Major Boost for Western Odisha: CM Inaugurates ‘Make in India’ Doppler Radar in Sambalpur/ସମ୍ବଲପୁରରେ ୯୬୦ କୋଟିର ୫୦ଟି ପ୍ରକଳ୍ପ ସହ ଦେଶର ୫୧ତମ ଡପ୍ଲର ରାଡାର୍ ଲୋକାର୍ପିତ
ସମ୍ବଲପୁରରେ ୯୬୦ କୋଟିର ୫୦ଟି ପ୍ରକଳ୍ପ ସହ ଦେଶର ୫୧ତମ ଡପ୍ଲର ରାଡାର୍ ଲୋକାର୍ପିତ ସମ୍ବଲପୁର :ପଶ୍ଚିମ ଓଡ଼ିଶାର ବିକାଶ ଯାତ୍ରାରେ ଆଜି ଯୋଡ଼ି ହୋଇଛି ଏକ ନୂଆ ସ୍ୱର୍ଣ୍ଣିମ ଫର୍ଦ୍ଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତ ଅବସରରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ପ୍ରାୟ ୯୬୦ କୋଟି ଟଙ୍କାର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହାସହିତ ପଶ୍ଚିମ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନାକୁ ସୁଦୃଢ଼ କରିବା…

