News Inshot

India Condemns Demolition of 100-Year-Old Hindu Temple in Pakistan/ପାକିସ୍ତାନରେ ୧୦୦ ବର୍ଷର ପୁରୁଣା ହିନ୍ଦୁ ମନ୍ଦିର ଭଙ୍ଗାଯିବା ଘଟଣା: ଭାରତର କଡ଼ା ନିନ୍ଦା

ପାକିସ୍ତାନରେ ସହେ ବର୍ଷର ପୁରୁଣା ହିନ୍ଦୁ ମନ୍ଦିର ଭଙ୍ଗାଯିବା ଘଟଣା: ଭାରତର କଡ଼ା ନିନ୍ଦା ପାକିସ୍ତାନର ପଞ୍ଜାବ ପ୍ରଦେଶସ୍ଥିତ ନାରୋୱାଲ ଜିଲ୍ଲା ସିରାଜ ଗାଁରେ ଏକ ପ୍ରାୟ ୧୨୫ ବର୍ଷ ପୁରୁଣା ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯିବା ଘଟଣାକୁ ଭାରତ ଦୃଢ଼ ଭାବରେ ନିନ୍ଦା କରିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ (MEA) ଏହାକୁ ଏକ ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ ବୋଲି କହିବା ସହ ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ଓ ଧାର୍ମିକ ସ୍ୱାଧୀନତା ନେଇ ଗଭୀର ଚିନ୍ତା…

Totalisers in EVM Counting: Supreme Court Issues Notice to Centre and Election Commission/EVM ଭୋଟ ଗଣତିରେ ‘ଟୋଟଲାଇଜର୍‌’: କେନ୍ଦ୍ର ଓ ନିର୍ବାଚନ କମିଶନଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍ କୋର୍ଟ

ଇଭିଏମ୍ ଭୋଟ୍ ଗଣତିରେ ‘ଟୋଟଲାଇଜର୍’ ବ୍ୟବହାର: କେନ୍ଦ୍ର ଓ ନିର୍ବାଚନ କମିଶନଙ୍କ ଜବାବ ମାଗିଲେ ସୁପ୍ରିମ୍ କୋର୍ଟ ନୂଆଦିଲ୍ଲୀ: ଇଭିଏମ୍ (EVM) ଗଣତି ପ୍ରକ୍ରିୟାରେ ‘ଟୋଟଲାଇଜର୍’ (Totaliser) ମେସିନ୍ ବ୍ୟବହାର କରାଯିବ କି ନାହିଁ, ସେ ନେଇ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା ମାଗିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ…

MoSPI Rejects Base-Effect Manipulation Claims: Decoding the 7.8% GDP Growth Dispute/‘କୌଣସି ହେରଫେର୍ ହୋଇନାହିଁ’: ଜିଡିପି ବିବାଦ ଉପରେ ସାଂଖ୍ୟିକୀ ମନ୍ତ୍ରଣାଳୟର ବଡ଼ ସ୍ପଷ୍ଟୀକରଣ

୭.୮% ଜିଡିପି ବୃଦ୍ଧିକୁ ନେଇ ସ୍ପଷ୍ଟୀକରଣ ରଖିଲା ମନ୍ତ୍ରଣାଳୟ: ‘ସଂଖ୍ୟାରେ କୌଣସି ହେରଫେର୍ ହୋଇନାହିଁ’ ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ (ଏପ୍ରିଲ-ଜୁନ୍) ରେ ଭାରତର ଜିଡିପି (GDP) ବୃଦ୍ଧି ହାର ୭.୮% ରହିବାକୁ ନେଇ ଚାଲିଥିବା ଚର୍ଚ୍ଚା ଓ ସମାଲୋଚନା ଉପରେ କେନ୍ଦ୍ର ସାଂଖ୍ୟିକୀ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ (MoSPI) ରବିବାର ଏକ ବଡ଼ ସ୍ପଷ୍ଟୀକରଣ ଦେଇଛନ୍ତି। ମନ୍ତ୍ରଣାଳୟ ସ୍ପଷ୍ଟ ଭାବେ କହିଛି ଯେ ୭.୮% ଜିଡିପି ବିକାଶ ହାର ସମ୍ପୂର୍ଣ୍ଣ…

Air Marshal Jeetendra Mishra Named First CEO of Ram Temple Trust/ରାମ ମନ୍ଦିର ଟ୍ରଷ୍ଟର CEO ହେଲେ ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ପ୍ରଥମ CEO ଭାବେ ନିଯୁକ୍ତ ହେଲେ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମିଳିଛନ୍ତି ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO)। ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଟ୍ରଷ୍ଟର ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ପାରଦର୍ଶୀ କରିବା ପାଇଁ ଏକ ସ୍ୱତନ୍ତ୍ର ସର୍ଚ୍ଚ କମିଟିର ସୁପାରିଶ କ୍ରମେ ତାଙ୍କୁ ଚୟନ କରାଯାଇଛି। ଜିତେନ୍ଦ୍ର ମିଶ୍ର ଭାରତୀୟ…

Is KFC Safe in Odisha? Food Squads Seize Frozen Meat Past Shelf-Life in Bhubaneswar & Cuttack/KFC ଏବଂ McDonald’s ରୁ ଜବତ ହେଲା ବାସି ମାଂସ

ଓଡ଼ିଶାରେ KFC, McDonald’s ଭଳି ବଡ଼ ଫାଷ୍ଟଫୁଡ୍ ଆଉଟଲେଟ୍‌ରେ ଖାଦ୍ୟ ସୁରକ୍ଷା ଚଢ଼ାଉ; ମିଳିଲା ବାସି ମାଂସ, କାରଣ ଦର୍ଶାଅ ନୋଟିସ ଜାରି ଭୁବନେଶ୍ୱର: ଓଡ଼ିଶାର କଟକ ଓ ଭୁବନେଶ୍ୱର (ଟ୍ୱିନ୍ ସିଟି)ରେ ଥିବା KFC, McDonald’s, Domino’s ଏବଂ Burger King ଭଳି ଜଣାଶୁଣା ଆନ୍ତର୍ଜାତୀୟ ଫାଷ୍ଟଫୁଡ୍ ଚେନ୍‌ଗୁଡ଼ିକରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ହଠାତ୍ ଚଢ଼ାଉ କରାଯାଇଛି। ଏହି ସମୟରେ ବିଭିନ୍ନ ଆଉଟଲେଟ୍‌ରୁ ବହୁ ପରିମାଣର ବାସି ଏବଂ ଅସୁରକ୍ଷିତ ଖାଦ୍ୟ ସାମଗ୍ରୀ ଜବତ…