300 BC to Today: The Untold 2,000-Year History of Durga Worship in Odisha/୩୦୦ ଖ୍ରୀଷ୍ଟପୂର୍ବରୁ ଆରମ୍ଭ: ଓଡ଼ିଶାରେ ଦୁର୍ଗାପୂଜାର, ହଜିଯାଇଥିବା ୨୦୦୦ ବର୍ଷର ଇତିହାସ
ଶୈବ, ଶାକ୍ତ ଓ ବୈଷ୍ଣବର ତ୍ରିବେଣୀ ସଙ୍ଗମ: କେବଳ ଓଡ଼ିଶାରେ ହିଁ କାହିଁକି ସମ୍ଭବ? ବ୍ରହ୍ମାଣ୍ଡର ଠାକୁର ଶ୍ରୀଜଗନ୍ନାଥଙ୍କ ଧାମ ଓଡ଼ିଶାରେ ଦୁର୍ଗାପୂଜା ଏକ ଭିନ୍ନ ଓ ନିଆରା ପରମ୍ପରାରେ ପାଳନ କରାଯାଏ। ମାର୍କଣ୍ଡେୟ ପୁରାଣ ଅନୁସାରେ, ଖ୍ରୀଷ୍ଟପୂର୍ବ ୩୦୦ ରେ ଚେଦି ରାଜବଂଶର ରାଜା ସୁରଥ ଓଡ଼ିଶାରେ ପ୍ରଥମେ ଦୁର୍ଗାପୂଜାର ରୀତିନୀତି ଆରମ୍ଭ କରିଥିଲେ। ୧୧ଶ ଶତାବ୍ଦୀରେ ଗଙ୍ଗ ରାଜବଂଶର ରାଜା ଚୋଡ଼ଗଙ୍ଗ ଦେବ ମହିଷାମର୍ଦ୍ଦିନୀ ଭାବରେ ମା’ ଦୁର୍ଗାଙ୍କ ପ୍ରଥମେ ମୃଣ୍ମୟୀ (ମାଟି) ମୂର୍ତ୍ତି…



