Vehicle Theft Syndicate: Over 2.3 Lakh Vehicles Stolen in India in 2024/ପ୍ରତି ୨.୩ ମିନିଟ୍ରେ ଗାୟବ ହେଉଛି ଗୋଟିଏ ବାହନ,ଦେଶରେ ୨.୩ ଲକ୍ଷରୁ ଅଧିକ ଗାଡ଼ି ଚୋରି…
ଦେଶରେ ଚୋରା ଗାଡ଼ି ସିଣ୍ଡିକେଟ୍: ୨୦୨୪ରେ ୨.୩ ଲକ୍ଷରୁ ଅଧିକ ଗାଡ଼ି ଚୋରି, ପ୍ରତି ୨.୩ ମିନିଟ୍ରେ ଗାୟବ ହେଉଛି ଗୋଟିଏ ବାହନ ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବାହନ ଚୋରି। ୨୦୨୪ ବର୍ଷର ନୂତନ ରିପୋର୍ଟ “ଦି ଗ୍ରେଟ୍ ଇଣ୍ଡିଆନ୍ ଭେହିକିଲ୍ ହାଇଷ୍ଟ” (The Great Indian Vehicle Heist) ଅନୁଯାୟୀ, ଗୋଟିଏ ବର୍ଷ ମଧ୍ୟରେ ସାରା ଦେଶରୁ ୨.୩ ଲକ୍ଷରୁ ଅଧିକ ଗାଡ଼ି ଚୋରି ହୋଇସାରିଛି। ପରିସଂଖ୍ୟାନ ଅନୁସାରେ, ଦେଶରେ…

