World Wrestling Championships: Kajal Dhochak Wins Historic Silver Medal/ଇତିହାସ ରଚିଲେ ୧୮ ବର୍ଷୀୟା କାଜଲ: ବିଶ୍ୱ କୁସ୍ତି ଚାମ୍ପିୟନସିପ୍ରେ ଜିତିଲେ ରୌପ୍ୟ ପଦକ
ନୂଆଦିଲ୍ଲୀ / ଅସ୍ତାନା: ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏକ ଗର୍ବର ମୁହୂର୍ତ୍ତ। ମାତ୍ର ୧୮ ବର୍ଷ ବୟସରେ କାଜଲ ଢୋଚାକ୍ ସୀନିୟର ୱାର୍ଲ୍ଡ ରେସଲିଂ ଚାମ୍ପିୟନସିପ୍ରେ ରୌପ୍ୟ ପଦକ ଜିତି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଏହାସହ ସେ ୱାର୍ଲ୍ଡ ଚାମ୍ପିୟନସିପ୍ର ମହିଳା ହେଭିୱେଟ୍ (୭୬ କିଗ୍ରା) ବର୍ଗରେ ମେଡାଲ ଜିତିବାରେ ଦେଶର ପ୍ରଥମ ମହିଳା କୁସ୍ତିଯୋଦ୍ଧା ହେବାର ଗୌରବ ହାସଲ କରିଛନ୍ତି। କାଜାଖସ୍ତାନର ଅସ୍ତାନାଠାରେ ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ରେ କାଜଲ…



