Headlines

Puri Jagannath Rath Yatra 2026 (Photo Gallery)

You may be interested30,000 Cheer PM Modi in Melbourne as India-Australia Ties Reach New Heights/ମେଲବୋର୍ଣ୍ଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ, ୩୦ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କ ସମାବେଶThursday, July 9 2026“We Want Justice: Street Play Held to Protest Brutal Crime Against 13-Year-Old”/”ନାବାଳିକାକୁ ନ୍ୟାୟ ଦାବିରେ ବନ୍ଦେ ମାତରମ୍‌ର ପଥପ୍ରାନ୍ତ ନାଟକ”Saturday, July 11 2026BAHUDA YATRA 2026 IN PICFriday, July 24 2026

Messi Creates FIFA World Cup History: First Player to Captain Country in 3 Finals/ଫୁଟବଲ୍ ଇତିହାସରେ ମେସିଙ୍କ ମହା-ରେକର୍ଡ: ୩ଟି ବିଶ୍ୱକପ୍ ଫାଇନାଲ୍‌ରେ କ୍ୟାପ୍ଟେନ୍ ହେବାରେ ବିଶ୍ୱର ପ୍ରଥମ ଖେଳାଳି…

ବିଶ୍ୱକପ୍ ଇତିହାସରେ ମେସି ସୃଷ୍ଟି କଲେ ନୂଆ ରେକର୍ଡ: ରବିବାର ଫାଇନାଲ୍‌ ଉପରେ ନଜର ଆଟଲାଣ୍ଟା: ୨୦୨୬ ଫିଫା ବିଶ୍ୱକପ୍ ସେମିଫାଇନାଲରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ଆର୍ଜେଣ୍ଟିନା ଫାଇନାଲରେ ପ୍ରବେଶ କରିଛି। ଏହା ସହିତ ଦଳର ଅଧିନାୟକ ଲିଓନେଲ୍ ମେସି ଫୁଟବଲ୍ ଇତିହାସରେ ଏକ ଅଦ୍ଭୁତପୂର୍ବ ରେକର୍ଡ ନିଜ ନାମରେ କରିଛନ୍ତି। ବିଶ୍ୱକପ୍‌ର ୯୬ ବର୍ଷର ଇତିହାସରେ ପ୍ରଥମ ଖେଳାଳି ଭାବେ ସେ ତିନୋଟି ଭିନ୍ନ ଭିନ୍ନ ବିଶ୍ୱକପ୍ ଫାଇନାଲ୍ (୨୦୧୪, ୨୦୨୨ ଏବଂ ୨୦୨)…

Delhi HC Issues Notice to Centre over Sonam Wangchuk’s Worsening Health/ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ; କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କଠାରୁ ଜବାବ ତଲବ..

. ନୀଟ୍ (NEET) ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଦିଲ୍ଲୀର ଯନ୍ତରମନ୍ତରଠାରେ ଅନଶନରେ ବସିଥିବା ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଦିଲ୍ଲୀ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଜୁନ୍ ୨୮ରୁ ଅନବରତ ଅନଶନ ଯୋଗୁଁ ତାଙ୍କ ଓଜନ ପ୍ରାୟ ୮ କିଲୋରୁ ଅଧିକ କମିଯାଇଥିବା ବେଳେ ବ୍ଲଡ୍ ସୁଗାର୍ ସ୍ତର ମଧ୍ୟ ହ୍ରାସ ପାଇଛି। ଏହି ମାମଲାକୁ ଅତ୍ୟନ୍ତ ଜରୁରୀ ବିବେଚନା କରି ମୁଖ୍ୟ…

ଏକାଠି ଡିଗ୍ରୀ ନେଲେ ମାଆ ଓ ପୁଅ/Mother and son graduate together at IIT Madras convocation

ଆଇଆଇଟି ମାଡ୍ରାସରେ ମାଆ-ପୁଅଙ୍କ ଯୁଗଳ ସଫଳତା: ପାଠପଢ଼ା ପାଇଁ ବୟସ ସୀମା ନଥାଏ ପ୍ରମାଣ କଲେ ଜିଜ୍ଞାସା ଓ ଆଦିତ୍ୟ ଆଇଆଇଟି ମାଡ୍ରାସ (IIT Madras) ର ସମାବର୍ତ୍ତନ ଉତ୍ସବରେ ଏଥର ସବୁଠାରୁ ବଡ଼ କରତାଳି କୌଣସି ସ୍ୱର୍ଣ୍ଣ ପଦକ ବିଜେତାଙ୍କ ପାଇଁ ନୁହେଁ, ବରଂ ଏକାଠି ମଞ୍ଚକୁ ଆସି ଡିଗ୍ରୀ ଗ୍ରହଣ କରିଥିବା ମାଆ-ପୁଅଙ୍କ ପାଇଁ ବାଜିଥିଲା। ୪୫ ବର୍ଷୀୟା ମାଆ ଜିଜ୍ଞାସା ଟେଲର ଏବଂ ତାଙ୍କ ୨୧ ବର୍ଷର ପୁଅ ଆଦିତ୍ୟ କପାଡିଆ ଏହି…

Hit-and-Run: 2 Bike Riders Killed on Khandagiri Overbridge/ଖଣ୍ଡଗିରି ଓଭରବ୍ରିଜ୍‌ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ବାଇକ୍‌ ଆରୋହୀ ମୃତ

ଖଣ୍ଡଗିରି ଓଭରବ୍ରିଜ୍‌ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମୃତ ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଓଭରବ୍ରିଜ୍‌ ଉପରେ ଏକ ଅଜ୍ଞାତ ଗାଡ଼ି ଧକ୍କାରେ ଦୁଇ ଜଣ ମୋଟରସାଇକେଲ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି। ଏକ ଦ୍ରୁତଗାମୀ ଅଜ୍ଞାତ ଗାଡ଼ି ବାଇକ୍‌କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଦୁର୍ଘଟଣା ଯୋଗୁଁ ଉଭୟ ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ…