନିକଟରେ ସ୍ୱିଗି (Swiggy) ର ଜଣେ ଗ୍ରାହକଙ୍କ ସହ ଏପରି କିଛି ଘଟିଛି, ଯାହା ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ବ୍ୟକ୍ତି ସ୍ୱିଗିରୁ ମାତ୍ର ୨୬ ଟଙ୍କାର ଅର୍ଡର କରିଥିଲେ। କିନ୍ତୁ ବିଲ୍ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କାରଣ ସେଥିରେ ୩୦…

