Indira Gandhi’s Name Removed From 3 Pension Schemes/ ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି:ପେନ୍‌ସନ୍ ଯୋଜନାରୁ ହଟିଲା ଇନ୍ଦିରା ଗାନ୍ଧୀଙ୍କ ନାଁ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୩ଟି ପେନ୍‌ସନ୍ ଯୋଜନାରୁ ହଟିଲା ଇନ୍ଦିରା ଗାନ୍ଧୀଙ୍କ ନାଁ, ଯୋଡ଼ିହେଲା ‘ପ୍ରଧାନମନ୍ତ୍ରୀ’ ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶରେ ଚାଲିଥିବା ‘ରାଷ୍ଟ୍ରୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ’ (NSAP) ଅଧୀନରେ ଥିବା ତିନୋଟି ମୁଖ୍ୟ ପେନ୍‌ସନ୍ ଯୋଜନାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାଁ ହଟାଇ ଦିଆଯାଇଛି। ଏବେ ଏହି ସମସ୍ତ ଯୋଜନା ‘ପ୍ରଧାନମନ୍ତ୍ରୀ’ ନାମରେ ଜଣାଶୁଣା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର…

Major Relief for BJD Leader Pratap Jena as Supreme Court Grants Clean Chit in Mahanga Case/ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱାସନା; ବିଜେଡି କହିଲା— ‘ସତ୍ୟ ଓ ଆଇନର ବିଜୟ’

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍, ସ୍ୱାଗତ କଲା ବିଜେଡି ଭୁବନେଶ୍ୱର (ନ୍ୟୁଜ୍ ଇନ୍‌ସଟ୍): ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ଥା ବିଜେଡି ନେତା ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ କ୍ଲିନଚିଟ୍ ମିଳିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ପରେ ମାମଲାର ସମ୍ପୂର୍ଣ୍ଣ ଆଇନଗତ ସ୍ଥିତି ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, ୨୦୨୧ ଜାନୁଆରୀ ୨ ତାରିଖରେ ମାହାଙ୍ଗାରେ ବିଜେପି ନେତା କୁଳମଣି ବାରିକ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ…

Warm Farewell to Governor Dr. Haribabu Kambhampati at State Guest House/ଭୁବନେଶ୍ୱର: ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କୁମ୍ଭମପାଟିଙ୍କୁ ଶ୍ରଦ୍ଧାପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା

ରାଜ୍ୟପାଳ ଡ. ହରିବାବୁ କୁମ୍ଭମପାଟିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା: ରାଜ୍ୟ ଅତିଥି ଭବନରେ ବସିଲା ସ୍ୱତନ୍ତ୍ର ବୈଠକ ଓ ରାତ୍ର ଭୋଜନ ଆସର ଭୁବନେଶ୍ୱର: ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କୁମ୍ଭମପାଟିଙ୍କୁ ଏକ ଭବ୍ୟ ଏବଂ ଆଳାପଚାରୀ ପରିବେଶରେ ବିଦାୟ ଦିଆଯାଇଛି। ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ତାଙ୍କ ସମ୍ମାନାର୍ଥେ ଏକ ସ୍ୱତନ୍ତ୍ର ବିଦାୟକାଳୀନ ରାତ୍ର ଭୋଜନ ସମାରୋହର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଓଡ଼ିଶା ହାଇକୋର୍ଟର…

“Double Engine Govt Has Failed Everyone, Gen Z’s Future Is Dark”: Naveen Patnaik Slams Govt at BJD Padayatra/ଡବଲ ଇଞ୍ଜିନ ସରକାରରେ ସମସ୍ତେ ହଇରାଣ: ଭୁବନେଶ୍ୱର ପଦଯାତ୍ରାରେ ବର୍ଷିଲେ ନବୀନ..

ଡବଲ ଇଞ୍ଜିନ ସରକାରରେ ସମସ୍ତେ ହଇରାଣ, Gen Z ର ଭବିଷ୍ୟତ ଅନ୍ଧାର: ଭୁବନେଶ୍ୱର ପଦଯାତ୍ରାରେ ବର୍ଷିଲେ ନବୀନ ଭୁବନେଶ୍ୱର (ନ୍ୟୁଜ୍ ଡେସ୍କ): ରାଜ୍ୟର ବର୍ତ୍ତମାନର ଡବଲ ଇଞ୍ଜିନ ସରକାରଙ୍କୁ ସୋଜାସୋଜି ଟାର୍ଗେଟ୍ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ଦଳର ଜନସମ୍ପର୍କ ପଦଯାତ୍ରାରେ ଯୋଗଦେଇ ସେ ସରକାରଙ୍କ ଅପାରଗତା ନେଇ କଡ଼ା ସମାଲୋଚନା କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ, ଆମ ସରକାର ସମୟରେ…

₹9 Crore Gold Seizure Exposes Major Highway Surveillance Gaps in Odisha/୯ କୋଟିର ସୁନା ଜବତ: ଓଡ଼ିଶାର ହାଇୱେ ସୁରକ୍ଷା ଉପରେ ଉଠିଲା ବଡ଼ ପ୍ରଶ୍ନ

୯ କୋଟିର ସୁନା ଜବତ: ଓଡ଼ିଶାର ହାଇୱେ ଓ ସୀମାନ୍ତ ସୁରକ୍ଷା ଉପରେ ଉଠିଲା ବଡ଼ ପ୍ରଶ୍ନ ଭୁବନେଶ୍ୱର: କୋଲକାତାରୁ ହାଇଦ୍ରାବାଦ ବୋହା ହେଉଥିବା ପ୍ରାୟ ୯ କୋଟି ଟଙ୍କା (୫.୮୩ କିଲୋ) ମୂଲ୍ୟର ବିଦେଶୀ ସୁନାକୁ ‘ଡିଆରଆଇ’ (DRI) ଜବତ କରିବା ପରେ ଏବେ ରାଜ୍ୟର ସୁରକ୍ଷା ଓ ଚେକପୋଷ୍ଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାଂଲାଦେଶ ସୀମାରୁ ଚୋରା ଚାଲାଣ ହୋଇ ଆସିଥିବା ଏହି ସୁନା ଓଡ଼ିଶାର ପ୍ରାୟ ୪୫୦ କିଲୋମିଟର ରାଜପଥ…