Headlines

“This Kid Can Play”: Brett Lee Asks Fans to Celebrate Vaibhav Sooryavanshi’s Talent, Not His Age/”ସେ ଜଣେ ବିସ୍ଫୋରକ କ୍ରିକେଟର, ବୟସ ନୁହେଁ ଦକ୍ଷତା ଦେଖ”: ବୈଭବଙ୍କ ପକ୍ଷ ରଖିଲେ ବ୍ରେଟ୍ ଲୀ…

“୧୫ ହେଉ କି ୧୮, ଫରକ୍‌ ପଡ଼େନି”: ବୈଭବ ସୂର୍ଯ୍ୟବଂଶୀଙ୍କ ବୟସ ବିବାଦକୁ ନେଇ କଡ଼ା ପ୍ରତିକ୍ରିୟା ରଖିଲେ ବ୍ରେଟ୍ ଲୀ ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ନୂଆ ବିସ୍ଫୋରକ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ସାରା ବିଶ୍ୱରେ ଚାଲିଥିବା ବୟସ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଅନୁରୋଧ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲୀ। ବୈଭବଙ୍କ ବୟସ ୧୫, ୧୭ କିମ୍ବା ୧୮ ହେଉ—ଏହା ଅପେକ୍ଷା ତାଙ୍କର କ୍ରିକେଟ୍ ଖେଳିବାର ଅସାଧାରଣ ଦକ୍ଷତା ଏବଂ…

[Photo Story]World Elephant Day – Beyond Celebrations: The Urgent Need to Protect Elephants in Odisha and India/ହାତୀ ଦିବସରେ ବଡ଼ ପ୍ରଶ୍ନ: ସରକାରୀ ଦାବି ସତ୍ତ୍ୱେ କାହିଁକି ଅସୁରକ୍ଷିତ ଜଙ୍ଗଲର ‘ଗଜରାଜ’?

  ଆମ ସୁରକ୍ଷା ବଳୟ ଭିତରେ କାହିଁକି ଆଖି ବୁଜୁଛି ‘ଗଜରାଜ’? – ବିଶ୍ୱ ହାତୀ ଦିବସରେ ଏକ ବିଶେଷ ରିପୋର୍ଟ ଭୁବନେଶ୍ୱର:ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ‘ବିଶ୍ୱ ହାତୀ ଦିବସ’ (World Elephant Day) ଭାବେ ପାଳନ କରାଯାଏ। ଜଙ୍ଗଲର ବାସ୍ତବ ରକ୍ଷକ  ଆମ ସଂସ୍କୃତିର ପ୍ରତୀକ ‘ଗଜରାଜ’ଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ ବଡ଼ ବଡ଼ ସଭା-ସମିତି ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୁଏ। ମାତ୍ର ଏହି ଆଡ଼ମ୍ବରପୂର୍ଣ୍ଣ ଆୟୋଜନ ଭିତରେ ବାସ୍ତବ ଚିତ୍ରଟି…

CM Reviews Finance Department: Revenue Collection Up by 7.3%, Capex Rises 20.2% Till July/ମୁଖ୍ୟମନ୍ତ୍ରୀଙ୍କ ଅର୍ଥ ବିଭାଗ ସମୀକ୍ଷା: ଜୁଲାଇ ସୁଦ୍ଧା ରାଜସ୍ୱ ଆଦାୟ ୭.୩% ଓ ପୁଞ୍ଜିବ୍ୟୟ ୨୦.୨% ବୃଦ୍ଧି..

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଅର୍ଥ ବିଭାଗର କାର୍ଯ୍ୟ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷ ଜୁଲାଇ ସୁଦ୍ଧା ରାଜ୍ୟର ମୋଟ ରାଜସ୍ୱ ଆଦାୟ ୭.୩% ବୃଦ୍ଧି ପାଇ ୬୧,୫୯୩ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ରାଜ୍ୟର ନିଜସ୍ୱ ରାଜସ୍ୱ ୧୧.୯% ଏବଂ କାର୍ଯ୍ୟକ୍ରମ ବ୍ୟୟ ୧୯.୧% ବୃଦ୍ଧି ପାଇଛି।ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେଇ ପୁଞ୍ଜିବ୍ୟୟ (Capex) ୨୦.୨% ବୃଦ୍ଧି ସହ ୧୧,୩୦୦ କୋଟି ଟଙ୍କାରେ ପହଞ୍ଚିଛି। ‘ସମୃଦ୍ଧ ଓଡ଼ିଶା ୨୦୩୬’ ଲକ୍ଷ୍ୟ…

Vehicle Theft Syndicate: Over 2.3 Lakh Vehicles Stolen in India in 2024/ପ୍ରତି ୨.୩ ମିନିଟ୍‌ରେ ଗାୟବ ହେଉଛି ଗୋଟିଏ ବାହନ,ଦେଶରେ ୨.୩ ଲକ୍ଷରୁ ଅଧିକ ଗାଡ଼ି ଚୋରି…

ଦେଶରେ ଚୋରା ଗାଡ଼ି ସିଣ୍ଡିକେଟ୍‌: ୨୦୨୪ରେ ୨.୩ ଲକ୍ଷରୁ ଅଧିକ ଗାଡ଼ି ଚୋରି, ପ୍ରତି ୨.୩ ମିନିଟ୍‌ରେ ଗାୟବ ହେଉଛି ଗୋଟିଏ ବାହନ ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବାହନ ଚୋରି। ୨୦୨୪ ବର୍ଷର ନୂତନ ରିପୋର୍ଟ “ଦି ଗ୍ରେଟ୍ ଇଣ୍ଡିଆନ୍ ଭେହିକିଲ୍ ହାଇଷ୍ଟ” (The Great Indian Vehicle Heist) ଅନୁଯାୟୀ, ଗୋଟିଏ ବର୍ଷ ମଧ୍ୟରେ ସାରା ଦେଶରୁ ୨.୩ ଲକ୍ଷରୁ ଅଧିକ ଗାଡ଼ି ଚୋରି ହୋଇସାରିଛି। ପରିସଂଖ୍ୟାନ ଅନୁସାରେ, ଦେଶରେ…

Dhruv Rathee’s Controversial Video Geo-Blocked in India/ହିନ୍ଦୁ ଦେବଦେବୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଭାରତରେ ବ୍ୟାନ୍ ହେଲା ଧ୍ରୁବ ରାଠୀଙ୍କ ୟୁଟ୍ୟୁବ୍ ଭିଡିଓ..

ଧ୍ରୁବ ରାଠୀଙ୍କ ବିବାଦୀୟ ଭିଡିଓ ଭାରତରେ ଜିଓ-ବ୍ଲକ୍: ଦିଲ୍ଲୀ ହାଇକୋର୍ଟଙ୍କୁ ଗୁଗୁଲ୍‌ର ସୂଚନା ନୂଆଦିଲ୍ଲୀ:ପ୍ରସିଦ୍ଧ ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କ (Dhruv Rathee) ଏକ ବିବାଦୀୟ ଭିଡିଓକୁ ନେଇ ଭାରତରେ ସୋସିଆଲ ମିଡିଆ ଓ ଆଇନଗତ ମହଲରେ ଚର୍ଚ୍ଚା ଜୋର ଧରିଛି। ହିନ୍ଦୁ ଦେବଦେବୀଙ୍କ ଖାଦ୍ୟପେୟକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ, ଉକ୍ତ ଭିଡିଓଟିକୁ ଭାରତୀୟ ସୀମା (Indian Domain) ଭିତରେ ହଟାଇ ଦିଆଯାଇଥିବା ବା ‘ୱିଥ୍‌ହେଲ୍ଡ’ (Withheld) କରାଯାଇଥିବା ନେଇ ଗୁଗୁଲ୍‌ (Google) ଦିଲ୍ଲୀ ହାଇକୋର୍ଟଙ୍କୁ…