UN Flags Police Excesses Against Protesters & Women; India Denies Allegations, Cites Rule of Law/ଯୁବବର୍ଗ ଓ ଛାତ୍ର ଆନ୍ଦୋଳନ ଉପରେ କଟକଣା: ଜାତିସଂଘ ବିଶେଷଜ୍ଞଙ୍କ ନିନ୍ଦା, ଅଭିଯୋଗକୁ ଅସତ୍ୟ କହିଲା ଭାରତ

ବିରୋଧୀ ସ୍ୱର ଦବାଇବା ଅଭିଯୋଗ: ଆନ୍ଦୋଳନକାରୀ ଓ ମହିଳାଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଜାତିସଂଘ ବିଶେଷଜ୍ଞଙ୍କ ନିନ୍ଦା, ଭାରତର ପକ୍ଷରୁ କଡ଼ା ଜବାବ ନୂଆଦିଲ୍ଲୀ: ଭାରତରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ, ଯୁବବର୍ଗ ଓ ବିରୋଧୀ ସ୍ୱରକୁ ଦବାଇବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନେଇ ଜାତିସଂଘ (UN) ର ସ୍ୱାଧୀନ ବିଶେଷଜ୍ଞମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଗଣତାନ୍ତ୍ରିକ ଅଧିକାର ଓ ସାଧାରଣ ନାଗରିକଙ୍କ ଆବାଜକୁ ସଙ୍କୁଚିତ କରାଯାଉଥିବା ନେଇ…

[In Pics] Dreams to Fly, But No Wings: While Nations Celebrate Festivals, Millions of Street Children Struggle for Identity/ଉଡ଼ିବାର ସ୍ୱପ୍ନ, କିନ୍ତୁ ଡେଣା ବନ୍ଧା ଶ୍ରମର ଶିକୁଳିରେ: ରାସ୍ତା କଡ଼ର ସେହି ଆଖି, ଯାହା ଖୋଜୁଛି ନିଜର ପରିଚୟ…

ଉଡ଼ିବାର ସ୍ୱପ୍ନ, କିନ୍ତୁ ଡେଣା ନାହିଁ: ଦୁର୍ଗାପୂଜା ବା ପର୍ବପର୍ବାଣୀରେ ଦେଖିବାକୁ ମିଳେ ଏହି ପିଲାମାନଙ୍କୁ, ଯାହାଙ୍କ ପାଇଁ ଖୁସି କେବଳ ଏକ ଅଜଣା ଶବ୍ଦ! ଭୁବନେଶ୍ୱର/ ଚତୁର୍ଦ୍ଦିଗରେ ଆଲୋକର ମାଳା, ନୂଆ ପୋଷାକର ବାସ୍ନା, ଘରେ ଘରେ ଉତ୍ସବର ମାହୋଲ ଏବଂ ମାଆ ଦୁର୍ଗାଙ୍କ ଆଗମନରେ ସାରା ଦେଶ ଆନନ୍ଦରେ ବିଭୋର। ସମସ୍ତେ ଯେତେବେଳେ ନିଜ ପରିବାର ସହିତ ପର୍ବପର୍ବାଣୀକୁ ଉପଭୋଗ କରୁଥାଆନ୍ତି, ଠିକ୍ ସେହି ସମୟରେ ଦୁର୍ଗାପୂଜା ବା ପର୍ବପର୍ବାଣୀରେ ଦେଖିବାକୁ ମିଳେ ଏହି…

‘Internet Access Fundamental Right For Children’: Supreme Court Rejects Age-Based Blanket Ban/ପିଲାଙ୍କ ପାଇଁ ଇଣ୍ଟରନେଟ୍ ବ୍ୟବହାର ମୌଳିକ ଅଧିକାର: ସମ୍ପୂର୍ଣ୍ଣ ବ୍ୟାନ୍ କୁ ନା କହିଲେ ସୁପ୍ରିମ୍ କୋର୍ଟ..

ପିଲାଙ୍କ ପାଇଁ ଇଣ୍ଟରନେଟ୍ ବ୍ୟବହାର ମୌଳିକ ଅଧିକାର: ସମ୍ପୂର୍ଣ୍ଣ ବ୍ୟାନ୍ କୁ ନା କହିଲେ ସୁପ୍ରିମ୍ କୋର୍ଟ, ଆସିଲା ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ନୂଆଦିଲ୍ଲୀ: ପିଲାମାନଙ୍କ ପାଇଁ ଇଣ୍ଟରନେଟ୍ ବ୍ୟବହାର କରିବା ଏକ ମୌଳିକ ଅଧିକାର। ସୁରକ୍ଷା ନାଁରେ ବୟସ ଆଧାରରେ ପିଲାଙ୍କ ଉପରେ ସମ୍ପୂର୍ଣ୍ଣ ଇଣ୍ଟରନେଟ୍ କଟକଣା (Blanket Ban) ଲଗାଯାଇପାରିବ ନାହିଁ ବୋଲି ସୁପ୍ରିମ୍ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। କାହିଁକି କୋର୍ଟ ଏପରି କହିଲେ? ସୁପ୍ରିମ୍ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ପିଲାଙ୍କ…

‘Don’t Turn Trees Into Light Poles’: Mysuru Bans Using Trees for Festive Lighting/ଗଛରେ ଲାଇଟ୍ ବାନ୍ଧିବା ମନା: ପରିବେଶ ବଞ୍ଚାଇବାକୁ ମହୀଶୂରର ବଡ଼ ପଦକ୍ଷେପ

ଗଛକୁ ଆଉ ‘ଲାଇଟ୍ ଖୁଣ୍ଟ’ କରନ୍ତୁନି: ମିଶାଲ ସାଜିଲା ମହୀଶୂର, ବଦଳୁଛି ସଜାବଟ ଶୈଳୀ ପର୍ବପର୍ବାଣି କହିଲେ ଆଲୋକର ମହୋତ୍ସବ। ହେଲେ ସେହି ସାଜସଜ୍ଜା ଆମ ଗଛଲତାଙ୍କ ପାଇଁ ଯେ ବିପଦ ସାଜୁଛି, ସେକଥା ବୋଧହୁଏ ଆମେ ଭୁଲିଯାଉଛନ୍ତି। ଦଶହରା ସମୟରେ ଲାଇଟ୍ ଲଗାଇବା ପାଇଁ ରାସ୍ତାକଡ଼ ଗଛଗୁଡ଼ିକରେ କଣ୍ଟା ପିଟାଯିବା ଏବଂ ବିଜୁଳି ତାର ଗୋଡ଼ାଯିବା ଘଟଣାକୁ ନେଇ କର୍ଣ୍ଣାଟକର ମହୀଶୂର (Mysuru) ସହରରେ ଜୋରଦାର ସ୍ୱର ଉଠିଥିଲା। ପରିବେଶବିତ୍ ଓ ସ୍ଥାନୀୟ ଲୋକଙ୍କ ନିରନ୍ତର…

[In Pics] From Puri’s Royal Gosani Jatra to Modern Pandals: Is Odisha Forgetting Its Native Craftsmen? /ବାହାର କାରିଗରଙ୍କୁ ସୁଯୋଗ, ଆମ କାରିଗର ଦାଦନ: ଏହାହିଁ କ’ଣ ଆମ ପୂଜାର ବାସ୍ତବତା?

ଜଗନ୍ନାଥ ଧାମରୁ ଗୋସାଣୀ ଯାତ୍ରା: କୋଟି କୋଟି ଟଙ୍କାର ପୂଜା ମଝିରେ କେଉଁଠି ହଜିଗଲେ ଓଡ଼ିଶାର ମାଟି କାରିଗର? ବ୍ରହ୍ମାଣ୍ଡର ଠାକୁର ଶ୍ରୀଜଗନ୍ନାଥଙ୍କ ଧାମ ଓଡ଼ିଶାରେ ଦୁର୍ଗାପୂଜା ଏକ ଭିନ୍ନ ଓ ନିଆରା ପରମ୍ପରାରେ ପାଳନ କରାଯାଏ। ମାର୍କଣ୍ଡେୟ ପୁରାଣ ଅନୁସାରେ, ଖ୍ରୀଷ୍ଟପୂର୍ବ ୩୦୦ ଶତାବ୍ଦୀରେ ଚେଦି ରାଜବଂଶର ରାଜା ସୁରଥ ଓଡ଼ିଶାରେ ପ୍ରଥମେ ଦୁର୍ଗାପୂଜାର ରୀତିନୀତି ଆରମ୍ଭ କରିଥିଲେ।     ପରବର୍ତ୍ତୀ ସମୟରେ, ୧୧ଶ ଶତାବ୍ଦୀରେ ଗଙ୍ଗ ରାଜବଂଶର ରାଜା ଚୋଡ଼ଗଙ୍ଗ ଦେବ ମହିଷାମର୍ଦ୍ଦିନୀ…